Odia News Portal
Browsing Tag

tamilnadu

ବର୍ଷାରେ ଉବୁଡୁବୁ ତାମିଲନାଡୁ

ସପ୍ତାହେ ହେଲାଣି ତାମିଲନାଡ଼ୁରେ କାଚୁଛି ବର୍ଷା। ଫଳରେ ରାଜ୍ୟର ସମସ୍ତ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ତାମିଲନାଡ଼ୁରେ ତୁହାକୁ ତୁହା ବର୍ଷା ହେବା ଯୋଗୁ ପୁଣି ବିପଦ ଲେଉଟିଛି। ବର୍ଷା ପ୍ରଭାବରେ ପୁଣି ଉବୁଟୁବୁ ହୋଇଛି ଚେନ୍ନାଇ । ଅବିଶ୍ରାନ୍ତ ବର୍ଷା ଯୋଗୁ ଆଜି ଚେନ୍ନାଇ ସମେତ ତାମିଲନାଡ଼ୁର…

ତାମିଲନାଡ଼ୁରେ କମୁନି ବର୍ଷା ବିଭିଷିକା

ଚେନ୍ନାଇ: ବାଦଳ ଫଟା ବର୍ଷାରେ ବେହାଲ ତାମିଲନାଡ଼ୁ । ଯୁଆଡ଼େ ଚାହିଁବ ଖାଲି ପାଣି ପାଣି । ପବନ ସାଙ୍ଗକୁ ବର୍ଷାର ପ୍ରକୋପରେ କବଳିତ ତାମିଲନାଡ଼ୁରେ ଯାଉଛି ଗୋଟିଏ ପରେ ଗୋଟିଏ ମୂଲ୍ୟବାନ ଜୀବନ । ସଦ୍ୟ ସୂଚନା ମୁତାବକ ଏଯାବତ ୧୪ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ସେପଟେ ଦକ୍ଷିଣ ବଙ୍ଗୋପସାଗରରେ…

ପାଣି ପାଣି ତାମିଲନାଡ଼ୁ

ଚେନ୍ନାଇ: ପ୍ରବଳ ବର୍ଷା ଯୋଗୁଁ ବେହାଲ ହୋଇପଡିଛି ତାମିଲନାଡୁ। ପାଣିପାଗ ବିଭାଗ କହିବାନୁଯାୟୀ, ଚେନ୍ନାଇ, ତିରୁବଲ୍ଲୱେର, କାଞ୍ଚିପୁରମ ଏବଂ ତିରୁଓ୍ଵନମଲାଇ ସହିତ ପଡୁଚେରୀରେ ମଧ୍ୟ ବର୍ଷା ସତର୍କତା ଜାରି କରାଯାଇଛି। ଲଗାତାର ବର୍ଷା ଯୋଗୁଁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପାଣିପାଗ…

୧୪ ବର୍ଷର ଝିଅ ୬ ମାସର ଗର୍ଭବତୀ, ୬ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ

ଚେନ୍ନାଇ: ଲଜ୍ଜା । ଥମିବାର ନାଁ ଧରୁନି ଲଜ୍ଜା । ଜଣେ ୧୪ ବର୍ଷରୁ ନାବାଳିକା ୬ ମାସର ଗର୍ଭବତୀ । ୬ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପିଡିତାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୬ଜଣଙ୍କୁ ଗିରଫ କରିଛି । ତାମିଲନାଡ଼ୁର ପୋଲାଚିରୁ ଆସିଛି ଏଭଳି ଲଜ୍ଜାଜନକ ଖବର ।…