Odia News Portal
Browsing Tag

swadhikar

ସୁବର୍ଣ୍ଣପୁରରେ ନିର୍ବାଚନ ମଣ୍ଡଳୀସ୍ତରୀୟ ମହିଳା ସମ୍ମିଳନୀ ଅନୁଷ୍ଠିତ

ସୁବର୍ଣ୍ଣପୁର: ନିର୍ବାଚନମଣ୍ଡଳୀ ସ୍ତରୀୟ ମହିଳା କର୍ମକର୍ତ୍ତା ସମ୍ମିଳନୀ ଘୋଡ଼ାଘାଟପଡ଼କ୍ଷ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି କ୍ଷ ସୁବର୍ଣ୍ଣପୁର ଜିଲ୍ଲା ବିଜେଡ଼ି ମହିଳା ସଭାପତି ପଦ୍ମିନୀ ବଘାର ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ମହିଳା ସମ୍ମିଳନୀ ।ଏଥିରେ ରାଜ୍ୟ…

ତୃତୀୟ ଟେଷ୍ଟ ହାରିଲା ଭାରତ

ଲଡର୍ସ: ଭାରତ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ୪ଦିନ ମଧ୍ୟରେ ଶେଷ ହୋଇଛି । ଭାରତ ୭୬ ରନର ଇନିଂସ ପରାଜୟ ବରଣ କରିଛି । ୫ ମ୍ୟାଚ ବିଶିଷ୍ଟ ସରିଜ ଏବେ ୧-୧ରେ ବରାବର ରହିଛି । ପ୍ରଥମ ମ୍ୟାଚଟି ଡ୍ର ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚଟି ଜିତି ନେଇଥିଲା ବିରାଟ ବାହିନୀ । ଆଉ ତୃତୀୟ…

ସେପ୍ଟେମ୍ବର ମାସ ଲାଗି ଆସିଲା କେନ୍ଦ୍ରର ଗାଇଡ୍ ଲାଇନ୍, ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ଗତ କିଛି ଦିନ ହେବ ପୁଣି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।ଏହାରି ମଧ୍ୟରେ ସେପ୍ଟେମ୍ବର ୩୦ ତାରିଖ ପର୍ୟ୍ୟନ୍ତ କରୋନା କଟକଣାକୁ ବଢାଇଛନ୍ତି କେନ୍ଦ୍ର ସରକାର । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟ ଶାସନ…

ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ ଫେକ୍ ଆଇଡି

ଭୁବନେଶ୍ୱର: ସୋସିଆଲ ମିଡିଆ ସାଇଟ୍ ଫେସବୁକରେ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାମରେ କେହି ଫେକ୍ ଆଇଡି ଖୋଲିଛି । ଏହି ଆଇଡିକୁ ଚଳାଉଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ଫେସବୁକ ଓ ଟ୍ୱିଟର ପେଜରେ ସେ ଏହା ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ମନ୍ତ୍ରୀ ନିଜେ ତାଙ୍କ…

ପରାଜୟ ପଥରେ ଭାରତ

ଲର୍ଡ୍ସ: ତୃତୀୟ ଟେଷ୍ଟ ଭାରତ ହାତରୁ ଖସିବାକୁ ଲାଗିଲାଣି । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତର ୨ଟି ୱିକେଟ ଯାଇଥିଲା । ଆଜି ବିରାଟ ଓ ପୂଜାରା ଖେଳ ଆରମ୍ଭ କରିଥିଲେ । କିନ୍ତୁ ବେଶି ସମୟ ତିଷ୍ଟି ପାରି ନଥିଲେ । ପୁଜାରା ଆଉଟ ହେବା ପରେ ଜଣକ ପରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ ହୋଇ ପାଭିଲିୟନ…

ଟ୍ୟୁସନରୁ ଫେରୁଥିଲେ ଛାତ୍ରୀ, ଜୋରଜବରଦସ୍ତ ଉଠାଇ ନେଲେ…

ଭଦ୍ରକ: ଟ୍ୟୁସନରୁ ଫେରୁଥିଲେ । ରାସ୍ତା ଉପରୁ ଜୋର ଜବରଦସ୍ତ ଉଠାଇନେଲେ । ସିସିଟିଭିରେ କଏଦ ହେଲା ଅପହରଣର ଦୃଶ୍ୟ। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମହୁଲିଆ ଛକ ନିକଟରେ। ଯୁବତୀ ଜଣକ ଉଗ୍ରତରା ଗାଁର ଗୌରହରି ପଣ୍ଡାଙ୍କ ଝିଅ ମଧୁସ୍ମିତା ପଣ୍ଡା। ପରିବାର…

ପ୍ରଥମଥର ଲାଗି ଏହି ସ୍ଥାନରେ ଚାଲିଛି ବଲିଉଡ ଫିଲ୍ମ ସୁଟିଂ

ମୁମ୍ବାଇ: ବଲିଉଡର ଆଜିଯାଏଁ ଗୋଟିଏ ମଧ୍ୟ ଫିଲ୍ମ ସ୍ପେନରେ ସୁଟିଂ ହୋଇନାହିଁ । ତେବେ ବଲିଉଡର ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ଏବଂ ବାଦଶାହା ଶାହରୁଖ ଖାନ୍ ତାଙ୍କ ଅପକମିଂ ଫିଲ୍ମ ‘ପଠାନ୍’ ପାଇଁ ସ୍ପେନ୍ ରେ ଏକ ଗୀତ ସୁଟିଂ କରିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି…

ବର୍ଷା- ଅନୁଭବ ବିବାଦ, ଛାଡ଼ପତ୍ର ମାମଲା ଖାରଜ ଲାଗି ବର୍ଷାଙ୍କ ଆବେଦନ

କଟକ: ତୁଟୁନି ଓଲିଉଡ଼ର ଷ୍ଟାରକପୁଲ ବର୍ଷା ଅନୁଭବଙ୍କ ବିବାଦ । ଦିନକୁ ଦିନ ନୂଆ ରୂପ ନେଉଛି ବିବାଦ । ଛାଡ଼ପତ୍ର ମାମଲା ଦିଲ୍ଲୀର ପଟିଆଲା ହାଉସ କୋର୍ଟରୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର ହୋଇ ଶୁଣାଣି ହେଉଥିବା ବେଳେ ଆଜି ଶୁଣାଣି ପାଇଁ ଧାର୍ୟ୍ୟ ସତ୍ତ୍ବେ ଉଭୟ ହାଜର ହୋଇନାହାନ୍ତି। ଏହି…

୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରେ ଲଘୁଚାପ । ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ତଥା ପଶ୍ଚିମବଙ୍ଗ ଉପକୂଳରେ ଦାନା ବାନ୍ଧିଛି ଘୁର୍ଣ୍ଣିବଳୟ । ଏହା ପ୍ରଭାବରେ ୨ରୁ ୩ ଦିନ ପ୍ରବଳ ବର୍ଷା ହୋଇ ପାରେ। ପାଣିପାଗ ବିଭାଗ କହିଛି ଯେ, ରାଜ୍ୟର ଦକ୍ଷିଣ ପ୍ରାନ୍ତରେ ପ୍ରବଳ ବର୍ଷା ହେବ । ସେହିପରି ୨୨…

ପାରାଲିମ୍ପିକ୍ସ ମହିଳା ଟେବୁଲ୍ ଟେନିସ୍ ଫାଇନାଲ୍‌ରେ ଭାବିନା ପଟେଲ

ଇତିହାସ ରଚିଲେ ଭାରତର ପାରା ଟେବୁଲ ଟେନିସ୍ ଖେଳାଳି ଭାବିନା ପଟେଲ। ପାରାଲିମ୍ପିକ୍ସରେ ମହିଳା ଟେବୁଲ ଟେନିସ୍ ଫାଇନାଲ୍‌ରେ ଭାବିନା ପହଞ୍ଚି ଦେଶ ପାଇଁ ପଦକ ସୁନିଶ୍ଚିତ କରିଛନ୍ତି। ସେମି ଫାଇନାଲ୍‌ରେ ଚୀନ ଖେଳାଳି ମିୟାଓ ଝାଙ୍ଗଙ୍କୁ ୭-୧୧, ୧୧-୭, ୧୧-୪, ୯-୧୧, ୧୧-୮ରେ ପରାସ୍ତ କରି…