Odia News Portal
Browsing Tag

swadhikar

କଟକରେ ଧଳାଜହର କାରବାର : ଜଣେ ଗିରଫ

ସ୍ୱାଧିକାର ନ୍ୟୁଜ : କଟକରେ ଧଳାଜହର କାରବାର ବେଳେ ମାଡି ବସିଲା ପୁଲିସ । ଲାଲବାଗ ଅଂଚଳରୁ ୨୭୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । କାରବାରରେ ସମ୍ପୃକ୍ତି ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି ପୁଲିସ । ଅଭିଯୁକ୍ତର ନାଁ ରାଜା ବସ୍ତିଆ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ,…

କରୋନାରୁ ସୁସ୍ଥ ହେଲେ ସୁର ରାଉତରାୟ

ସ୍ୱାଧିକାର ନ୍ୟୁଜ : କରୋନାରୁ ମୁକ୍ତ ହେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଆଜି ସୁରଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ସମସ୍ତଙ୍କୁ ସାଟିଫିକେଟ୍ ଦେଖାଇଛନ୍ତି । କରୋନରୁ ମୁକ୍ତ ହେବା ପରେ ଖୁସି ଜାହିର କରିଛନ୍ତି ସୁର । କହିଛନ୍ତି ସଂଗରୋଧରେ ରହିବା ଜେଲରେ ରହିବା ସହ ସମାନ…

ଦାଢୀ ରଖିଥିବାରୁ ଛାଡପତ୍ର

ଉତ୍ତରପ୍ରଦେଶର ଆଲୀଗଡ଼ ଠାରେ ଜଣେ ମୁସଲିମ୍ ଧର୍ମଗୁରୁଙ୍କ ପତ୍ନୀ ସ୍ୱାମୀ ଦାଢି ରଖିଥିବାରୁ ଛାଡ଼ପତ୍ର ଦେବାକୁ ଧମକ ଦେଇଥିବା ଖବର ଏବେ ସାମ୍ନାକୁ ଆସିଛି । ତାଙ୍କ ପତ୍ନୀଙ୍କ କହିବା ମୁତାବକ “ମୁଁ ଜଣେ ମଡ଼େଲ ତେଣୁ ମତେ ବିନା ଦାଢୀ ବାଲା ସ୍ୱାମୀ ଦରକାର” । ତେବେ ଏହି ଦାଢିକୁ…

ଆଇଟିଡିଏ ଆସିଷ୍ଟାଣ୍ଡ ଇଂଜିନିୟରଙ୍କ ଘରେ ଚଢାଉ

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାରିପଦା ଆଇଟିଡିଏ ଆସିଷ୍ଟାଣ୍ଡ ଇଂଜିନିୟର ସନ୍ତୋଷ କୁମାର ଦାସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୧୧ଟି ବଡ଼ ଧରଣର ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଚଢ଼ାଉରେ ୧୦ ଜଣ ଡିଏସପି, ୪ଜଣ ଇନିସ୍ପେକ୍ଟର ଓ ୩୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । …

ଭୁବନେଶ୍ୱର ଭରତପୁର ବସ୍ତିରୁ ଧଳା ଜହର ଜବତ

ରାଜଧାନୀରେ ବେଧଡକ୍ ଚାଲିଛି ନିଶା କାରବାର । ଗଞ୍ଜେଇ ଠାରୁ ନେଇ ବ୍ରାଉନସୁଗାର ପର୍ଯ୍ୟନ୍ତ ସୁବ ପ୍ରକାର ବେଆଇନ୍ ନିଶା ଦ୍ରବ୍ୟର ହବ୍ ପାଲଟିଛି ଭୁବନେଶ୍ୱର । ଏମିତି କି ଏବେ ଭୁବନେଶ୍ୱର ବସ୍ତି ଗୁଡିକ ନିଶା ଦ୍ରବ୍ୟ ଗୁଡିକର ମିନି ମାର୍କେଟ ପାଲଟିଛନ୍ତି । କାରଗିଲ ବସ୍ତି, ଭରତପୁର…

କେମିତି ହେବେ ପତଳା

ସ୍ୱାସ୍ଥ୍ୟ ହିଁ ସମ୍ପଦ । ଶରୀର ସୁସ୍ଥ ରହିଲେ ମଣିଷ ସତେଜ ରହିଥାଏ । ଏଥିସହ କାମ କରିବାକୁ ମଧ୍ୟ ଆଗ୍ରହ ହୁଏ । ପାଣିପାଗ ପରିବର୍ତ୍ତନରେ ଆମେ ଶରୀର ପ୍ରତି ଅଧିକ ଯତ୍ନଶୀଳ ହେବା ଜରୁରୀ । ଏଥିପାଇଁ ପାଣିପାଗ ସହ ଖାପଖୁଆଇ ନିଜ ଶରୀରର ସଠିକ୍ ଧ୍ୟାନ ନିଅନ୍ତୁ । ଶୀତଦିନେ ବାହ୍ୟ ଶରୀର ସଙ୍ଗେ…

ବିଧାୟକଙ୍କ ହେବ କରୋନା ଟେଷ୍ଟ

ଡିସେମ୍ବର ୧ରୁ ଆରମ୍ଭ ହେଉଥିବା ବିଧାନସଭା ଶୀତ ଅଧିବେଶନ ପାଇଁ ବାଧ୍ୟତାମୂଳକ କରାଯାଇଛି କରୋନା ଟେଷ୍ଟ । ବିଧାନସଭା କର୍ମଚାରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ,ସାମ୍ବାଦିକ ଓ ସୁରକ୍ଷା କର୍ମୀଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ୩ ଦିନ ଧରି କରାଯିବ…

ୟୁପିକୁ ମୋଦୀଙ୍କ ବଡ ଉପହାର

ଦେଶର ସବୁଠୁ ବଡ଼ ବିମାନ ବନ୍ଦରର ହେଲା ଶିଳାନ୍ୟାସ । ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ଜେୱରରେ ନୋଏଡା ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୦୨୪ ସୁଦ୍ଧା ଏହି ବିମାନ ବନ୍ଦର କାମ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ୫୦…

ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଦିଲ୍ଲୀ ବିଧାନସଭା ଶାନ୍ତି କମିଟିର ସମନ

ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଦିଲ୍ଲୀ ବିଧାନସଭା ଶାନ୍ତି କମିଟିର ସମନ । ଶିଖ୍ ସମାଜକୁ ଖଲିସ୍ତାନୀ କହିବା ଅଭିଯୋଗରେ କଙ୍ଗନାଙ୍କୁ ଏହି ସମନ୍ କରାଯାଇଛି । ଏଥିସହିତ ଆପ୍ ବିଧାୟକ ରାଘବ ଚଡ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଦିଲ୍ଲୀ ବିଧାନସଭାର ଶାନ୍ତି ଓ ସଦଭାବ୍ କମିଟି କଙ୍ଗନାଙ୍କୁ ଡିସେମ୍ବର…

କଙ୍ଗନାଙ୍କୁ ଦିଲ୍ଲୀ ବିଧାନସଭା ଶାନ୍ତି କମିଟିର ସମନ୍

ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଦିଲ୍ଲୀ ବିଧାନସଭା ଶାନ୍ତି କମିଟିର ସମନ । ଶିଖ୍ ସମାଜକୁ ଖଲିସ୍ତାନୀ କହିବା ଅଭିଯୋଗରେ କଙ୍ଗନାଙ୍କୁ ଏହି ସମନ୍ କରାଯାଇଛି । ଏଥିସହିତ ଆପ୍ ବିଧାୟକ ରାଘବ ଚଡ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଦିଲ୍ଲୀ ବିଧାନସଭାର ଶାନ୍ତି ଓ ସଦଭାବ୍ କମିଟି କଙ୍ଗନାଙ୍କୁ ଡିସେମ୍ବର…