Odia News Portal
Browsing Tag

swadhikar

ଅଭିନେତା ବବି ମିଶ୍ରଙ୍କ ନାଁରେ ଥାନାରେ ଅଭିଯୋଗ

ଭୁବନେଶ୍ୱର: ଓଡ଼ିଆ ଅଭିନେତା ବବି ମିଶ୍ରଙ୍କ ନାଁରେ ଥାନାରେ ଅଭିଯୋଗ । ମଦ ପିଇ ପଡ଼ୋଶୀ ଗାଳି କରିଥିବା ଅଭିଯୋଗ ହାଇଛି । ଗାଡ଼ି ପାର୍କିଂକୁ ନେଇ ଝଗଡ଼ା ହୋଇଥିଲା । ମଦ ପିଇ ପଡୋଶୀଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରୁଥିବା ନେଇ ଅଭିଯୋଗ ହୋଇଛି । ଏନେଇ ନୟାପଲ୍ଲୀ ଥାନାରେ ଅଭିନେତା ବବି…

ପ୍ରେମିକକୁ ଓୟୋ ରୁମକୁ ଡାକିଲା, କାମ ସରିବା ପରେ ଅସଦାଚରଣ ଅଭିଯୋଗରେ ହଙ୍ଗାମା କଲା ପ୍ରେମିକା

ଭୁବନେଶ୍ୱର: ଓୟୋକୁ ଗଲେ, ହଙ୍ଗାମା କଲେ । ଗୋଟିଏ ରୁମରେ ରହିଲେ ଆଉ ଶେଷରେ ଅସଦାଚରଣ କରିଥିବା ଅଭିଯୋଗ ଆଣିଥିଲା ପ୍ରେମିକା । ଲକ୍ଷେ ଟଙ୍କା ନଦେଲେ ଥାନାକୁ ଯିବାକୁ ଦେଲା ଧମକ । ରାଜଧାନୀ ଭୁବନେଶ୍ୱର ଆଇଡି ମାର୍କେଟରେ ଘଟିଛି ଏଭଳି ଘଟଣା । ଉଭୟ ପ୍ରେମିକ ଓ ପ୍ରେମିକା ଥାନାରେ ପହଞ୍ଚିବା…

ତିନିଦିନ ବନ୍ଦ ରହିବ ବଡ଼ଦେଉଳ

ପୁରୀ: ଆଜିଠୁ ତିନିଦିନ ବନ୍ଦ ରହିବ ଶ୍ରୀମନ୍ଦି । କ୍ତଙ୍କ ଗହଳି ଜୋର ଧରୁଥିବା ବେଳେ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବା ଖବର ଭକ୍ତଙ୍କୁ ଚିନ୍ତିତ କରିଛି । ଶନି, ରବି ସପ୍ତାହାନ୍ତ ସଟଡାଉନ । ସୋମବାର ଜନ୍ମାଷ୍ଟମୀରେ ଗହଳି ହେବାର ସମ୍ଭାବନା ଥିବାରୁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି…

ବିସ୍ଫୋରଣର ପ୍ରତିଶୋଧ ନେଲା ଆମେରିକା

କାବୁଲ: କାବୁଲ ଏୟାରପୋର୍ଟ ବାହାରେ ଗୁରୁବାର ଆଇଏସଆଇଏସ କେ ଆତଙ୍କବାଦୀମାନେ ବିସ୍ଫୋରଣ କରିଥିଲେ । ଯେଉଁଥିରେ ଅନେକ ଲୋକଙ୍କ ଜୀବନ ଯାଇଥିଲା । ତେବେ ଏହି ବିସ୍ଫୋରଣରେ ଆମେରିକା ସୈନ୍ୟଙ୍କ ପ୍ରାଣ ମଧ୍ୟ ଯାଇଥିଲା । ତେବେ ଆଜି ସକାଳେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ୍ ବିରୋଧରେ ଡ୍ରୋନ…

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଊର୍ଦ୍ଧ୍ବ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬ ହଜାର ୭୫୯ ନୂଆ କରୋନା ମାମଲା ରୁଜୁ ହୋଇଛି। ଦିନକରେ ୫୦୯ ଜଣଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟାରେ ୩୧…

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ଧରୁନି କରୋନାଜନିତ ମୃତ୍ୟୁ । ପ୍ରତିଦିନ ୬୦ ଉପରେ ରହୁଛି ମୃତ୍ୟୁ ସଂଖ୍ୟା । ତେବେ ରାଜ୍ୟରେ ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କଟକରୁ ସର୍ବାଧିକ ୨୫, କେନ୍ଦ୍ରାପଡା ଓ ଖୋର୍ଦ୍ଧାରୁ ୭ ଲେଖାଏଁ,…

ସାଲେପାଲି ଜରାଶ୍ରମକୁ ଦେଇଥିବା ପ୍ରତିଶୃତି ରକ୍ଷାକଲେ ଅଦ୍ରିଜା ମଞ୍ଜରୀ ସିଂହଦେଓ

ବଲାଙ୍ଗିର : ଦେଓଗାଁ ବ୍ଲକ ସାଲେପାଲି ରେ ଥିବା ଜରାଶ୍ରମ କୁ ଗତ କିଛିଦିନ ଆଗରୁ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଙ୍କ ସହଧର୍ମିଣୀ ଶ୍ରୀମତୀ ଅଦ୍ରିଜା ମଞ୍ଜରୀ ସିଂହଦେଓ ଗସ୍ତ କରି ଶୀତରୁତୁ ରେ ଶୀତବସ୍ତ୍ର ବଣ୍ଟନ କରିଥିଲେ ଓ ସେହି ସମୟରେ ଦୃଷ୍ଟି ଆକର୍ଷଣ କରି ଜରାଶ୍ରମ ନିବାସୀ…

କବିସମ୍ରାଟ ଉପେନ୍ଦ୍ର ଭଂଜ ସମ୍ମାନ ଘୋଷଣା

ଭୁବନେଶ୍ୱର: ୨୦୧୯ ଓ ୨୦ ପାଇଁ କବିସମ୍ରାଟ ଉପେନ୍ଦ୍ର ଭଂଜ ସମ୍ମାନ ଘୋଷଣା କରାଯାଇଛି । ଅଭିନୟ ଓ ନିର୍ଦ୍ଦେଶନା ପାଇଁ ସମ୍ମାନିତ ହେବେ ଅନନ୍ତ ମହାପାତ୍ର । ଓଡିଶୀ ନୃତ୍ୟ ପାଇଁ କୁମକୁମ ମହାନ୍ତିଙ୍କୁ କବିସମ୍ରାଟ ଭଂଜ ସମ୍ମାନ ମିଳିବ । ପ୍ରଥମ ଥର ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପାଇଁ…

ସର୍ବସମ୍ମୁଖରେ ପିଟାପିଟି ହେଲେ ଯୁବକ ଯୁବତୀ, ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର: ପ୍ରଥମେ ଦୁଇଜଣ ଯୁବକ ଓ ଦୁଇଜଣ ଯୁବତୀଙ୍କ ମଧ୍ୟରେ କିଛି କଥା କଟାକଟି ହୋଇଛି । ପରେ ପିଟାପିଟି ହୋଇଛନ୍ତି । ବିହାରର ଏକ ଭାଇରାଲ ଭିଡିଓ ଏବେ ସୋସୀଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଥମେ ଜଣେ ଯୁବତୀ ଜଣେ ଯୁବକଙ୍କୁ ବାଡ଼ିରେ ଥିଲେ । ପରେ ଦୁଇଜଣ ଯୁବକ ମିଶି ସେମାନଙ୍କୁ…

ସମ ଅଲ୍ଲ୍ଟିମେଟ ମେଡିକେୟାରରେ ପ୍ରଥମଥର ପାଇଁ ସିଆଲୋଏନ୍ଡୋସ୍କୋପିକ ପ୍ରକ୍ରିୟା ଆରମ୍ଭ

ଓଡିଶାରେ ପ୍ରଥମ ଥର ପାଇଁ ସମ ଅଲ୍ଟିମେଟ ମେଡିକେୟାରରେ ଅତ୍ୟାଧୁନିକ ସିଆଲୋଏଣ୍ଡୋସ୍କୋପିକ ପ୍ରକ୍ରିୟା ରେ ଚିକିତ୍ସା ଆରମ୍ଭ କରାଯାଇଛି । ଏହା ଏକ ଅଭିନଵ ଓ ଅତ୍ୟାଧୁନିକ ପଦ୍ଧତି ଯାହା ସାହାଯ୍ୟରେ ମଣିଷର ଲାଳ ଗ୍ରନ୍ଥିରେ ଉପୁଜୁଥିବା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ର ସୁକ୍ଷ୍ମ…