Odia News Portal
Browsing Tag

winter in odisha

ଆଜିଠୁ ଲେଉଟିବ ଶୀତ

ଆଜିଠୁ ପୁଣି ଫେରିବ ଶୀତ । କିଛି ଦିନ ଧରି ଲାଗିରହିଥିବା ବର୍ଷା କମିବା ସହ ଆଜି ପାଗରେ ପରିବର୍ତ୍ତନ ଆସିବ । ଆଜି ସକାଳ ସାଢେ ଆଠଟା ପର୍ୟ୍ୟନ୍ତ ବର୍ଷା ହେବା ନେଇ ୨୧ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ଭିତରେ ବିଶେଷ କରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର…

ରାଜ୍ୟରେ କମୁଛି ଶୀତର ଳହରୀ

ଏବେ ରାଜ୍ୟରେ ଶୀତର ଲହରୀ କମି କମି ଯାଉଛି । ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଛି । ରାଜ୍ୟରେ କମୁଛି ଶୀତର ଳହରୀ । ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । ୧୦ ଡିଗ୍ରୀ ତଳେ ରହିଛି ୫ଟି ସହରର ତାପମାତ୍ରା। ସର୍ବନିମ୍ନ ରାତି ତାପମାତ୍ରା ୮ଡିଗ୍ରୀ ସେଲସିୟସ ସହ ସୁନ୍ଦରଗଡ଼ ରାଜ୍ୟର ସବୁଠୁ…

ରାଜ୍ୟରେ ଶୀତର ଲହରୀ ଜାରୀ,ଆହୁରି ୪ ଦିନ ଥରାଇବ ଶୀତ

ରାଜ୍ୟରେ ଆହୁରି ବଢିବ ଶୀତ । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଅପେକ୍ଷା ଉପାନ୍ତରେ ଅଧିକ ଜାଡ ଅନୁଭୁତ ହେବ । ଶୀତ ବଢୁଥିବା କାରଣରୁ ସଂନ୍ଧ୍ୟା ପରଠାରୁ ବିନା ଶୀତ ବସ୍ତ୍ରରେ…

ଶୀତ ପାଇଁ ୧୬ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ୧୦ ସହରରେ ୧୦ ଡିଗ୍ରୀ ତଳେ ରହିଛି ପାରଦ ।ହାଡ଼ଭଙ୍ଗା ଶୀତକୁ ନଜରରେ ରଖି ରାଜ୍ୟର ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆଜି ଜି ଉଦୟଗିରି ଏବଂ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରହିଥିବାବେଳେ ଭୁବନେଶ୍ୱରରେ…

ହାଡ଼ଭଙ୍ଗା ଜାଡ: ୧୦ଟି ସ୍ଥାନରେ ୧୦ ଡ଼ିଗ୍ରୀ ତଳେ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟର ୧୦ଟି ସ୍ଥାନରେ ୧୦ ଡ଼ିଗ୍ରୀ ତଳେ ତାପମାତ୍ରା । ଫୁଲବାଣୀ ଏବଂ କନ୍ଧମାଳରେ ୪ ଦଶମିକ ୫ଡିଗ୍ରୀ ରାତି ତାପମାତ୍ରା ରେକର୍ଡ଼ କରାଯାଇ ଥିବା ସମୟରେ ଦାରିଙ୍ଗବାଡ଼ିରେ ୭ ଦଶମିକ ୫, ବଲାଙ୍ଗୀରରେ ୭ ଦଶମିକ ୮, ଅନୁଗୁଳରେ ୯ ଦଶମିକ ୬, ବାରିପଦାରେ ୯ ଦଶମିକ ୬,…

ରାଜ୍ୟରେ ବଢ଼ିବ ଶୀତ,ନୂଆବର୍ଷ ସୁଦ୍ଧା ରାଜ୍ୟରେ ୬ ଡ଼ିଗ୍ରୀ ତଳକୁ ଖସିବ ପାରଦ

ରାଜ୍ୟରେ ବଢ଼ିବ ଶୀତ । ଜାନୁଆରୀ ପହିଲାରୁ ରାଜ୍ୟରେ ବଢିବ ଶୀତର ମାତ୍ରା । ସ୍ୱାଭାବିକ ତାପମାତ୍ରା ସର୍ବନିମ୍ନ ୬ଡିଗ୍ରୀ ପର୍ଯ୍ୟନ୍ତ ଖସିଯିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜିଠାରୁ…