Odia News Portal
Browsing Tag

swadhikar

ମୋଦୀଙ୍କ ମେଗା ରୋଡ୍ ସୋ’, ଜନତା ମଇଦାନରେ ପହଞ୍ଚିଲେ: ବିଭିନ୍ନ ପ୍ରକଳ୍ପର କରିବେ ଶୁଭାରମ୍ଭ

ରାଜଧାନୀ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ରୋଡ୍ ସୋ’ । ଜନତା ମଇଦାନ୍ ଯାଏଁ ରୋଡ୍ ସୋ’ କରି ଜନତା ମଇଦାନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ସୋ’ ପାଇଁ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ

ପହଞ୍ଚିଲେ ମୋଦୀ : ରୋଡ୍‌ ସୋ’ରେ 

ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତି ଉତ୍ସବରେ ଯୋଗ ଦେବା ପାଇଁ ଓଡ଼ିଶା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମୋଦୀ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା । ଓଡ଼ିଶାରେ ବିଜେପି

କିଛି ସମୟ ମଧ୍ୟରେ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍‌ ସୋ

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ମୋଦୀଙ୍କ ସ୍ବାଗତ ପାଇଁ କଳାକାରମାନେ

ବଢ଼ିଲା ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଅଡୁଆ

ବଢ଼ିଲା ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଅଡୁଆ । ରାଜ୍ୟର ଏହି ବରିଷ୍ଠ ଆଇଏଏସଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଯାହାପରେ ଲାଞ୍ଚ ମାମଲା ନେଇ ବିଷ୍ଣୁପଦ ସେଠୀଙ୍କ ଉପରେ ସିବିଆଇର ତଦନ୍ତ ଜାରି ରହିବା ନେଇ ସ୍ପଷ୍ଟ ହୋଇଛି । ଜାଣିରଖିବା ଉଚିତ ଯେ, ସିବିଆଇର ତଦନ୍ତ

ଆଜି ଚିକିତ୍ସା ପାଇଁ ହସ୍ପିଟାଲ୍ ଯିବେ ନବୀନ

ଆଜି ଚିକିତ୍ସା ପାଇଁ ମୁମ୍ବାଇ ଯିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହା ପୂର୍ବରୁ ବିଜୁ ମହିଳା ଜନତା ଦଳର ନେତ୍ରୀ ମାନେ ନବୀନ ନିବାସରେ ପହଁଚିଛନ୍ତି । ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ, ରଞ୍ଜିତା ସାହୁ, ଲେଖାଶ୍ରୀ

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ସ୍ୱାଗତ ପାଇଁ ପ୍ରସ୍ତୁତ ରାଜଧାନୀ

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଜେପି ସରକାରକୁ ପୂରିଛି ବର୍ଷେ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶାବାସୀଙ୍କ ପାଖରେ ମୋହନ ସରକାର ଏବଂ କେନ୍ଦ୍ର ସରକାରଙ୍କ ଉପଲବ୍ଧି ରଖିବେ । ଏହାସହ ପ୍ରାୟ ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପର

କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁତୟନ ହେବେ ୧୩୩ ପ୍ଲାଟୁନ ପୁଲିସ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ବର ଜନତା ମଇଦାନକୁ ବିରାଟ ରୋଡ୍‌ ସୋ’ରେ ଯାଇ ମୋହନ ମାଝୀ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କିପରି

ଗୋପାଳପୁର ଯିବ AICC ଟିମ୍, ଗଣଦୁଷ୍କର୍ମ ମାମଲାର କରିବ ତନାଘନା

ଗୋପାଳପୁର ଗଣଦୁଷ୍କର୍ମ ଘଟଣା । ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କଲା AICC । ଦୀପା ଦାସମୁନିସିଙ୍କ ଆବାହକତ୍ୱରେ ଏହି କମିଟି ଗଠନ ହୋଇଛି । ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ରେ ୫ ଜଣ ସଦସ୍ୟ ରହିଛନ୍ତି । କମିଟିରେ ସାଂସଦ ରଞ୍ଜିତ ରଞ୍ଜନ, ସାଂସଦ ପ୍ରଣିତି ସିନ୍ଦେ, ସାଂସଦ ଏସ୍‌ ଜ୍ୟୋତିମଣି

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ପ୍ରମାଣ ନଷ୍ଟ ପାଇଁ ଦୁଷ୍କର୍ମକାରୀଙ୍କ ଚାଲ

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲାରେ ଡାକ୍ତରୀ ମାଇନା କରିଥିବା ଡାକ୍ତର ତଥ୍ୟ ପ୍ରକାଶ କରିଛନ୍ତି । ଏଫଏମଟି ବିଭାଗୀୟ ମୁଖ୍ୟଙ୍କ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶିତ । ତଥ୍ୟ ଅନୁସାରେ ଦୁଷ୍କର୍ମ ବେଳେ ବ୍ୟବହାର କରିଥିଲେ ଗର୍ଭ ନିରୋଧ ସାମଗ୍ରୀ । ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା

ଭୁବନେଶ୍ୱରରେ ବୋମା ମାଡ

ଭୁବନେଶ୍ୱରରେ ଶ୍ୟାମପୁରରେ ବୋମାମାଡ ଏକାଧିକ ଗାଡି ଜଳିଲା । କିଛି ଦୁର୍ବତ୍ତ ଆସି ବୋମା ମାଡ କରିଛନ୍ତି ବୋଲି ପ୍ରାଥମିକ ଭାବରେ ସୂଚନା ମିଳିଛି ।କାର ସୋ ରୁମରେ ବୋମା ମାଡ ହୋଇଛି । ବୋମା ମାଡର କାରଣ ଅସ୍ପଷ୍ଠ ।