ମହଙ୍ଗା ପଡ଼ିଲା ଭାଉଜ ପ୍ରେମ, ନିର୍ଦ୍ଧୁମ ଛେଚା ଖାଇଲେ ଯୁବକ
ମୟୂରଭଞ୍ଜ: ମାଡ଼, ନିର୍ଘାତ ମାଡ଼ । ଗାଇଗୋରୁ ଭଳି ମାଡ଼ ମାରିଲେ ଆଉ ଖୁଣ୍ଟରେ ବାନ୍ଧିଦେଲେ । ଭାଉଜ ପ୍ରେମରେ ବାଇଆ ହୋଇ ଧାଇଁ ଆସିଥିଲେ । ଧରା ପଡ଼ିବା ପରେ ହିନସ୍ତା ହେଲେ ଯୁବକ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଘୋଷଦା ଗାଁରେ ଘଟିଛି ଏଭଳି ଘଟଣା । ତେବେ ଧରା ହୋଇଥିବା ଯୁବକ ଜଣକ ବିବାହିତ!-->…
