ମୋ ବସରେ ଲାଗିଲା ନିଆଁ ; କଟକ ବିରୂପା ବ୍ୟାରେଜ ନିକଟରେ ଅଘଟଣ
ମୋ ବସରେ ଲାଗିଲା ନିଆଁ । କଟକ ବିରୂପା ବ୍ୟାରେଜ ନିକଟରେ ବସରେ ଲାଗିଲା ନିଆଁ। ପ୍ରଥମେ ବସରୁ ଧୂଆଁ ବାହାରିବାରୁ ବସକୁ ରୋକାଯାଇଥିଲା,ଏବଂ ସବୁ ଯାତ୍ରୀ ଓହ୍ଲାଇପଡିଥିଲେ। ଧୂଆଁକୁ ଆୟତ୍ତ କରିଥିଲେ ସ୍ଥାନୀୟ ଲୋକେ। ସୂଚନା ଅନୁସାରେ, ପାଖାପାଖି ୭୦ ଯାତ୍ରୀଙ୍କୁ ନେଇ କଟକ ଅଭିମୁଖେ!-->…
