Odia News Portal
Browsing Tag

West Bengal

ପଶ୍ଚିମବଙ୍ଗ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ, ୩୫ ନୂଆ ମନ୍ତ୍ରୀ ନେଲେ ଶପଥ

ପଶ୍ଚିମବଙ୍ଗରେ ସୋମବାର ମନ୍ତ୍ରିମଣ୍ଡଳର ବ୍ୟାପକ ସମ୍ପ୍ରସାରଣ କରାଯାଇଛି। ରାଜଭବନରେ ଆୟୋଜିତ ଏକ ଶପଥଗ୍ରହଣ ଉତ୍ସବରେ ରାଜ୍ୟପାଳ ଆର.ଏନ୍. ରବି ନୂତନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ପର୍ଯ୍ୟାୟରେ ମୋଟ ୩୫ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏହା ପୂର୍ବରୁ ମେ’ ୯…

ଭବାନୀପୁର ଆସନରୁ ଲଢ଼ିବେ ମମତା

କୋଲକାତା: ଚଳିତ ମାସ ୩୦ରେ ହେବ ଉପନିର୍ବାଚନ । ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନରେ ମମତା ବାନାର୍ଜୀ ଭବାନୀପୁର ଆସନରୁ ଲଢ଼ିବେ । ଆଜି ଟିଏମସି ପକ୍ଷରୁ ଘୋଷଣା କରାଯାଇଛି । ମେ ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ପ୍ରାର୍ଥୀ

ନାରଦା ଦୁର୍ନୀତି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଆପିଡେଭିଟ୍ ଗ୍ରହଣ କଲେ କୋଲକାତା ହାଇକୋର୍ଟ

କୋଲକାତା: ନାରଦା ଦୁର୍ନୀତି ମାମଲାରେ ବୁଧବାର କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଆଇନ ମନ୍ତ୍ରୀ ମଲୋଇ ଘାଟକଙ୍କ ଆଫିଡେଭିଟକୁ ଅନୁମତି ଦେଇଛନ୍ତି। ଜୁଲାଇ ୧୫ରେ ପରବର୍ତ୍ତୀ ଶୁଣାଣି ସ୍ଥିର କରି କୋର୍ଟ ମୁଣ୍ଡ ପିଛା ୫୦୦୦ ଟଙ୍କା ଦାଖଲ କରିବାକୁ ଅନୁମତି

ନିର୍ବାଚନୀ ବିଗୁଲ୍: ମେ’ ୨ରେ ୪ ଟି ରାଜ୍ୟ ଫଳାଫଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, ପୁଡୁଚେରୀ ଓ କେରଳ ବିଧାନସଭା ନିର୍ବାଚନ ତାରିଖ ଆଜି ଘୋଷଣା। ନିର୍ବାଚନ ଆୟୋଗ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆଜି ଏନେଇ ପ୍ରେସମିଟ୍ ଜରିଆରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ତେବେ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ପୂର୍ବରୁ କୋଭିଡ