ପ୍ରାଚୀନ ବୌଦ୍ଧ ଅର୍ଘ ସ୍ତୁପ ସମେତ ୫୦ରୁ ଊର୍ଦ୍ଧ୍ୱ ମାଟି ପାତ୍ର ଉଦ୍ଧାର
ଭଦ୍ରକ: ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତର ମଣିନାଥପୁର ଗ୍ରାମ ନିକଟ ବୈତରଣୀ ନଦୀ କୂଳରୁ ଅର୍ଘ ସ୍ତୁପ ସମେତ ୫୦ରୁ ଊର୍ଦ୍ଧ୍ୱ ମାଟି ପାତ୍ର ଉଦ୍ଧାର ହୋଇଛି । ଏହା ଅଷ୍ଟମ- ନବମ ଶତାବ୍ଦୀ ବେଳର ହୋଇଥିବା ଅନୁମାନ କରାଯାଉଛି । ଉଦ୍ଧାର ସାମଗ୍ରୀ ଏବଂ ସ୍ତୁପକୁ!-->…
