Odia News Portal
Browsing Tag

Test

ମିକ୍ସ ଭ୍ୟାକ୍ସିନ ଟ୍ରାଏଲକୁ ମଂଜୁରୀ

ନୂଆଦିଲ୍ଲୀ: ଭାରତରେ ଦୁଇ ଭିନ୍ନ ଭିନ୍ନ ଭ୍ୟାକ୍ସିନର ମକ୍ଟଳର ଟ୍ରାଏଲକୁ ଡିସିଜିଆଇ ଅନୁମତି ଦେଇଛି । ଏହି ଟ୍ରାଏଲ ସିଏମସି, ହେଲୋରରେ କରାଯିବ । ଯେଉଁଥିରେ ଭାରତର କରୋନାର ଟିକାକରଣରେ ବ୍ୟବହାର ହେଉଥିବା ଦୁଇ ଭ୍ୟାକ୍ସିନ କୋଭିସିଲ୍ଡ ଓ କୋଭାକ୍ସିନ ଦିଆଯିବ । ଏଥିରେ ସନ୍ଧାନ କରାଯିବ ଯେ,…

ଟେଷ୍ଟରେ ମାଇଲ ଖୁଣ୍ଟ ଛୁଇଁଲା ଓଡ଼ିଶା

ଭୁବନେଶ୍ୱର()  ମୁନା ପରୀକ୍ଷାରେ ମାଇଲଖୁଣ୍ଟ ସ୍ଥାପନ କରିଛି ଓଡିଶା । କୋରୋନା ଟେଷ୍ଟରେ ଓଡ଼ିଶା ମାଇଲ ଖୁଣ୍ଟ ଛୁଇଁଛି ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସାଢେ ୪ ମାସରେ ରାଜ୍ୟରେ ମୋଟ୍ ୬୦ ଲକ୍ଷ…

ତୃତୀୟ ପର୍ଯ୍ୟାୟ ଟୀକା ପରୀକ୍ଷଣ ବନ୍ଦ ରଖିଲା ଜନସନ୍ ଆଣ୍ଡ ଜନସନ୍

ୱାଶିଂଟନ୍()  କୋଭିଡ ମୁକାବିଲାରେ ଆଉ ଏକ ଝଟକା ଲାଗିଛି । ଆମେରିକାରେ ଟୀକା ନିର୍ମାଣ କରୁଥିବା ଜନସନ ଆଣ୍ଡ ଜନସନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ବନ୍ଦ କରାଯାଇଛି । କିଛି ସ୍ୱେଚ୍ଛାସେବୀ ଗୁରୁତର ଭାବରେ ଅସୁସ୍ଥ ହେବା କାରଣରୁ ଏହି ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ରୋକାଯିବା ପାଇଁ…

ମହିଳା ଓ ଝିଅଙ୍କ ନିକଟରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଛି

ଗଜପତି() କରୋନା ଯୋଗୁଁ ଗଜପତିରେ ହୋଇଥିବା ସିରୋ ସର୍ଭେର ରିପୋର୍ଟ ଆଜି ଆସିଛି । ପାରଳାଖେମୁଣ୍ଡି ସହରର ୬୫% ଲୋକଙ୍କ ମଧ୍ୟରେ ଆଣ୍ଟିବଡି ସୃଷ୍ଟି ହୋଇଛି । ଏନେଇ ଆରଏମଆରସିର ନିର୍ଦ୍ଦେଶିକା ସଙ୍ଘମିତ୍ରା ପତି ସୂଚନା ଦେଇଛନ୍ତି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ‘…

ପରୀକ୍ଷାର୍ଥୀଙ୍କର କରାଯିବ ଥର୍ମାଲ ସ୍କାନିଂ

ଭୁବନେଶ୍ବର() ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ଜେଇଇ ପରୀକ୍ଷାର୍ଥୀଙ୍କର କରାଯିବ ଥର୍ମାଲ ସ୍କାନିଂ । ଏଥିପାଇଁ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି । ପରୀକ୍ଷା ପରିଚାଳନା ସହ କୌଣସି ପରୀକ୍ଷାର୍ଥୀମାନଙ୍କର ଯେପରି କିଛି ଅସୁବିଧା ହେବ ନାହିଁ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ।…

ଶସ୍ତା ହେଲା କୋଭିଡ୍ ପରୀକ୍ଷଣ

ଭୁବନେଶ୍ବର() ଶସ୍ତା ହେଲା କୋଭିଡ୍ ପରୀକ୍ଷଣ । ଏଣିକି ୧୨ ଶହ ଟଙ୍କାରେ ହେବ RT-PCR ଟେଷ୍ଟ । ରାଜ୍ୟରେ ଘରୋଇ ସଂସ୍ଥାରେ କୋଭିଡ୍‌ ପରୀକ୍ଷଣ କରାଯିବ । ଭୁବନେଶ୍ବରର ୪ଟି ସ୍ଥାନରେ କରିହେବ ଏହି ପରୀକ୍ଷଣ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।…

ଟେଷ୍ଟିଂରେ ୨ୟ ସ୍ଥାନରେ ଓଡିଶା

ନୂଆଦିଲ୍ଲୀ() ସାରା ଦେଶରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଅଧିକ ଟେଷ୍ଟିଂ ଦ୍ୱାରା ହିଁ ଏହି ମହାମାରୀର ମୁକାବିଲା କରାଯାଇପାରିବ । ଏନେଇ ସାରା ଦେଶରେ ଟେଷ୍ଟିଂ ଜୋରାଦାର ଚାଲିଛି । ତେବେ ଦେଶରେ ଦୈନିକ କରୋନା…

ଦିନକରେ ସର୍ବାଧିକ ୫୩ ହଜାରରୁ ଉର୍ଦ୍ଧ୍ବ ଟେଷ୍ଟ

ଭୁବନେଶ୍ୱର() ରାଜ୍ୟରେ ପୁଣି ରେକର୍ଡ ଟେଷ୍ଟ ହୋଇଛି । ୨୪ ଘଂଟାରେ ସର୍ବାଧିକ ୫୩ ହଜାର ୪୭୮ ନମୁନା ପରୀକ୍ଷା କରାଯାଇଛି । ଏଥିରୁ ୪୭ ହଜାର ୫୧୨ ଆଂଟିଜେନ ଟେଷ୍ଟ ହୋଇଥିବାବେଳେ ୫ ହଜାର ୮ ଶହ ୪୯ ଆରଟିପିସିଆର ଟେଷ୍ଟ ହୋଇଛି । ଏଥିମଧ୍ୟରୁ ୪୭,୫୧୨ ଜଣଙ୍କର ଆଣ୍ଟିଜେନ, ୫୮୪୯ଟି ଆରଟିପିସିଆର୍ ଓ…

ରାଜ୍ୟରେ ଏକ ମିଲିୟନ ଟପିଲା କରୋନା ଟେଷ୍ଟିଂ

ଭୁବନେଶ୍ୱର() ରାଜ୍ୟରେ ଏକ ମିଲିୟନ ଟପିଲା କରୋନା ଟେଷ୍ଟିଂ । ଦୀର୍ଘଦିନ ଧରି ପ୍ରଶାସନର ନିଦ ହଜାଇଥିବା ବେଳେ ଏବେ କରୋନାକୁ ମାତ୍ ଦେବାକୁ ସକ୍ଷମ ହେଉଛି ରାଜ୍ୟ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । କରୋନା ଟେଷ୍ଟିଂ ବଢିବା ସହ…

ଦିନକରେ ସର୍ବାଧିକ ୫୨ ହଜାର କରୋନା ଟେଷ୍ଟ

ଭୁବନେଶ୍ବର() ରାଜ୍ୟରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ବଢିବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୫୨ ହଜାର ୭୯୫  କରୋନା ଟେଷ୍ଟ ହୋଇଛି । ଆରଟିପିସିଆର, ଆଣ୍ଟିଜେନ ଓ ଟ୍ରୁନଟ ମାଧ୍ୟମରେ ଏହି ପରୀକ୍ଷା କରାଯାଇଛି । ତନ୍ମଧ୍ୟରୁ ଆରଟିପିସିଆରରେ ୧୦,୨୪୦, ଆଣ୍ଟିଜେନ…