Odia News Portal
Browsing Tag

swadhikar

କୁଆପଥର ମାଡ଼ରେ ମହୁଲଫୁଲ, କେନ୍ଦୁପତ୍ରର ବ୍ୟାପକ କ୍ଷୟକ୍ଷତି

ରାଉରକେଲା କେନ୍ଦୁପତ୍ର ଡିଭିଜନରେ କେନ୍ଦୁପତ୍ରର କ୍ଷୟକ୍ଷତି ହୋଇଛି। ବାଲିଶଙ୍କରା ବ୍ଲକ ଏବଂ ସବଡେଗା ବ୍ଲକ ମିଶି ରହିଛି ୪୭ଟି ପତ୍ରଫଡ଼ି ରହିଛି। ସେଥିମଧ୍ୟରୁ ସଉନାମରା, ଗଇକାନପାଲି, ତୁମୁଲିଆ, ବାର୍ହାଡେମା ସମେତ ୨୦ଟି ଫଡ଼ି ଅଂଚଳରେ କୁଆପଥର ମାଡ ହେବାରୁ କେନ୍ଦୁପତ୍ର ସବୁ ଚିରି ଫାଟି…

ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସଂଘ ସହ ଆଲୋଚନା

ରାଜ୍ୟରେ ସବୁ ସମୟରେ ଖାଉଟିମାନଙ୍କ ପାଇଁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ଓ ଯୋଗାଣ ଶୃଙ୍ଖଳକୁ ଅବ୍ୟାହତ ରଖିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଵ୍ୟବସାୟୀ ସଂଘର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ଯୋଗାଣ ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ…

ଅମୃତ ୨.୦ କାର୍ଯ୍ୟକାରିତାରେ ଦେଶରେ ଓଡ଼ିଶାକୁ ପ୍ରଥମ ସ୍ଥାନ

ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ଗୌରବମୟ ସଫଳତା ହାସଲ କରିଛି। ‘ଅଟଳ ମିସନ ଫର ରିଜୁଭେନେସନ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ’ (ଅମୃତ) ୨.୦ ର ସଫଳ କାର୍ଯ୍ୟକାରିତାରେ ସମଗ୍ର ଦେଶରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। ୨୦୨୧ ଅକ୍ଟୋବରରେ ଆରମ୍ଭ ହୋଇଥିବା ଏହି ମିଶନ ମାଧ୍ୟମରେ…

ଗଜପତି ଜିଲ୍ଲାରୁ ୨.୮ ଟନ୍ ଗଞ୍ଜେଇ ଜବତ

ବେଆଇନ ଗଞ୍ଜେଇ ଚାଷ ଓ କାରବାର ବିରୋଧରେ ଗଜପତିଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ମୋହନା ବ୍ଲକ୍‌ ଅଡ଼ବା ଥାନା ଅନ୍ତର୍ଗତ କାରିଗେଜୁ ଗ୍ରାମରେ ହୋଇଥିବା ପୁଲିସ ଚଢ଼ାଉରେ ପ୍ରାୟ ୨,୮୧୧ କେଜି (୨.୮ ଟନ୍) ଗଞ୍ଜେଇ ଜବତ କରିଛି। ତେବେ ଚଢ଼ାଉ ବେ‌ଳେ ଅଭିଯୁକ୍ତମାନେ…

ରାଉରକେଲାରୁ ୧୬୦ ସିଲିଣ୍ଡର୍ ଜବତ, ଯୋଗାଣ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ

ରାଉରକେଲାର ଗୋଟିଏ ସ୍ଥାନରୁ ୧୬୦ ଗ୍ୟାସ ସିଲିଣ୍ଡର୍ ଜବତ କଲା ଯୋଗାଣ ବିଭାଗ । ରାଉରକେଲା ମହାନଗର ନିଗମ, ପୋଲିସ, ରାଉରକେଲା ତହସିଲଦାର ଚଢ଼ାଉ କରି ସିଲିଣ୍ଡର ଜବତ କରିଛନ୍ତି । ରାଉରକେଲା ସେକ୍ଟର ୯ ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ଘରେ ଏସବୁ ସିଲିଣ୍ଡର୍ ଗଚ୍ଛିତ ରଖିଥିଲେ । ଏତେ ପରିମାଣର…

ଖୁବଶୀଘ୍ର ଝାରସୁଗୁଡ଼ାରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା , ସିଧାସଳଖ ଦେଶବିଦେଶକୁ ପଠାଯିବ ସାମଗ୍ରୀ

ଖୁବଶୀଘ୍ର ଝାରସୁଗୁଡ଼ା ବିମାନବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା । ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆରମ୍ଭ ହେବ ଏହି ସେବା । ଏହି ବିକାଶ ସହ ଝାରସୁଗୁଡା ପଶ୍ଚିମ ଓଡିଶାର ଆଉଏକ ପ୍ରମୁଖ ଅର୍ଥନୈତିକ ପେଣ୍ଠସ୍ଥଳି ପାଲଟିବାକୁ ଟାଉଛି । ଏଠାରୁ ସିଧାସଳଖ ଦେଶ ଓ ବିଦେଶକୁ ପଠାଯାଇ…

ଆଜି କେମିତି କଟିବ

ମେଷ: ଆଜି ଏପ୍ରିଲ ୭, ମଙ୍ଗଳବାର । ଚନ୍ଦ୍ର ଆଜି ବିଛା ରାଶିରେ ଅଛନ୍ତି ।ଆଜି ଆପଣଙ୍କର ବିଶେଷ ଆଧ୍ୟାତ୍ମିକ ଅଭିଜ୍ଞତା ରହିବ। ଆପଣ ରହସ୍ୟ ଏବଂ ଗୁପ୍ତ ବିଜ୍ଞାନର ଜ୍ଞାନ ହାସଲ କରିବାରେ ଆଗ୍ରହୀ ହେବେ। ଆପଣ ଆଧ୍ୟାତ୍ମିକତା କ୍ଷେତ୍ରରେ ସଫଳତା ପାଇପାରନ୍ତି। କୌଣସି ନୂତନ କାର୍ଯ୍ୟ ଆରମ୍ଭ…

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଙ୍କ ପୀଠରୁ ଲୁଟ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ବିଳମ୍ବିତ ରାତିରେ ଚୋରି ହୋଉଥିବା ଅଭିଯୋଗ ହୋଇଛି । ଭୋର ସମୟରେ ଆଜି ମା ଙ୍କ ପୂଜକ ପୂଜା କରିବାକୁ ଆସିବା ବେଳେ ମନ୍ଦିର ଭିତରେ ହୁଣ୍ଡି ବାକ୍ସ ଭଙ୍ଗା ହେବାର…

ଝାରସୁଗୁଡ଼ାରେ ନୂଆ କୋଇଲା ଖଣି

କେନ୍ଦ୍ର କୋଇଲା ମନ୍ତ୍ରାଳୟ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାରେ ଇତିମଧ୍ୟରେ ଆଉ ୩ ନୂଆ କୋଇଲା ଖଣି ଚିହ୍ନଟ କରାଯାଇଛି। ଏଥିରୁ ଗୋଟିଏ ଖଣିର ଜଙ୍ଗଲ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ସେହିପରି ବେଲପାହାଡ଼ ଭୂତଳ ଖଣିର ସଂପ୍ରସାରଣ ପ୍ରକଳ୍ପ ଆଉ ଏକ ଖଣି…

ଜବାଘାଟ ଓ କଂସରରୁ ବେଧଡ଼କ ବାଲିଚାଲାଣ

ଯେବେଠୁ ତହସିଲ୍‌ ଅଧୀନରୁ ବାଲିଘାଟ ଓ ପଥର ଖାଦାନ ଖଣି ବିଭାଗକୁ ଆସିଛି, ସେବେଠୁ ଲଘୁ ଖଣିଜ ଚୋରା କାରବାର ଉପରେ ଅଙ୍କୁଶ ଲାଗିପାରୁନି। ଚୋରା କାରବାର ରୋକିବାକୁ ସରକାରଙ୍କ ନିର୍ଦ୍ଦେଶରେ ଗଠନ ହୋଇଛି ଏନ୍‌ଫୋର୍ସମେଣ୍ଟ ଟିମ୍‌। କାଁଭାଁ ଚଢ଼ଉ ହେଉଥିବାରୁ ଭରପୂର ଫାଇଦା…