Odia News Portal
Browsing Tag

swadhikar

ନଜର ପକାନ୍ତୁ ରାଜ୍ଯର କରୋନା ଅପଡେଟ୍ ଉପରେ…

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୭୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୧୩୧ଜଣ ଶିଶୁ ଓ କିଶୋର କରୋନା…

ଏଣିକି ହ୍ୱାଟ୍ସଆପରେ ବୁକ୍ କରିପାରିବେ କରୋନା ଟିକା ସ୍ଲଟ୍‌

ସରକାର ଟିକା ନେବାକୁ ଥିବା ଲୋକଙ୍କ ପାଇଁ ବଡ଼ ସୁବିଧାର ଘୋଷଣା କରିଛନ୍ତି। ଏଣିକି ଆପଣମାନେ ଟିକା ପାଇଁ ହ୍ବାଟସ ଆପରେ ସ୍ଲଟ ବୁକ କରି ପାରିବେ। ଏଥିସହିତ ନିକଟସ୍ଥ ଟିକା କେନ୍ଦ୍ର ସମ୍ପର୍କରେ ବି ସୂଚନା ପାଇପାରିବେ। ହ୍ବାଟସ ଆପର ନୂଆ ଫିଚର ‘MyGov Corona Helpdesk’ ସହିତ କାମ…

ବିପୁଳ ପରିମାଣର ନକଲି ମଦ ଜବତ

ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଫୁଲବାଡିଆ ଗ୍ରାମରେ ନକଲି ମଦ କାରଖାନା ଉପରେ ଚଢଉ । ବିପୁଳ ପରିମାଣର ନକଲି ମଦ ଜବତ । ପୂର୍ବ ସୂଚନା ମୁତାବକ ମଙ୍ଗଳବାର ବାରିପଦା ଅବକାରୀ ବିଭାଗ ପକ୍ଷରୁ ନକଲି ମଦ ତିଆରି ବିକ୍ରି କରୁଥିବା ଅଭିଯୋଗରେ ଚଢଉ କରାଯାଇଛି । ଚଢଉ ବେଳେ…

ରାଉଲକେଲା ରାସ୍ତାରେ ଫଳ ବିକୁଛନ୍ତି ଧୋନୀଙ୍କ ଡାଏ ହାର୍ଟ ଫ୍ୟାନ୍‌

ମହେନ୍ଦ୍ର ସିଂ ଧୋନି ଟିମ୍ ଇଣ୍ଡିଆର ସର୍ବଶ୍ରେଷ୍ଠ କ୍ୟାପଟେନ୍। ସାରା ବିଶ୍ୱରେ ଧୋନିଙ୍କ ଅଗଣିତ ଫ୍ୟାନ୍ ଅଛନ୍ତି। ଧୋନିଙ୍କ ଟିକିଏ ଝଲକ ପାଇବା ପାଇଁ ଫ୍ୟାନ୍ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ଏମିତି ଜଣେ ଫ୍ୟାନ୍ ଓଡ଼ିଶାରେ ଅଛନ୍ତି, ଯାହାଙ୍କ ନାଁ ଶ୍ରୀକାନ୍ତ ସିଂହ। ଶ୍ରୀକାନ୍ତ…

ସୌମ୍ୟ ମୃତ୍ୟୁ ମାମଲାରେ ଆଉ ଏକ ଲିଙ୍କ

ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସାମ୍ନାକୁ ଆସୁଛି ନୂଆ ଲିଙ୍କ! ଏଥିରେ ଯୋଡ଼ି ହୋଇ ଯାଇଛି ଜଙ୍ଗଲ ମନ୍ତ୍ରୀଙ୍କ ପୂର୍ବତନ ପିଏ ଦୀପ୍ତିରଞ୍ଜନ ବେହେରାଙ୍କ ନାଁ! ସେ ରାଜଧାନୀରେ ରହି କୁଆଡ଼େ ଲେଖିଥିଲେ ପୂରା ସ୍କ୍ରିପ୍ଟ। ତାଙ୍କ…

ଆଫଗାନିସ୍ତାନରୁ ୬୨୬ ଜଣଙ୍କୁ ଉଦ୍ଧାର କଲାଣି ଭାରତ

ଆଫଗାନିସ୍ତାନରେ ତାଲିବାନ୍ ରାଜ ଆରମ୍ଭ ହୋଇଛି । ଆତଙ୍କୀଙ୍କ ଭୟରେ ଦେଶ ଛାଡିବାକୁ କାବୁଲ ଏୟାରପୋର୍ଟରେ ଆଫଗାନ୍ ବାସୀ । ଅନ୍ୟପଟେ ବହୁ ରାଷ୍ଟ୍ର ମଧ୍ୟ ଆଫଗାନିସ୍ତାନରେ ଫସି ରହିଥିବା ସେମାନଙ୍କ ଦେଶବାସୀଙ୍କୁ ନିଜ ଦେଶକୁ ଏୟାରଲିଫ୍ଟ କରାଉଛନ୍ତି । ଭାରତ ମଧ୍ୟ ଆଫଗାନିସ୍ତାନରେ ଥିବା…

ଆମେରିକାକୁ ଧମକ ଦେଲା ତାଲିବାନ୍‌,ଦ୍ୱନ୍ଦରେ ବାଇଡେନ୍‌

କାବୁଲ: ଧର୍ମ ସଙ୍କଟରେ ପଡିଲା ଆମେରିକା। ତାଲିବାନର ଧମକରେ ଦ୍ୱନ୍ଦ୍ୱରେ ପଡିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ପୂର୍ବ ପ୍ରତିଶ୍ରୁତି ମୁତାବକ ଆମେରିକା ସେପ୍ଟେମ୍ବର ୧୧ ସୁଦ୍ଧା ସମସ୍ତ ସେନ୍ୟ ପ୍ରତ୍ୟାହାର କରିବ ବୋଲି ଆମେରିକା ପ୍ରଶାସନ ସ୍ପଷ୍ଟ କରିଥିଲା। ଏହା ପରେ ଅଗଷ୍ଟ ୩୧…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ପରୀର ପରିବାର

ସୁପ୍ରିମକୋର୍ଟ ନିର୍ଦ୍ଦେଶ ମାନି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ପରୀର ପରିବାର। ନୟାଗଡ଼ ବହୁଚର୍ଚ୍ଚିତ ଶିଶୁ କନ୍ୟା ର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ପରୀ ମା'। ପ୍ରଥମେ ରିଟ୍ ଓ ପରେ ସ୍ପେଶାଲ ଲିଭ୍ ପିଟିସନ ଜରିଆରେ ଏନେଇ ଆବେଦନ କରାଯାଇଥିଲା। ହାଇକୋର୍ଟ ରିଟ୍…

ଜାମ୍ମୁ-କାଶ୍ମୀର ସୋପୋରରେ ଏନକାଉଣ୍ଟର,୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀରରେ ଚାଲିଛି ଅଲ ଆଉଟ୍ ଅପରେଶନ । ଜଣେ ପରେ ଜଣେ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରୁଛନ୍ତି ସୁରକ୍ଷା କର୍ମୀ । ଏହି କ୍ରମରେ ମଙ୍ଗଳବାର ଦିନ ପୋଲିସ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଏନଆଇର ସୂଚନା ମୁତାବକ କାଶ୍ମୀରର ବାରାମୁଲ୍ଲା ଜିଲ୍ଲା ସୋପୋରରେ ସୋମବାର…

ପାକିସ୍ଥାନୀ ନେତାଙ୍କ ବିସ୍ପୋରକ ବୟାନ

ତାଲିବାନ୍ ନିଜ ଭାବମୂର୍ତ୍ତି ସଜାଡିବାକୁ ଚେଷ୍ଟା କରୁଥିବାବେଳେ ପାକିସ୍ତାନ ନେତାଙ୍କ ବିସ୍ଫୋରକ ବୟାନ ସମସ୍ତଙ୍କୁ ଚକିତ କରିଛି । ତାଲିବାନ ଦିନେ କାଶ୍ମୀରକୁ ବିଜୟ କରି ପାକିସ୍ତାନକୁ ଉପହାର ଭାବେ ଦେବ ବୋଲି ପାକିୀସ୍ତାନର ଇମ୍ରାନ ସରକାରଙ୍କ ନିଲମ୍ ଇର୍ସାଦ୍ ଶେଖ୍ ପାକିସ୍ତାନୀ…