ଓଲଟିଲା ତୀର୍ଥଯାତ୍ରୀ ବସ୍ , ଏକାଧିକ ଆହତ
ଓଲଟିଲା ତୀର୍ଥଯାତ୍ରୀ ବସ୍ , ଏକାଧିକ ଆହତ ହୋଇଛନ୍ତି । ବସଟି କୋଲକାତାରୁ ଭୁବନେଶ୍ବର ଯାଉଥିବାବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲା । ବାଲେଶ୍ବର ଶେରଗଡ଼ ରୟାଲ ହୋଟେଲ ସମ୍ମୁଖରେ ଦୁର୍ଘଟଣା ଘଟିଛି । ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବାଲେଶ୍ବର…
