Odia News Portal
Browsing Tag

swadhikar

ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ଦଳ ଘୋଷଣା କଲା ପାକିସ୍ତାନ, ଏହି ଅନୁଭବି ଖେଳାଳୀଙ୍କୁ ମିଳିଲାନି ସ୍ଥାନ

ଦୁବାଇ: ଟି-୨୦ ବିଶ୍ୱକପରେ ମହାମୁକାବିଲା ପୂର୍ବରୁ ଦଳ ଘୋଷଣା କରିଛି ପାକିସ୍ତାନ । ପାରିବାରିକ ପ୍ରତିଦ୍ୱନ୍ଦୀ ଭାରତ ସହ ମ୍ୟାଚ ଖେଳିବା ଲାଗି ଜୋରଦାର ଅଭ୍ୟାସ କରିବା ସହ ମ୍ୟାଚ ଆରମ୍ଭର ୨୪ ଘଣ୍ଟା ପୂର୍ବରୁ ଦଳ ସାମ୍ଭବ୍ୟ ୧୨ ଜଣିଅୃଁା ଟିମ୍ ଘୋଷଣା କରିଛି ପାକିସ୍ତାନ । ତେବେ ଏହି ୧୨…

ପରିବା ଦର ଆକାଶଛୁଆଁ

ଭୁବନେଶ୍ୱର: କାର୍ତ୍ତିକ ଆରମ୍ଭରୁ ପରିବା ଦର ଆକାଶଛୁଆଁ ହୋଇଛି । ସବୁ ପରିବାର ଦର ଏବେ ବଢ଼ିବାରେ ଲାଗିଛି । ଯାହାକି ସିଧାସଳଖ ଭାବେ ଗ୍ରାହାକଙ୍କୁ ବାଧୁଛି । ଆଗରୁ ୩୦୦ ଟଙ୍କାରେ ବ୍ୟାଗ ଫୁଲ ହେଉଥିବାବେଳେ ଏବେ ୫୦୦ଟଙ୍କା ବି ଅଣ୍ଟୁନି । ବାଇଗଣ କିଲୋପିଛା ୬୦ ଟଙ୍କା ହୋଇଥିବା ବେଳେ ଟମାଟୋ…

ଶହୀଦ ଯବାନଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଦେଲେ ଶାହା

ଜମ୍ମୁ : ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ଶନିବାର ସେଠାରେ ପହଞ୍ଚିଛନ୍ତି । ଶ୍ରୀନଗରରେ ପହଞ୍ଚିବା ପରେ ଶାହା ସିଧା ଶହୀଦ ଇନସ୍‌ପେକ୍ଟର ପରବେଜ ଅହମ୍ମଦଙ୍କ ଘରେ ପହଞ୍ଚିଥିଲେ । ଏହି ସମୟରେ ଶାହା ଶହୀଦ ଇନସପେକ୍ଟର ପରବେଜ ଅହମ୍ମଦଙ୍କ ପତ୍ନୀ…

ଏଥର ଥରିବ ଓଡ଼ିଶା

ଭୁବନେଶ୍ୱର: ସରିଛି ବର୍ଷା । ଆରମ୍ଭ ହେଉଛି ଶୀତ । ରାଜ୍ୟରେ ଆରମ୍ଭ ହୋଇଛି ଶୀତ ଋତୁ । ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଚଳିତ ବର୍ଷ ପହିଲିଶୀତ ଅନୁଭୂତ ହୋଇଛି। ଅଞ୍ଚଳରେ ସର୍ବନିମ୍ନ ତାପମାତ୍ର ୧୧ ଡିଗ୍ରୀ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।…

କାଶ୍ମୀର ଗସ୍ତରେ ଅମିତ ଶାହା

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିିଛି । ଆଜିଠାରୁ ତିନି ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଜମ୍ମୁକଶ୍ମୀର ଶ୍ରୀନଗରରେ ପହଁଚିଛନ୍ତି ଶାହ । ବିମାନ ବନ୍ଦରରେ ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ସ୍ୱାଗତ…

ମନୀଷ ହତ୍ୟା ମାମଲା: କନଷ୍ଟେବଲ ଗିରଫ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ହତ୍ୟା ମାମଲାର ତଦନ୍ତ ବେଳେ ପଦାକୁ ଆସିଥିଲା କନଷ୍ଟେବଲ ପ୍ରସନ୍ନ ବେହେରାଙ୍କ କାରନାମା। ଯେଉଁଥି ପାଇଁ ତାଙ୍କୁ ପ୍ରଥମେ ନିଲମ୍ବନ କରାଯାଇଥିଲା। ଆଉ ଏବେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ସହିତ ସାଉଥ୍ ସିଟି…

ମମିତା ମେହେର ହତ୍ୟା ଘଟଣା, ଆପ ପାର୍ଟିର ବିକ୍ଷୋଭ

ବଲାଙ୍ଗୀର : ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷ୍ୟl ମମିତା ମେହେର୍ ଙ୍କୁ ନ୍ୟାୟ ମିଳିବା. ଏବଂ ରାଜ୍ୟ ଗୃହ ମନ୍ତ୍ରୀ କୁ ବହିସ୍କାର କରିବା.ଏବ୍ଂ ଘଟଣା ର CBI ତଦନ୍ତ କରାଯିବା ଦାବି ନେଇ , ଗତ କାଲି ଜିଲ୍ଲା ପାଲ ଅଫିସ ସମ୍ମୁଖ ରେ ସନ୍ଧ୍ୟା 6 ଟା ସମୟରେ ବଲାଙ୍ଗୀର ଆମ୍ ଆଦମୀ ପାର୍ଟି ଜିଲ୍ଲା…

ମିଶନ ଦିବ୍ୟଶଙ୍କର! ନବୀନ ନିବାସରେ ଆରମ୍ଭ ହେଲା ରୁଦ୍ଧଦ୍ୱାର ବୈଠକ

ଭୁବନେଶ୍ୱର: ମମିତା ହତ୍ୟାକୁ ନେଇ ଏବେ ସାରା ରାଜ୍ୟରେ ହୁଲସ୍ତୁଲ ହେଉଛି । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ବିରୋଧୀମାନେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ତେବେ ମନ୍ତ୍ରୀଙ୍କ ଲାଗି ଦଳରେ ଅଡ଼ୁଆ ବଢ଼ିବାରେ ଲାଗିଛି । ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ…

ମମିତା ହତ୍ୟା ଘଟଣାକୁ ନେଇ ରାଜନୀତି କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମହାଲିଙ୍ଗ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିରୋଧୀମାନେ ଘନ ଘନ ପ୍ରେସମିଟ୍ କରି ରାଜ୍ୟ ସରକାର ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଘେରୁଛନ୍ତି । ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ମୁଖ୍ୟମନ୍ତ୍ରୀ…

ଏନସିବି ବିରୋଧରେ ଅଭିଯୋଗ ଆଣିଲେ ଆର୍ୟନ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ରହିଛନ୍ତିି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆୟନ । ଏନସିବି ଜାଲରେ ଛନ୍ଦି ହୋଇଥିବା ଆର୍ୟନଙ୍କ ଜାମିନ ବାରମ୍ବାର ଖାରଜ ହୋଇଛି । ସେପଟେ ଏନସିବି ବିରୋଧରେ ଅଭିଯୋଗ ଆଣିଛନ୍ତି ଆର୍ୟନ । ସେ କହିଛନ୍ତି ହ୍ୱାଟ୍ସଆପ ଚାଟକୁ ଏନସିବି ଭୁଲ…