ପୁଣି ବଢ଼ିଲା ସୁନା ମୂଲ୍ୟ
ଆଜି ସୁନା ଦରରେ ଦେଖିବାକୁ ମିଳୁଛି ସାମାନ୍ୟ ପରିବର୍ତ୍ତନ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୧,୪୨୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ୧୦ ଗ୍ରାମ ପ୍ରତି ୫୬,୧୪୦ ଟଙ୍କାରେ ପହଞ୍ଚିଛି।
ସେହିପରି ରାଜଧାନୀ ଭୁବନେଶ୍ୱରରେ ଏବେ ୨୨!-->!-->!-->…
