Odia News Portal
Browsing Tag

swadhikar

ଗାଁରେ ଦନ୍ତାର ଉପଦ୍ରବ: ଘର ଭାଙ୍ଗିଲା, ଚାଉଳ ବସ୍ତା ଉଠାଇନେଲା

ଗାଁରେ ଦନ୍ତାର ଉପଦ୍ରବ । ଘର ଭାଙ୍ଗିଲା, ଚାଉଳ ବସ୍ତା ଉଠାଇନେଲା । ଦେବଗଡ ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ସଙ୍ଗାପସି ଗାଁରେ ଦୀର୍ଘ ସମୟ ଧରି ଦନ୍ତାହାତୀର ଉପଦ୍ରବ । ଘର ଭାଙ୍ଗିବା ସହିତ ଚାଉଳ ବସ୍ତା ଉଠାଇ ନେଇଛି । ଏଥିରେ ଗାଁର ରଜନୀ ନାୟକଙ୍କ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ହୋଇଛି ।…

ଆଜି କେମିତି କଟିବ

ମେଷ: ଆଜି ଏପ୍ରିଲ ୧୯, ରବିବାର । ଚନ୍ଦ୍ର ଆଜି ମେଷ ରାଶିରେ ଅଛନ୍ତି । ଆଜି ଆପଣଙ୍କ ଦିନଟି ଉତ୍ସାହର ସହ ଆରମ୍ଭ ହେବ। ଆପଣଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ। ପାରିବାରିକ ପରିବେଶ ସୁଖଦ ରହିବ। ଆପଣ ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ମିଶିବେ, କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ…

ମାଛ ଧରିବା ଉପରେ କଟକଣା, ଜୁନ ୧୬ ତାରିଖ ପର୍ଯ୍ୟନ୍ତ ମାଛ ଧରି ପାରିବେନି ମତ୍ସ୍ୟଜୀବୀ

ନଦୀ ,ସମୁଦ୍ରରେ ମାଛ ଧରିବା ଉପରେ ଲାଗିଲା ୬୧ ଦିନିଆ କଟକଣା । ମାଛ ମାନଙ୍କ ବଂଶ ବୃଦ୍ଧି ପାଇଁ ନଦୀ ସମୁଦ୍ରରୁ ମାଛ ଧରି ପାରିବେନି ମତ୍ସ୍ୟଜୀବୀ । ନଦୀ ଏବଂ ସମୁଦ୍ରରୁ ଜୁନ ୧୬ ତାରିଖ ପର୍ଯ୍ୟନ୍ତ ମାଛ ଧରି ପାରିବେନି ମତ୍ସ୍ୟଜୀବୀ । ମାଛ ଧରିବା ଉପରେ କଟକଣା ଲଗାଇଲେ ରାଜ୍ୟ ସାମୁଦ୍ରିକ…

ଚାରଧାମ ଯାତ୍ରା ପାଇଁ ଅଫଲାଇନ ପଞ୍ଜିକରଣ ଆରମ୍ଭ, ପ୍ରଥମ ଦିନରେ ୨,୭୧୩ ଜଣ ପଞ୍ଜିକରଣ ରେକର୍ଡ

ଚାରଧାମ ଯାତ୍ରା ପାଇଁ ଅଫଲାଇନ ପଞ୍ଜିକରଣ ଆରମ୍ଭ ହୋଇଛି । ଉତ୍ତରାଖଣ୍ଡର ଚାରଧାମ ଯାତ୍ରା ପାଇଁ ଲକ୍ଷ ଲକ୍ଷ ଭକ୍ତ ପଞ୍ଜିକରଣ କରିସାରିଛନ୍ତି । ଅଫଲାଇନ୍ ପଞ୍ଜିକରଣ ଆରମ୍ଭ ହେବାର ପ୍ରଥମ ଦିନରେ, ୨,୭୧୩ ଜଣ ପଞ୍ଜିକରଣ ରେକର୍ଡ କରାଯାଇଥିଲା । ତୀର୍ଥଯାତ୍ରା ପାଇଁ ଅଫଲାଇନ୍ ପଞ୍ଜିକରଣ…

ପ୍ୟାରିସରେ ମାକ୍ରନ୍ ଇଟାଲୀୟ ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ କଲେ ସ୍ବାଗତ

ଫ୍ରାନ୍ସ ଏବଂ ବ୍ରିଟେନ ଦ୍ୱାରା ହର୍ମୁଜ୍ ପ୍ରଣାଳୀ ଖୋଲିବା ପାଇଁ କରାଯାଇଥିବା ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ୟାରିସରେ ପହଞ୍ଚିଥିବା ଇଟାଲୀର ପ୍ରଧାନମନ୍ତ୍ରୀ ଜିର୍ଜିଆ ମେଲୋନି ପୁଣି ଥରେ ବିଶେଷ କାରଣ ପାଇଁ ଖବରରେ ଅଛନ୍ତି। ଇଟାଲୀର…

ମୁଣ୍ଢେର–ଡୁମେରଚୁଆଁ ସଂରକ୍ଷିତ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ଆହତ

ସମ୍ବଲପୁରଜିଲ୍ଲା ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ ଅନ୍ତର୍ଗତ ମୁଣ୍ଢେର–ଡୁମେରଚୁଆଁ ସଂରକ୍ଷିତ ଜଙ୍ଗଲରେ ଆଜି ସକାଳ ପ୍ରାୟ ୭ଟା ସମୟରେ ହାତୀଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କ ପରିଚୟ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିନାହିଁ।…

ଲୁଣା ଜଙ୍ଗଲ ସଂରକ୍ଷଣ ଓ ପୁନରୁଦ୍ଧାର

ରାଜ୍ୟର ପାଞ୍ଚଟି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ତ୍ତମାନ ପ୍ରାୟ ୨୫୯.୦୬ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ଲୁଣା ଜଙ୍ଗଲ ରହିଛି। ତା’ ଭିତରେ କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ ୨୧୨ ବର୍ଗ କିଲୋମିଟରରୁ ଅଧିକ ଲୁଣା ଜଙ୍ଗଲ ରହିଛି। ଏହା ଭାରତର ଦ୍ୱିତୀୟ ସର୍ବବୃହତ୍‌…

ଆମ୍ବ ଖାଇବାକୁ ଶିଖରଚଣ୍ଡୀ ପାହାଡ଼ରେ ବୁଲୁଛନ୍ତି ହାତୀ, ଜନବସତି ପ୍ରତି ବିପଦ ନଥିବା କହିଲା ବନବିଭାଗ

ଆମ୍ବ ଖାଇବାକୁ ଶିଖରଚଣ୍ଡୀ ପାହାଡ଼ରେ ବୁଲୁଛନ୍ତି ହାତୀ । ଦୁଇ ଦିନ ହେବ ଦୁଇଟି ଦନ୍ତାହାତୀ ପାହାଡରେ ଡେରା ପକାଇଛନ୍ତି । ପାଖ ଭରତପୁର ଜଙ୍ଗଲରୁ ହାତୀ ଦୁଇଟି ଖାଦ୍ୟ ଅନ୍ବେଷଣରେ ଶିଖରଚଣ୍ଡି ପାହାଡ଼କୁ ଆସିଥିବା ବନବିଭାଗ କହିଛି । ଦୁଇ ଦନ୍ତା ହେଲେ ବଡ଼ ଫେରେକଟା ଓ ସାନ ଫେରେକଟା। ହାତୀଙ୍କ…

ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ; ସାର ଚୋରା ଚାଲାଣ ଓ କଳାବଜାରୀ ପ୍ରମାଣ ମିଳିଲେ ଲାଇସେନ୍ସ…

ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ । ସାର ଚୋରା ଚାଲାଣକୁ ରୋକ । କଳାବଜାରୀ ପ୍ରମାଣ ମିଳିଲେ ଲାଇସେନ୍ ସ ବାତିଲ୍ କର । ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ସମ୍ପର୍କରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୈଠକ କରିଛନ୍ତି । ପ୍ରତ୍ୟେକ ଚାଷୀ…

ଭଦ୍ରକରୁ ବିରଳ ଆଲବିନୋ ରଣା ଉଦ୍ଧାର, ଚିକିତ୍ସା ପାଇଁ ଆସିବ ନନ୍ଦନକାନନ

ଭଦ୍ରକରୁ ବିରଳ ଆଲବିନୋ ରଣା ଉଦ୍ଧାର ହୋଇଛି । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ଠାରୁ ସୂଚନା ପାଇ ସାପକୁ ଉଦ୍ଧାର କରିଛି ବନ ବିଭାଗ । ମୁହଁରେ ଖଣ୍ଡିଆ ଥିବାରୁ ସାପର ସ୍ୱାସ୍ଥ୍ୟ ଭଲ ମନ୍ଦ ଦେଖିବା ପାଇଁ ଭଦ୍ରକ ଡିଭିଜନର ACF ସୁମିତ ମହାନ୍ତି ସ୍ନେକ ହେଲ୍ପ…