ଘର କାନ୍ଥ ପଡ଼ି ଦମ୍ପତି ମୃତ, ଝିଅ ଗୁରୁତର
ବସ୍ତା ଥାନା ମହାଦେବସରାଇ ଗ୍ରାମ ରେ ରାତିରେ ସୋଇଥିବା ବେଳେ କାନ୍ଥ ପଡ଼ି ସ୍ବାମୀ ମୃତ ହୋଇଥିବା ଦେଖିବାକୁ ମିଳିଛି। ଏହି ଗ୍ରାମର ପିଥ ମୁର୍ମୁ (୩୮) ପ୍ରତିଦିନ ଭଳି ଗତକାଲି ଖାଇପିଇ ପରିବାର ପାଞ୍ଚ ଜଣ ସଦସ୍ୟଙ୍କ ସହିତ ଶୋଇଥିଲେ। ହଠାତ୍ ରାତି ଭୋର ସମୟରେ ତାଙ୍କର ଶୋଇବା ଘରର କାନ୍ଥ…
