ନଈକୂଳରୁ ମହିଳାଙ୍କୁ ଝାମ୍ପିନେଲା କୁମ୍ଭୀର
ନଈ ଭିତରେ ଏକ ବିଶାଳ କୁମ୍ଭୀର ଜଣେ ମହିଳାଙ୍କୁ ପାଣିରେ ବୁଡ଼ାଇ ମାରୁଥିବାର ଲୋମଟାଙ୍କୁରା ଦୃଶ୍ୟକୁ ଆଜି ପ୍ରତ୍ୟକ୍ଷ ଭାବେ ଦେଖିଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକ୍ର କନ୍ତିଆ ଗ୍ରାମବାସୀ। ଘଟଣାଟି ସଭିଁଙ୍କୁ ହତବାକ୍ କରିଥିବାବେଳେ କୁମ୍ଭୀରକୁ ନେଇ ବରୀ ବ୍ଲକ୍ର ବୋଦୁଅ ପଞ୍ଚାୟତ…
