Odia News Portal
Browsing Tag

tika

ଟିକା କାହାର?

ଭୁବନେଶ୍ୱର: ଟିକା କାହାର? ନବୀନ ପଟ୍ଟନାୟକଙ୍କ ନାଁ ନରେନ୍ଦ୍ର ମୋଦିଙ୍କର? କେନ୍ଦ୍ର ସରକାର ଟିକା ଦେଉଛନ୍ତି ନାଁ ରାଜ୍ୟ ସରକାର ଟିକା ଦେଉଛନ୍ତି । ଏବେ ଏଭଳି କଥା ଚର୍ଚ୍ଚାର ବିଷୟ ପାଲଟିଛି । ଟିକାକେନ୍ଦ୍ରରେ ନବୀନଙ୍କ ପୋଷ୍ଟର ଲାଗିବା ଓ ପରେ ଚିରା ହେବା ଘଟଣା ପରେ ଟିକା ପ୍ରସଙ୍ଗକୁ ନେଇ…

ନବୀନଙ୍କ ପୋଷ୍ଟର ଚିରିଲେ ବିଜେପି କର୍ମୀ

ଅନୁଗୁଳ: ଟିକାକେନ୍ଦ୍ରରେ ପୋଷ୍ଟରକୁ ନେଇ ରାଜନୀତି । ନବୀନଙ୍କ ପୋଷ୍ଟର ଚିରିଦେଲେ ବିଜେପି କର୍ମୀ । ଅନୁଗୁଳ ଜିଲ୍ଲାରୁ ଆସିଛି ଏଭଳି ଦୃଶ୍ୟ । ଅନୁଗୁଳ ଷ୍ଟାଡିୟମରେ ଚାଲିଥିବା ଟିକାକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତେବେ ପୋଲିସ ଆସିବା ପୂର୍ବରୁ ବିଜେପି କର୍ମୀମାନେ…

ଟିକାକେନ୍ଦ୍ରରେ ଫଟୋ ପଲିଟିକ୍ସ, ଉଦଘାଟନ ପୂର୍ବରୁ ରିବନ ଛିଣ୍ଡାଇଲେ ବିଜେପି କର୍ମୀ

ବାଲେଶ୍ୱର: ଟିକାକେନ୍ଦ୍ରରେ ହୋହାଲ୍ଲା । ଫଟୋକୁ ନେଇ ରାଜନୀତି । ବାଲେଶ୍ୱର ଜିଲ୍ଲା ଗାନ୍ଧୀ ସ୍ମୃତିଭବନ ଟିକାକେନ୍ଦ୍ରରେ ଦେଖିବାକୁ ମିଳିଛି ଅଶୋଭନୀୟ ଦୃଶ୍ୟ । ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଯାଇଥିଲା । ତେବେ ଏଠାରେ କାହିଁକି ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଯାଇନାହିଁ ଏହାକୁ…

ଆଜିଠାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ମାଗଣା ଟିକା

ଭୁବନେଶ୍ୱର: ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକଙ୍କୁ ଆଜିଠାରୁ ମାଗଣା ଟିକାକରଣ ଆରମ୍ଭ ହୋଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୭ ତାରିଖରେ ଏ ସମ୍ପର୍କରେ ଘୋଷଣା କରିଥିଲେ । ସମସ୍ତ ସରକାରୀ ସ୍ୱାସ୍ଥ୍ୟସେବା ସ୍ଥଳରେ ଏଥିପାଇଁ କୋଭିଡ ଟିକା ମାଗଣାରେ ଉପଲବ୍ଧ…

ଆସନ୍ତାକାଲିଠୁ କ୍ୟାମ୍ପେନ ମୋଡରେ ଟିକାକରଣ

ଭୁବନେଶ୍ୱର: ଆସନ୍ତାକାଲିଠାରୁ କ୍ୟାମ୍ପେନ ମୋଡରେ ଦିଆଯିବ ଟିକା । କେନ୍ଦ୍ର ସରକାରଙ୍କ ଟିକା ନୀତି ଅନୁଯାୟୀ ଆସନ୍ତାକାଲିଠାରୁ ଟିକାକରଣ କରାଯିବ । କେନ୍ଦ୍ର ସରକାର ଦେଇଥିବା ଟିକା ରାଜ୍ୟ ଆଣିଥିବା ଟିକା ଦିଆଯିବ । ସମସ୍ତ ବ୍ଲକ ଓ ମୁନୁିସପାଲଟି ଅଞ୍ଚଳରେ ଟିକାକରଣ କରାଯିବ । ଜିଲ୍ଲାପାଳ…

ରାଜଧାନୀରେ କିନ୍ନରଙ୍କ ଟିକାକରଣ ଆରମ୍ଭ

ଭୁବନେଶ୍ୱର: ବିଏସି ପକ୍ଷରୁ ରାଜଧାନୀରେ କିନ୍ନରଙ୍କୁ ସ୍ୱତନ୍ତ୍ର ଭାବେ ଦିଆଯାଉଛି ଟିକା । ବିନା ସ୍ଲଟ ବୁକିଂରେ ସେସନ ଜରିଆରେ ଟିକା ଦିଆଯାଉଛି । ସଖା ତରଫରୁ ସମସ୍ତ କିନ୍ନରଙ୍କ ତାଲିକା ପ୍ରସ୍ତୁତ କରାଯାଇ ଟିକାକରଣ କରାଯାଉଛି । ୟୁନିଟ୍ ୯ ଭୁବନେଶ୍ୱରସ୍ଥିତ ବାଳକ ବିଦ୍ୟାଳୟରେ ୧୦୦ଜଣ…

ଏମ୍‌ସରେ ଆଜି ୬ରୁ୧୨ ବର୍ଷ ଛୁଆଙ୍କ ଉପରେ ଟିକା ଟ୍ରାଏଲ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସରକାର । କାରଣ ବିଶେଷଜ୍ଞଙ୍କ ମତରେ ତୃତୀୟ ଲହର ଛୋଡ ପିଲାଙ୍କ ପାଇଁ ଅଧିକ ଘାତକ ହୋଇପାରେ । ସେଥିପାଇଁ ପିଲାଙ୍କୁ ଟୀକାକରଣ…

ରାଜଧାନୀରେ ବଦଳିକ ଟିକା ସମୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଟିକା ସମୟ ବଦଳିବା ନେଇ ସୂଚନା ଦେଲେ କମିଶନର ସଞ୍ଜୟ ସିଂ । ସକାଳେ ପ୍ରଥମ ଡୋଜ ଦିଆଯିବାକୁ ଥିବାବେଳେ ଅପରାହ୍ନରେ ଦିଆଯିବ ଦ୍ୱିତୀୟ ଡୋଜ । ପ୍ରଥମ ଡୋଜ ନେଇଥିବା ଯୁବବର୍ଗଙ୍କ ଦ୍ୱିତୀୟ ଡୋଜ ଟିକାକରଣ ଚାଲୁ ରହିବ । ଆସନ୍ତା ସୋମବାରଠାରୁ ଡିଉ ଥିବା ୨ୟ…

ରାଜଧାନୀରେ ଶର୍ଯ୍ୟାଶାୟୀଙ୍କୁ ଟିକାକରଣ

ଭୁବନେଶ୍ୱର: କରୋନା ସଞ୍ଜିବନୀ ନେବା ଲାଗି ମସସ୍ତେ କରୁଛନ୍ତି ପଞ୍ଜିକରଣ । ତେବେ ଶର୍ଯ୍ୟାଶାୟୀ ଓ ଶାରିରୀକ ଅକ୍ଷମ ଲୋକଙ୍କ ଟିକାକରଣ କରାଯିବା ନେଇ ବିଏମସି ପକ୍ଷରୁ ପଞ୍ଜିକରଣ କରାଯାଇଥିଲା । ଆଜି ଘରକୁ ଘର ବୁଲି ଦିଆଯାଇଛି ଟିକା । ରାଜଧାନୀରେ ଏପର୍ଯ୍ୟନ୍ତ ୫୧ ଜଣ ଶଯ୍ୟାଶାୟୀ ଟୀକା ନେବା…

ଚାଲିଛି ହୋଟେଲ କର୍ମଚାରୀଙ୍କ ସ୍ୱତନ୍ତ୍ର ଟିକାକରଣ

ଭୁବନେଶ୍ୱର: କରୋନା ସଞ୍ଜିବନି ଟିକା ନେବା ଲାଗି ଚାଲିଛି ପଞ୍ଜିକରଣ । ସେପଟେ ଦୁଇଟି ଡୋଜ ନେଇ ସାରିଲେଣି ଅନେକ ଲୋକ । ଏହାରି ଭିତରେ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟଆସୋସିଏସନ ଅଫ ଓଡ଼ିଶା ପକ୍ଷରୁ ଏକ ତାଲିକା ପ୍ରସ୍ତୁତ କରି ଦିଆଯାଉଛି ଟିକା । ଏହି ଆସୋସିଏସନର ସଦସ୍ୟଙ୍କ ଲିଷ୍ଟ ଅନୁସାରେ…