Odia News Portal
Browsing Tag

tika

ଟିକା ନେବା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରୋଲର ଶିକାର ହେଲେ ମଲାଇକା

ମୁମ୍ବାଇ: କରୋନା ଟିକାର ଦ୍ୱିତୀୟ ଡୋଜ ନେଇଛନ୍ତି ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଖାନ । ଟିକା ନେବା ପରେ ସେ ଏକ ଫଟୋ ନିଜ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଏବେ ସେ ଟ୍ରୋଲର ଶିକାର ହୋଇଛନ୍ତି । ୟୁଜର୍ସମାନେ ତାଙ୍କୁ ବହୁତ ଖରାପ କମେଣ୍ଟ ଦେଉଥିବା ଦେଖିବାକୁ…

ଓଡ଼ିଶାରେ ଉପବବ୍ଧ ସ୍ପୁଟିନିକ୍‌-ଭି ଟିକା

ଭୁବନେଶ୍ୱର: କରୋନା ବିରୋଧରେ ସାରା ବିଶ୍ୱରେ ଚାଲିଛି ଲଢ଼େଇ । ତେବେ ଲୋକେ ଟିକାକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ଭାରତରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଦିଆଯାଉଛି । ଦୁଇଟି ଡୋଜ ଲେଖାଏଁ ଟିକା ଦିଆଯାଉଛି । ତେବେ ଓଡ଼ିଶାରେ ଉପଲବ୍ଧ ହେଉଛି ଋଷିଆ ଟିକା ସ୍ପୁଟିନିକ୍‌-ଭି ।…

ସମ୍ ହସ୍ପିଟାଲରେ ଜନସାଧାରଣଙ୍କ ପାଇଁ କୋଭିସିଲ୍ଡ ଟୀକା ଉପଲବ୍ଧ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକୁ ସବୁଠାରୁ ଗୁରୁତ୍ୱ ଦେଉଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲରେ ଜନସାଧାରଣଙ୍କର ସ୍ୱାସ୍ଥ୍ୟ ସେବା ଓ ସୁବିଧାକୁ ଦୃଷ୍ଟିରେ ରଖି କୋଭିସିଲ୍ଡ ଟୀକା ପ୍ରଦାନ କରାଯାଉଛି । ସେରମ…

୧୨ରୁ ୧୮ ବର୍ଷ ବୟସ୍କଙ୍କ ଲାଗି ଖୁବ୍ ଶୀଘ୍ର ଆସୁଛି ଏହି ସ୍ୱଦେଶୀ ଟିକା

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଆସୁଛି ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜିଡସ୍ କାଡିଲା ଦ୍ବାରା ବିକଶିତ ହୋଇଥିବା ଏକ ନୂଆ କରୋନା ଟିକା। ଏହି ଟିକା ୧୨ରୁ ୧୮ ବର୍ଷ ବୟସ୍କଙ୍କ ଲାଗି ଉପଲବ୍ଧ ହେବ ବୋଲି କେନ୍ଦ୍ର ଗତକାଲି ସୁପ୍ରିମ୍କୋର୍ଟଙ୍କୁ ସୂଚନା ଦେଇଛି।ଫାର୍ମାସ୍ୟୁଟିକାଲ୍ କମ୍ପାନୀ…

ଛୋଟ ଛୁଆଙ୍କ ଉପରେ ଟିକା ଟ୍ରାଏଲ

ନୂଆଦିଲ୍ଲୀ: ଦେଶରେ ଏବେ ପିଲାଙ୍କ ଉପରେ କରୋନା ଟିକାକରଣ ପରୀକ୍ଷଣ ଆରମ୍ଭ ହୋଇସାରିଛି । ଏପର୍ଯ୍ୟନ୍ତ ୨ରୁ ୬ ବର୍ଷ ଏପର୍ଯ୍ୟନ୍ତ ବୟସର ୫ ଜଣ ପିଲାଙ୍କୁ ଟିକାକରଣ ସରିଛି । ପ୍ରଥମଥର ଦୁଇ ବର୍ଷ ୮ ମାସର ଶିଶଉକୁ ଟିକା ଦିଆଯାଇଛି । କାନପୁର ଦେହାତରେ ଜମେ ଡାକ୍ତର ନିଜ ଶିଶୁ ଉପରେ…

କରୋନା ସଂକ୍ରମଣରୁ ପିଲାଙ୍କୁ ସୁରକ୍ଷା ଦେଇପାରେ ମିଳିମିଳା ଟିକା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସିରିନଥିବା ବେଳେ ତୃତୀୟ ଲହରକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ତୃତୀୟ ଲହର ସୁଦ୍ଧା ଟିକାଦାନ ଉପରେ ଗୁରୁତ୍ୱ ଦିଆଯାଇଛି । ଏବେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନେ ଟିକା ନେଉଛନ୍ତି । ତେବେ ଦେଶରେ ଛୋଟ ଶିଶୁଙ୍କ ଲାଗି ଟିକା ଆସିନାହିଁ । ସୂଚନା…

ଇଣ୍ଡିଗୋ ଏୟାରଲାନ୍ସର ଅଫର, ଟିକା ନେଇଥିବା ଲୋକଙ୍କୁ ମିଳିବ ସ୍ୱତନ୍ତ୍ର ରିହାତି

ନୂଆଦିଲ୍ଲୀ: ଦେଶରେ ଟିକାକରଣ କରିବାକୁ ସରକାର ଅନବରତ ସଚେତନ କରିଚାଲିଛନ୍ତି। ଟିକାକରଣକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ଆକର୍ଷଣୀୟ ଅଫର୍ ମଧ୍ୟ ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭାରତର ଟିକାକରଣ କାର‌୍ୟ୍ୟକ୍ରମକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଇଣ୍ଡିଗୋ…

ଟିକା: ଟ୍ୱିଟର ୱାର, ଅପରାଜିତା-ସସ୍ମିତ ମୁହାଁମୁହିଁ

ଭୁବନେଶ୍ୱର: ଟିକାକେନ୍ଦ୍ରରେ ପୋଷ୍ଟରକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେପି ବିଜେଡ଼ି ମଧ୍ୟରେ ଆରମ୍ଭ ହୋଇଛି କଥା କଟାକଟି । ଆଜି ପରାଜିତା ଷଢ଼ଙ୍ଗୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି କି ଓଡ଼ିଶା ଟିକା କିଣିବାରେ ଅସମର୍ଥ ହେଲା ଏବଂ କେନ୍ଦ୍ରର ସହଯୋଗ ଲୋଢ଼ିଥିଲା । ପ୍ରଧାନମନ୍ତ୍ରୀ…

ଟିକାକରଣରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ଟୀକାକରଣ ଜାରି ରହିଥିବା ବେଳେ ଏବେ ଧୀରେ ଧୀରେ ସଫଳ ହେଉଛି ଟୀକାକରଣ । ଆଜ୍ଞା ହଁ ରାଜ୍ୟରେ ଗୋଟେଦିନରେ ୩ ଲକ୍ଷ ୩୨ ହଜାରରୁ ଅଧିକ ଟୀକାକରଣ କରାଯାଇଛି । ସେଥିପାଇଁ ଏହି ଉତ୍ସର୍ଗୀକୃ କାର୍ଯ୍ୟ ଯୋଗୁଁ ଟୀକାକରଣରେ ନିୟୋଜିତ ଥିବା ସମସ୍ତ ଡାକ୍ତର, ନର୍ସ ଏବଂ…

ଓଡ଼ିଶାରେ ଏକକୋଟି ପାର କଲା ଟିକାଦାନ

ଭୁବନେଶ୍ୱର:ଟିକାକରଣ କ୍ଷେତ୍ରରେ ଓଡ଼ିଶାର ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଟିକାଦାନ ଅଭିଯାନରେ ଏ ପର୍ଯ୍ୟନ୍ତ ଏକ କୋଟି ପାନରୁ ଅଧିକ ଟିକା ଦେବାରେ ରାଜ୍ୟ ସଫଳତା ହାସଲ କରିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ…