Odia News Portal
Browsing Tag

temple open

ଗୁରୁବାରଠାରୁ ପୁଣି ଆରମ୍ଭ ହେଲା ଶିରିଡି ସାଇ ବାବାଙ୍କ ଦର୍ଶନ

ଶିିରିଡି: ଅକ୍ଟୋବର ୭ ତାରିଖ ଗୁରୁବାର ଠାରୁ ଶିରିଡି ସାଇ ବାବାଙ୍କର ମନ୍ଦିର ପୁନର୍ବାର ଭକ୍ତଙ୍କ ନିମନ୍ତେ ଖୋଲାଯାଇଛି । ମହାରାଷ୍ଟ୍ରର ଅହମଦନଗର ଜିଲାରେ ଅବସ୍ଥିତ ଏହି ମନ୍ଦିର ଦର୍ଶନ ନିମନ୍ତେ କେବଳ ଅନ୍‌ ଲାଇନ ପାସ ଥିବା ଭକ୍ତଙ୍କୁ ଅନୁମତି ମିଳିବ ବୋଲି ଜଣାଯାଇଛି । ମନ୍ଦିର ଖୋଲିବା…

ଦିଲ୍ଲୀରେ ଖୋଲିଲା ଧାର୍ମିକ ସ୍ଥଳ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଆଜିଠାରୁ ସବୁ ଧାର୍ମିକ ସ୍ଥଳ ଖୋଲିବ । କାଭିଡ୍ ନିୟମ ପାଳନ ପୂର୍ବକ ଭକ୍ତଙ୍କୁ ମଧ୍ୟ ପ୍ରବେଶ ଅନୁମତି ମିଳିବ। କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଦିଲ୍ଲୀ ସରକାର ଧାର୍ମିକ ସ୍ଥଳରେ ଭକ୍ତଙ୍କ ପ୍ରବେଶ ଉପରେ ଥିବା କଟକଣା କୋହଳ କରିଛନ୍ତି । ତେବେ ଲୋକଙ୍କୁ…

ଦୀର୍ଘ ୪ ମାସପରେ ଖୋଲିଲା ଆରଡ଼ି ଆଖଣ୍ଡଳମଣିଙ୍କ ପୀଠ

ଭଦ୍ରକ: ଜିଲ୍ଲା ପ୍ରତ୍ୟକ୍ଷ ଠାକୁର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଆଜି ଖୋଲିଛି । ସର୍ବସାଧାରଣଙ୍କ ଦର୍ଶନ ଲାଗି ଖୋଲିଛି ମନ୍ଦିର । ସକାଳୁ ବାବାଙ୍କ ଦର୍ଶନ ଲାଗି ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି । କରୋନା କଟକଣାକୁ ମାନି ଭକ୍ତମାନେ ଦର୍ଶନ କରିଛନ୍ତି । ଦୀର୍ଘ ୪ ମାସ ପରେ ମନ୍ଦିର…

ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ । ଆଜି ସଟଡାଉନ୍‌ ଥିବାରୁ ଶ୍ରୀମନ୍ଦିରକୁ ସାନିଟାଇଜ୍‌ କରାଯାଇଛି। ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରିଛନ୍ତି ଅଗ୍ନିଶମ ବିଭାଗ । ପୌର ସଂସ୍ଥା ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଶ୍ରୀମନ୍ଦିରର…

ଖୋଲିଲା ବଡ଼ଦେଉଳ: ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରୀକ୍ଷେତ୍ରବାସୀ

ପୁରୀ : ଦୀର୍ଘ ୪ ମାସ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । କେବଳ ପୁରୀ ସହର ବାସିନ୍ଦା ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଶ୍ରୀମନ୍ଦିର ପ୍ରଶାସନ କରିଥିବା ଟୋକନ୍ ବ୍ୟବସ୍ଥା ଅନୁସାରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଓ୍ୱାର୍ଡଓ୍ୱାରୀ…

ଆଜିଠୁ ଖୋଲିଲା ଶ୍ରୀମନ୍ଦିର

ପୁରୀ: ଆଜିଠୁ ଖୋଲିଲା ଶ୍ରୀମନ୍ଦିର । ପ୍ରଥମ ଦୁଇଦିନ ତଥା ଆଜି ଏବଂ ଆସନ୍ତାକାଲି ମହାପ୍ରଭୁଙ୍କ ଦର୍ଶନ କରିବେ ସେବାୟତ ପରିବାର । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସକାଳ ୭ ଟାରୁ ସନ୍ଧ୍ୟା ୭ଟା ପର‌୍ୟ୍ୟନ୍ତ ରହିଛି । ଆଜି ସକାଳୁ ସେବାୟତ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବା ଆରମ୍ଭ…

ଖୋଲିଲା ଧବଳେଶ୍ୱର ପୀଠ

କଟକ: ଆଜିଠୁ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ବାବା ଧବଳେଶ୍ୱର ପୀଠ । ଉପଜିଲ୍ଲାପାଳଙ୍କ ବୈଠକରେ ପୀଠରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ନିଷ୍ପତି ନିଆଯାଇଛି । କିନ୍ତୁ ମନ୍ଦିରରେ ଭକ୍ତଙ୍କୁ ସମସ୍ତ କୋଭିଡ ଗାଇଡଲାଇନ୍ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ୬୫…