Odia News Portal
Browsing Tag

swadhikar

ରାଜଧାନୀରେ ମନ୍ଦିରରୁ ସିରିଜ ଲୁଟ୍ ; ରୁପା ମୁକୁଟ, ସୁନା ମୂର୍ତ୍ତି ଚୋରି କଲେ ଦୁର୍ବୃତ୍ତ

ରାଜଧାନୀରେ ମନ୍ଦିରରୁ ସିରିଜ ଲୁଟ୍ । ରୁପା ମୁକୁଟ, ସୁନା ମୂର୍ତ୍ତି ଚୋରି କଲେ ଦୁର୍ବୃତ୍ତ । କୋଟି କୋଟି ଟଙ୍କାର ଠାକୁରଙ୍କୁ ଚୋରି କରି ନେଇଗଲେ ଲୁଟେରା । ଭୁବନେଶ୍ବରରେ ମାତିଲେ ମନ୍ଦିର ଲୁଟେରା । ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଞ୍ଚଳର ଏକାଧିକ ମନ୍ଦିରରୁ ଚୋରି ଅଭିଯୋଗ । ପଟିଆର…

ଗାଁରେ ମାତିଛି ହାତୀ, ଆକ୍ରମଣରେ ମାଆ ଓ ଝିଅ ମୃତ

ଅନୁଗୁଳରେ ହାତୀ ଆକ୍ରମଣରେ ମାଆ ଓ ଝିଅ ମୃତ । ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ମଧୁପୁର ନିକଟରେ ହାତୀ ଆକ୍ରମଣ କରିଛି । ଆଠମଲ୍ଲିକ ଅଞ୍ଚଳରୁ କିଛି ଲୋକ ବହୁଳା ଅଞ୍ଚଳକୁ ଆସି ସେଠାରେ ରହିବା ସହ ଶ୍ରମିକ ଭାବେ କାମ କରନ୍ତି । ମାଆ ଓ ଝିଅ ମଧ୍ଯ ସେଠାରେ ରହୁଥୂଲେ । । ଗତକାଲି ରାତିରେ…

ବେହେରାମପୁରରେ ଭଙ୍ଗାହେଲା ବାଂଲାଦେଶୀଙ୍କ ୧୦ ଘର, ପୂର୍ବରୁ ଧରାପଡ଼ି ଦେଶାନ୍ତର ପାଇଁ ପଠା ଯାଇଥିଲେ

ଜଗତସିଂହପୁର ଥାନା ଅନ୍ତର୍ଗତ ତରିକୁନ୍ଦ ବେହେରାମପୁରରେ ଆଜି ପ୍ରଶାସନ ପକ୍ଷରୁ ବାଂଲାଦେଶୀଙ୍କର ୧୦ ଘର ଭଙ୍ଗାଯାଇଛି। ତହସିଲଦାରଙ୍କ ଉପସ୍ଥିତିରେ ପୁଲିସ ସହଯୋଗରେ ଜେସିବି ଦ୍ବାର ଘରଗୁଡ଼ିକ ଭଙ୍ଗାଯାଇ ମାଟିରେ ମିଶାଇ ଦିଆଯାଇଛି। ପୂର୍ବରୁ ସେଠାରୁ ବାଂଲାଦେଶୀଙ୍କୁ ଠାବ…

ରାଜଧାନୀ ବାସୀଙ୍କୁ ବିଶ୍ବସ୍ତରୀୟ ଗୁଣାତ୍ମକ ବିଦ୍ୟୁତ ସେବା

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ବାଲିଅନ୍ତାରେ ୩ଟି ନୂତନ ଗ୍ରିଡ୍ ସବ୍‌ଷ୍ଟେସନ୍‌ ଓ ୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍‌ସମିସନ୍‌ ଲାଇନ୍‌ର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଦ୍ୟୁତ୍‌ ସେବା କ୍ଷେତ୍ରକୁ…

ଆଜି କେମିତି କଟିବ

ମେଷ: ଆଜି ଶୁକ୍ରବାର, ୧୦ ଏପ୍ରିଲ୍ । ଚନ୍ଦ୍ର ଧନୁ ରାଶିରେ ଅଛନ୍ତି । ଆପଣଙ୍କ ମନ ଅସ୍ଥିର ରହିବ ଏବଂ ଆପଣଙ୍କ ଶରୀର ଆଳସ୍ୟପୂର୍ଣ୍ଣ ରହିବ। ଆପଣଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ। କାର୍ଯ୍ୟରେ ସଫଳତା ବିଳମ୍ବ ହେବ। ବିରୋଧୀଙ୍କ ସହିତ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। ମଧ୍ୟାହ୍ନ ପରେ…

୩୦ ବର୍ଷର ସମ୍ପର୍କ ଭୁଲିଗଲା ଜହ୍ଲାଦ ସ୍ବାମୀ, ପୋଲିସ ଆଗରେ ବଖାଣିଲା ହତ୍ୟାର ବର୍ବର କାହାଣୀ

ମର୍ଡର ପ୍ଲଟରେ ହତ୍ୟାକାରୀ ସ୍ବାମୀ ବଖାଣିଲା ବର୍ବର କାହାଣୀ । କହିଲା ରାଗ ଲାଗିଲା, ମାରିଦେଲି। ବେଡରୁମରେ କେମିତି ଘଟାଇଥିଲେ ଲୋମଟାଙ୍କୁରା ହତ୍ୟାକାଣ୍ଡ । ପୋଲିସକୁ ଗୋଟି ଗୋଟି ସତ ବଖାଣିଛନ୍ତି ପତ୍ନୀ ହନ୍ତା ସ୍ବାମୀ ଦେବରାଜ ଷଡଙ୍ଗୀ । ପ୍ରଥମେ ପ୍ରିୟମ୍ବଦାଙ୍କ ତଣ୍ଟି ଚିପି ଦେଇଥିଲେ।…

ଆଜି କେମିତି କଟିବ

ମେଷ: ଆଜି ଏପ୍ରିଲ 9, ଗୁରୁବାର । ଧନୁ ରାଶିରେ ଚନ୍ଦ୍ର । ଆଜି ଆପଣଙ୍କର ସମସ୍ତ କାର୍ଯ୍ୟ ସମାପ୍ତ ହେବ, କିନ୍ତୁ ସଠିକ୍ ପଦ୍ଧତି ଅନୁସରଣ କରନ୍ତୁ। ଆପଣ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି। କୌଣସି ଧାର୍ମିକ ସ୍ଥାନକୁ ଯିବାର ସମ୍ଭାବନା ଅଛି। ଆପଣଙ୍କୁ ଆପଣଙ୍କର…

ଡିଏଭି ପୋଖରୀପୁଟରେ ଓଡ଼ିଆ ପକ୍ଷ ଦିବସ

ଓଡ଼ିଆ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ତଥା ପ୍ରସାର ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଓଡ଼ିଆ ପକ୍ଷ’ ଡିଏଭି ପୋଖରୀପୁଟରେ ପାଳନ କରାଯାଉଛି । ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ ଆଜିର ଦିନକୁ ‘ବର୍ଣ୍ଣବୋଧ ଦିବସ’ ଭାବରେ ଅତି ଶ୍ରଦ୍ଧାରେ ପାଳନ କରାଯାଇଛି । ଏହି…

କାଠ ଗୋଲା ଭିତରେ ଗ୍ୟାସ୍ ଗୋଦାମ, ବେଆଇନ ଗ୍ୟାସ 

କାଠ ଗୋଲା ଭିତରେ ଗ୍ୟାସ୍ ଗୋଦାମ । ବେଆଇନ ଗ୍ୟାସ ମହଜୁଦ ରଖିବା ଅଭିଯୋଗରେ ବଡ଼ ଧରଣର ଚଢାଉ। ଗ୍ୟାସ ଗୋଦାମରେ ଚଢାଉ କରୁଛି ଯୋଗାଣ ବିଭାଗ । ଭୁବନେଶ୍ବର ସାମନ୍ତରାପୁର ଛକ ନିକଟରେ ଚଢ଼ାଉ ହୋଇଛି। ଚଢ଼ାଉ ବେଳେ ମିଳିଲା ବିପୁଳ ପରିମାଣର ଗ୍ୟାସ ଟ୍ୟାଙ୍କି ଜବତ ହୋଇଛି ।ଗତମାସ ସୂଚନାଥିଲା କି,…

କାଳବୈଶାଖୀ ଯୋଗୁଁ ଗଛ ପଡ଼ି ଭାଙ୍ଗିଲା ଘର, ୩ ଗୁରୁତର

ଖଇରାରେ କାଳବୈଶାଖୀରେ ପ୍ରଭାବ। ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କଇଁଥଗଡିଆ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଵର୍ଷା, ପବନ, ବିଜୁଳି ଘଡଘଡିର ତାଣ୍ଡବ। ପବନରେ ଭାଙ୍ଗିଲା ଘର ଓ ଅନେକ ବଡ଼ ବଡ଼ ଗଛ । ଲୋକେ ଶୋଇଥିବା ବେଳେ ଗଛ ପଡ଼ି ଘର ଭାଙ୍ଗିଯାଇ ୩ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଖଇରା…