Odia News Portal
Browsing Tag

swadhikar

ଦେବକୁଣ୍ଡ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ

ଦେବକୁଣ୍ଡ ଗସ୍ତରେ 5T ସଚିବ । ଉଦଳା ବ୍ଲକ ମୁଣ୍ଡାବାଇ ମା ଅମ୍ବିକାଙ୍କ ପୀଠ ଦେବକୁଣ୍ଡ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ଦିନ ସାଢେ ୧୦ଟାରେ ଉପର ତାଳଡିହା ସ୍ଥିତ ହେଲିପ୍ୟାଡରେ ଓହ୍ଲାଇ ଦେବକୁଣ୍ଡ ଯାଇଥିଲେ । ଆଗାମୀ ଦିନରେ ଦେବକୁଣ୍ଡର ବିକାଶ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।…

ଏଥର କମେଡି ନୁହେଁ, ଫ୍ୟାମିଲି ମ୍ୟାନ ଚରିତ୍ରରେ ନଜର ଆସିବେ କପିଲ

କମେଡ଼ି କିଙ୍ଗ କପିଲ ଶର୍ମା ବହୁ ସୋ’, ଫିଲ୍ମରେ ଦର୍ଶକଙ୍କୁ ହସାଉଥିବା ଦେଖିଥିବେ । ହେଲେ ପ୍ରଥମ ଥର ପାଇଁ କପିଲ ଶର୍ମାଙ୍କୁ ଏକ ନୂଆ ଭୂମିକାରେ ଦେଖିବାକୁ ମିଳିଛି । ଯେଉଁଥିରେ କପିଲ ଏକ ଫ୍ୟାମିଲ ମ୍ୟାନ ଭାବେ ନଜର ଆସିଛନ୍ତି । ରିଲିଜ ହୋଇଛି ବର୍ତମାନର କପିଲ ଶର୍ମା ଅଭିନୀତ ଅପକମିଙ୍ଗ…

ବେଲାଇବାହଲାରେ ବାଘ ଆତଙ୍କ : ବାଘକୁ କାବୁ କରିବା ପାଇଁ ବନବିଭାଗର ପ୍ରୟାସ

କୁଦା ମାରୁଛି ବାଘ । ବାଘକୁ କାବୁ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଗୋଟିଏ ବୁଦାରୁ ଆଉ ଗୋଟିଏ ବୁଦାକୁ ଡେଇଁ ଯାଉଛି । ବାଘକୁ ଧରିବା ପାଇଁ ହେଉଥିବା ଉଦ୍ୟମ ସମୟର ଭିଡିଓ ସାମ୍ନାକୁ ଆସିଛି । ସୁନ୍ଦରଗଡ଼ ଜିଲ୍ଲା ଟିମିନା ଲଣ୍ଡାପାହାଡ଼ ଅଞ୍ଚଳରୁ ଆସିିଛି ଏଭଳି କିଛି ଚିତ୍ର । ବାଘକୁ…

ପିଣ୍ଟୁ ନନ୍ଦଙ୍କ ଅବିସ୍ମରଣୀୟ ଅଭିନେତା କ୍ୟାରିୟର, ଅମର ରହିବ ତାଙ୍କ ନିଖୁଣ ଅଭିନୟ

ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଜଣାଶୁଣା ନାମ ପିଣ୍ଟୁ ନନ୍ଦ। ସେ ୧୯୭୭ ମସିହା ଜୁଲାଇ ୭ରେ ଜଗତସିଂହପୁର ଜିଲ୍ଲା ଓଡ଼ିଶ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଅଶୋକ କୁମାର ନନ୍ଦ ଓ ମାତା କାନ୍ତିଲତା ନନ୍ଦ। ସେମାନେ ଦୁଇ ଭାଇ ଓ ଗୋଟିଏ ଭଉଣୀ। ତାଙ୍କ ବଡ଼ ଭାଇ ଅଭିରାମ ନନ୍ଦ ଜଣେ…

ତ୍ରିପୁରାରେ କଡ଼ା ଟକ୍କର

ତ୍ରିପୁରାରେ କଡ଼ା ଟକ୍କର । ତ୍ରିପୁରାରେ ମେଣ୍ଟ ଓ ବାମ ମେଣ୍ଟ ମଧ୍ୟରେ କଡ଼ା ଟକ୍କର । ତ୍ରିପୁରାରେ ୬୦ରୁ ବିଜେପି ମେଣ୍ଟ ୨୭ ଆସନାରେ ଆଗୁଆ । ବାମ ମେଣ୍ଟ ୧୫ ଓ ଆଞ୍ଚଳିକ ଦଳ ଟିଏମ୍‌ପି ୧୩ ଆସନରେ ଆଗୁଆ । ୩ଟି ଉତ୍ତରପୂର୍ବାଞ୍ଚଳ ରାଜ୍ୟ- ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ୍‌ରେ ବିଧାନସଭା…

୯କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ସହରର ବୀରକିଶୋରପୁର ଛକ ନିକଟରୁ ଜଣେ ବ୍ୟକ୍ତି ଗଞ୍ଜେଇ ଚାଲାଣ କରୁଥିବାବେଳେ ତାଙ୍କୁ ଗିରଫ କରିବା ସହ ୯କେଜି ଗଞ୍ଜେଇ ଜବତ କରାଯାଇଥିବା ଜଣାପଡ଼ିଛି। ବୀରକିଶୋରପୁର ଛକରେ ଗଞ୍ଜେଇ ସହ ବସ୍‌‌କୁ ଅପେକ୍ଷା କରିଥିବା ମାଣିଆବନ୍ଧ ଥାନା ଅନ୍ତର୍ଗତ ଅଭିମାନପୁରର…

ଦେଶର ବେକାରି ହାର ୭.୪୫ ପ୍ରତିଶତକୁ ବୃଦ୍ଧି

ଚଳିତ ବର୍ଷ ଫେବ୍ରୁଆରିରେ ଦେଶର ବେକାରି ହାର ୭.୪୫ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ନାମକ ଘରୋଇ ସଂସ୍ଥା ପକ୍ଷରୁ କୁହାଯାଇଛି। ଗତ ଜାନୁଆରିରେ ବେକାରି ହାର ୭.୧୪ ପ୍ରତିଶତ ଥିଲା। ମାସକ ଭିତରେ ବେକାରିଙ୍କ ସଂଖ୍ୟା ବଢ଼ିଛି। ଏହା…

୨୦୦ କର୍ମଚାରୀଙ୍କୁ ଛଟେଇ ପରେ ଟ୍ବିଟର ଡାଉନ୍‌

ନୂଆ ମାଲିକ ଏଲନ୍‌ ମସ୍କ ୨୦୦ କର୍ମଚାରୀଙ୍କୁ ଛଟେଇ କରିବା ପରେ କିଛି ସମୟ ପାଇଁ ସାରା ବିଶ୍ବରେ ଟ୍ବିଟର ଡାଉନ୍‌ ଥିଲା। ବ୍ୟବହାରକାରୀମାନେ ନିଜ ଟ୍ବିଟ୍‌କୁ ଦେଖିବାରେ ସମସ୍ୟା ସାମ୍ନା କରିଥିଲେ। କିଛି ବ୍ୟବହାରକାରୀ ପୁରୁଣା ଟ୍ବିଟ୍‌କୁ ଦେଖିପାରିନଥିଲେ। ଟ୍ବିଟ୍‌ ପୋଷ୍ଟ୍‌ ହେବା ଲାଗି…

ଓଡ଼ିଶାରେ ୪,୫୧୯ କୋଟି, ଦେଶରେ ୧.୪୯ ଲକ୍ଷ କୋଟି ଜିଏସ୍‌ଟି ସଂଗ୍ରହ

ଚଳିତ ବର୍ଷ ଫେବ୍ରୁଆରିରେ ସାରା ଦେଶରେ ୧,୪୯,୫୭୭ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ପୂର୍ବବର୍ଷର ଫେବ୍ରୁଆରି ସଂଗ୍ରହ ତୁଳନାରେ ୧୨ ପ୍ରତିଶତ ଅଧିକ। ଏଥିରୁ ୪,୫୧୯ କୋଟି ଟଙ୍କା ଓଡ଼ିଶାରେ ସଂଗ୍ରହ କରାଯାଇଛି। ୨୦୨୨ ଫେବ୍ରୁଆରିରେ ଓଡ଼ିଶାରେ ସଂଗ୍ରହ କରାଯାଇଥିବା ୪,୧୦୧ କୋଟି…

ନିର୍ବାଚନ କମିଶନର ଚୟନ ପାଇଁ କମିଟି

ନିର୍ବାଚନ କମିଶନରଙ୍କ ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ । ଚୟନଲାଗି ପ୍ୟାନେଲ ଗଠନ ପାଇଁ ସୁପ୍ରିମକୋର୍ଟଙ୍କନିର୍ଦ୍ଦେଶ ।ପ୍ରଧାନମନ୍ତ୍ରୀ,ବିରୋଧିଦଳ ନେତା, ସିଜେଆଇଙ୍କୁନେଇ କମିଟି ଗଠନ ନିର୍ଦ୍ଦେଶ । କମିଟି ସୁପାରିସ ନିର୍ବାଚନ କମିଶନର ଚୟନ ନିର୍ଦ୍ଦେଶ ।