Odia News Portal
Browsing Tag

swadhikar

ଶୀତ ଦିନେ କେମିତି ପାଇବେ ଥଣ୍ଡା କାଶରୁ ମୁକ୍ତି

ଥଣ୍ଡା ପାଗ ଆରମ୍ଭ ହୋଇଯାଇଛି। ଏହି ସମୟରେ ଲୋକମାନଙ୍କର ଥଣ୍ଡା, କାଶ ଇତ୍ୟାଦି ସମସ୍ୟା ଦେଖାଦିଏ । ଯଦି ଆପଣ ବି ଏହି ସମସ୍ୟାରେ ପିଡ଼ିତ ତାହେଲେ ଆପଣ ଅଡ଼ୁଶାର ବ୍ୟବହାର କରିପାରିବେ । ଏହି ଚାରାରେ ବିଭିନ୍ନ ଔଷଧିୟ ଗୁଣ ଥାଏ। ନିଶ୍ୱାସ ପ୍ରଶ୍ୱାସରେ ନେବାରେ ଅସୁବିଧା, ଆସ୍ଥମା,…

କିସ୍ କରିବାକୁ ଡରୁଥିଲେ ସୈଫ

ବଲିଉଡ୍‌ ନବାବ୍‌ ସୈଫ୍‌ ଅଲୀ ଖାନ ଓ ରାନୀ ମୁଖାର୍ଜୀଙ୍କ ବହୁତ କମ୍‌ ଫିଲ୍ମରେ ଏକାଠି ନଜର ଆସିଛନ୍ତି। କିନ୍ତୁ ଯେତେବେଳେ ବି ସେମାନେ ପରଦାରେ ଏକ ସାଥୀରେ ନଜର ଆସିଛନ୍ତି, ଧମାଲ କରିଛନ୍ତି । ସେମାନଙ୍କ କେମିଷ୍ଟ୍ରୀକୁ ଫ୍ୟାନ୍‌ମାନେ ବହୁତ ପସନ୍ଦ କରନ୍ତି। ବହୁତ ବର୍ଷ ପରେ ଦୁଇ ଜଣ ପୁଣି…

ଭିଜିଲାନ୍ସ ଜାଲରେ ସୋନପୁର ଉପଜିଲ୍ଲାପାଳ

ଭିଜିଲାନ୍ସ ଜାଲରେ ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ କିରାଣୀ ରମେଶ ପ୍ରସାଦ ନାଗ । ଗୁରୁବାର ସକାଳୁ ସକାଳୁ ରମେଶଙ୍କ ବଲାଙ୍ଗୀର ଶାନ୍ତିପଡା ଓ ତାଲପାଲିପଡା ଘରେ ଚଢାଉ କରିଛି ଭିଜିଲାନ୍ସ । ସେହିପରି ସୋନପୁର ଅଫିସରେ ମଧ୍ୟ ଚଢାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…

ଆଜିଠୁ ଖାଲି ଥିବା ସିଟ୍ ପୂରଣ

ଯୁକ୍ତ୨ରେ ଖାଲିଥିବା ସିଟ୍‌ ପୂରଣ ପାଇଁ ତୃତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ । କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଥିବା ଆଶାୟୀ ଛାତ୍ରଛାତ୍ରୀ ଆଜି ପୂର୍ବାହ୍ନ ୧୧ଟା ୩୦ରୁ ୨୨ ତାରିଖ ରାତି ୧୧ଟା ୫୫ ପର୍ଯ୍ୟନ୍ତ ଆବେଦନ…

ମମିତା ମେହେର ହତ୍ୟା ମାମଲାର ଆଜି ହାଇକୋର୍ଟରେ ହେବ ଶୁଣାଣୀ

ଆଜି ହାଇକୋର୍ଟରେ ହେବ ମମିତା ମେହେର ହତ୍ୟା ମାମଲାର ଶୁଣାଣି । ମମିତା ମେହେରଙ୍କ ପରିବାର ପକ୍ଷରୁ ହୋଇଥିବା ମାମଲାର ଶୁଣାଣି ହେବ । ମମିତାଙ୍କ ବାପା ସୁଚନ୍ଦ୍ର ମେହେର ଓ ଭାଇ ବଂଟି ମେହେର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମମିତାଙ୍କ ବାପା ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ…

ନୀଳ ରଙ୍ଗରେ ଝଲସିଲା ରାଜାରାଣୀ ମନ୍ଦିର

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚାଲିଥିବା ଗର୍ଭାଶୟ କର୍କଟ ବିଲୋପ ଅଭିଯାନକୁ ବ‌ର୍ଷେ ପୂରିଛି । ତେଣୁ ଜନ ସଚେତନତା ପାଇଁ ଦାୟିତ୍ବ ବହନ କରିଥିବା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ଏହି ଅଭିଯାନର ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରିଛି । ଏହି ଅବସରରେ ଏଏସ୍‌ଆଇ ଓ କ୍ରିୟା…

ଏମିତିକା ଝିଅଙ୍କୁ ପୁଅମାନେ ଭଲ ପାଇବାକୁ ବାଧ୍ୟ ହୋଇଥାନ୍ତି

ଭୁବନେଶ୍ୱର: ଗୋଟିଏ ସୁନ୍ଦର ବା ସୁସ୍ଥ ସମ୍ପର୍କର ଆରମ୍ଭ ଆକର୍ଷଣରୁ ଆରମ୍ଭ ହୋଇଥାଏ । ଏହି ଆକର୍ଷଣ କେବେ ଗୋଟିଏ ଝିଅର ସୁନ୍ଦରତାରୁ ହୋଇଥାଏ ତ ପୁଣି କେବେ ଏହି ଆକର୍ଷଣ ଇନର ବିୟୁଟି ବା ମଣିଷର ଗୁଣ ବା ସ୍ୱଭାବରୁ ହୋଇଥାଏ । ପୁଅମାନେ ଯେମିତି ଝିଅ ମାନଙ୍କୁ ନିଜ ବ୍ୟକ୍ତିତ୍ୱ ବା ଲୁକ୍…

ଶିଶୁଙ୍କୁ ଯୌନ ଶୋଷଣା ମାମଲାରେ ସୁରେନ୍ଦ୍ର ନାୟକ ଗିରଫ

ଭୁବନେଶ୍ୱର : ଅନଲାଇନ୍‌ରେ ଶିଶୁଙ୍କୁ ଯୌନ ଶୋଷଣ ଓ ଉତ୍ପୀଡନ ମାମଲାରେ ଅଭିଯୁକ୍ତ ସୁରେନ୍ଦ୍ର ନାୟକ ହେଲେ ଗିରଫ। ଢେଙ୍କାନାଳ ଜୁବୁଲି ଟାଉନ ଘରୁ ତାଙ୍କୁ ଗିରଫ କରିଛି ସିବିଆଇ। ସ୍ୱତନ୍ତ୍ର ସିବିଆଇ କୋର୍ଟରେ ସୁରେନ୍ଦ୍ର ନାୟକକୁ ହାଜର କରାଯାଇଛି । ଢେଙ୍କାନାଳର ଏକ ପ୍ରଡକ୍ସନ ହାଉସରେ…

ପ୍ରଦୂଷଣ ଯୋଗୁଁ ବହୁଳ ମାତ୍ରାରେ ବଢ଼ୁଛି ସିଓପିଡି ସମସ୍ୟା

ଭୁବନେଶ୍ୱର : ପରିବେଶ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ବର୍ତମାନ ଲକଡାଉନ୍ ଘୋଷଣା କରିବାର ପରିସ୍ଥିତି ଉପୁଜିଥିବା ବେଳେ କ୍ରନିକ୍ ଅବ୍ଷ୍ଟ୍ରକ୍ଟିଭ୍ ପଲ୍ମୁନାରୀ ଡିଜିଜ୍ (ସିଓପିଡି) ସମସ୍ୟାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି । ମୁଖ୍ୟତଃ ବାୟୁ ପ୍ରଦୂଷଣ ଯୋଗୁଁ ସିଓପିଡି ରୋଗୀଙ୍କ ସଂଖ୍ୟା ବୃଦ୍ଧି…

ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର: ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳର ତିନି ଶାଖା ମହିଳା, ଛାତ୍ର ଓ ଯୁବ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବେ । ରନ୍ଧନଗ୍ୟାସର ଅହେତୁକ ଦର ବୃଦ୍ଧି ଏବଂ ଉଜ୍ୱଳା ଯୋଜନାର ବିଫଳତା ନେଇ ଦଳ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବ । ଦଳର ବରିଷ୍ଠ ନେତ୍ରୀ ପ୍ରମିଲା…