‘ସୋମ୍ୟାଶ୍ରୀଙ୍କୁ ବଞ୍ଚାଇବା ପାଇଁ ମୋ ପୁଅ ଜୀବନ ବାଜି ଲଗାଇଦେଲା, ହେଲେ
ସୋମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ଏବେ ହୁଲୁସ୍ତୁଲ। ଏଫଏମ କଲେଜ ଛାତ୍ର ଜ୍ୟୋତି ପ୍ରକାଶ ବିଶାଳ ଯିଏ କି ତାଙ୍କ ଜୀବନ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଥିଲେ। ଏବେ ସେ ଏସିସିବିରେ ଚିକିତ୍ସିତ ଅଛନ୍ତି। ଏସିସିବିର ବର୍ଣ୍ଣ ୟୁନିଟ ଆଇସିୟୁରେ ଭର୍ତ୍ତି ହୋଇଥିବାବେଳେ ତାଙ୍କୁ ଏ!-->…