ପ୍ରାର୍ଥିପତ୍ର ଦାଖଲ ପାଇଁ ଗଲେ ମନମୋହନ ସାମଲ ,ଗଣେଶ୍ୱର ବେହେରା, ଅତନୁ ସବ୍ୟସାଚୀ ଓ ଆକାଶ ଦାସ
ଆଜି ପବିତ୍ର ଅକ୍ଷୟତୃତୀୟାରେ ନାମାଙ୍କନ ଦାଖଲ କରିବେ ବିଜେଡି କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି । ବିଶାଳ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ ଅଫିସ୍ରେ ପହଞ୍ଚିଛନ୍ତି ଅଂଶୁମାନ । ଏହି ନାମାଙ୍କନ ରାଲି ଗରାପୁରରୁ ବାହାରି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍ ପଯ୍ୟନ୍ତ!-->…
