Odia News Portal
Browsing Tag

swadhikar

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୧ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୩୦୦ରୁ ସାମାନ୍ୟ କମ୍‌ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪…

ଜାଣନ୍ତୁ ଆଜି କେଉଁ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର: ଆଜିଠୁ ବଦଳିବ ପାଣିପାଗ । ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିଲା । ତେବେ ଆଜିଠୁ ରାଜ୍ୟର ପାଣିପାଗ ବଦଳିବ । ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କିଛି ସ୍ଥାନରେ ଶୁଖିଲା ପାଗ ରହିବ । ୧୭ ତାରିଖରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରବାବ…

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୪୨ ଶିଶୁ ରହିଛନ୍ତି। ସଙ୍ଗରୋଧରୁ ୧୫୩ ଓ ସ୍ଥାନୀୟ ସଂକ୍ରମଣରୁ ୧୦୯ ଜଣ ଅଛନ୍ତି। ଚିହ୍ନଟଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୩୨, କଟକ ୨୧, ସମ୍ବଲପୁର ୧୪, ବାଲେଶ୍ୱର ୧୨,…

ପଞ୍ଚାୟତ ନିର୍ବାଚନ ମନ, ଆନ୍ଦୋଳନ ସପକ୍ଷରେ ନାହାନ୍ତି ସାଧାରଣ ଲୋକ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ମମିତା ମେହେର ମୃତ୍ୟୁ ଘଟଣାକୁ ନେଇ ବିଜେଡି-ବିଜେପି-କଂଗ୍ରେସ ମଧ୍ୟରେ ତୁ ତୁ ମେ ମେ ଚାଲିଥିବାବେଳେ ସାଧାରଣ ଲୋକଙ୍କର କିନ୍ତୁ ଏଥିପ୍ରତି ଆଗ୍ରହ ନାହିଁ । ମୁଣ୍ଡ ଉପରେ ଥିବା ପଞ୍ଚାୟତ ନିର୍ବାଚନରେ ସେମାନଙ୍କ ଗାଁ କି ସାହିରୁ କିଏ ପ୍ରାର୍ଥୀ…

ଶିଶୁଙ୍କ ଲାଗି ଦିନଟିଏ

ଭୁବନେଶ୍ୱର: ଆଜି ହେଉଛି ଶିଶୁ ଦିବସ । ଶିଶୁଙ୍କ ପାଇଁ ଦିନଟିଏ । ଆଜିର ଦିନଟି ଶିଶୁମାନଙ୍କ ଲାଗି ଉତ୍ସର୍ଗିକୃତ । ଆଜି ମଧ୍ୟ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ । ୧୮୮୯ ନଭେମ୍ବର ୧୪ରେ ନେହେରୁ ଜନ୍ମ ଗ୍ରହଣ କରିଥିଲେ । ପିତାଙ୍କ ନାମ ମୋତିଲାଲ…

ନେହରୁ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବିନମ୍ର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ହେଉଛି ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜୟନ୍ତୀ । ତାଙ୍କ ଜନ୍ମଦିବସକୁ ଭାରତରେ ଶିଶୁ ଦିବସ ଭାବେ ବି ପାଳନ କରାଯାଏ । ଜୟନ୍ତୀରେ ପଣ୍ଡିତ ନେହେରୁଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସ୍ୱାଧୀନତା ସଂଗ୍ରାମ ଓ ଏକ ଆଧୁନିକ,…

ଜାଣନ୍ତୁ ଘରେ ଶୁଆ ରଖିଲେ କଣ ହୁଏ

ହିନ୍ଦୁ ଧର୍ମରେ ବିଭିନ୍ନ ପଶୁପକ୍ଷୀ ବହୁ ଦେବୀଦେବତାଙ୍କ ସହ ଜଡ଼ିତ ବୋଲି କୁହାଯାଏ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ପଶୁପକ୍ଷୀଙ୍କର ବିଶେଷ ମହତ୍ୱ ବର୍ଣ୍ଣନା କରାଯାଇଛି। ପଶୁପକ୍ଷୀଙ୍କ ମଧ୍ୟରେ ଅନିଷ୍ଟ ଦୂର କରିବାର କ୍ଷମତା ରହିଛି ବୋଲି ମାନ୍ୟତା ରହିଛି। ଗୋ ମାତାଙ୍କ ଠାରେ ବହୁ ଦେବାଦେବୀ ବାସ…

ଆସାମ ରାଇଫଲସ ଗାଡି ଉପରେ ଆକ୍ରମଣକୁ ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମଣିପୁରରେ ଆସାମ ରାଇଫଲ୍ସ ଗାଡି ଉପରେ ଆତଙ୍କବାଦୀଙ୍କ ଭୀରୁତାପୂର୍ଣ୍ଣ ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକ୍ରମଣରେ ସହିଦ ହୋଇଥିବା ଅଫିସର ଓ ଯବାନଙ୍କ ପରିବାରବର୍ଗଙ୍କ ପ୍ରତି ସମେବଦନା ପ୍ରକାଶ କରିବା ସହ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା…

ବିଜେପି ଇଶାରାରେ କାମ କରୁଛନ୍ତି କଂଗ୍ରେସ ନେତା ଭକ୍ତ ଦାସ: ବିଜେଡି

ଭୁବନେଶ୍ୱର: ବିଗତ ଦୁଇ ଦିନର ସାମ୍ବାଦିକ ସମ୍ମିଳନୀରେ ଆମେ କହିଥିଲୁ ଯେ ଓଡିଶା କଂଗ୍ରେସ ହେଉଛି ଓଡିଶା ବିଜେପିର ବି-ଟିମ୍ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଓଡିଶା କଂଗ୍ରେସ କିମ୍ବା ଓଡିଶା ବିଜେପି କେହି ଏହାକୁ ଖଣ୍ଡନ କରିନାହାଁନ୍ତି । ସେମାନଙ୍କର ନିରବତା ଆମର ବିବୃତ୍ତିକୁ ପ୍ରମାଣ…

ପ୍ରମୋଦ ଭଗତଙ୍କୁ ଖେଳରତ୍ନ

ଭୁବନେଶ୍ୱର: ଓଡିଶାର ପ୍ରମୋଦ ଭଗତଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ ମିଳିଛି । ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଁ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ଜାଭଲିନ…