Odia News Portal
Browsing Tag

WTC final

WTC ଫାଇନାଲ ମ୍ୟାଚ ହାରିବା ପରେ ମୁହଁ ଖୋଲିଲେ ସଚିନ

ସାଉଥମ୍ପଟନ୍‌: ଫାଇନାଲ ମ୍ୟାଚରେ ଭାରତର ପରାଜୟ ପରେ ବିଭିନ୍ନ ମହଲରୁ ଦଳକୁ ସମାଲୋଚନା କରାଯାଉଛି । କ୍ରିକଟେର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁକର ପରାଜୟ ପରେ ମୁହଁ ଖୋଲିଛନ୍ତି । ବିରାଟ ଓ ପୂଜାରାଙ୍କ ଆଉଟ ଭାରତ ଲାଗି ପରାଜୟ ଆଣିଥିବା ସେ କହିଛନ୍ତି । ସଚିନ କହିଛନ୍ତି କି, ମୁଁ…

ଖେଳ ଆରମ୍ଭରୁ ଭାରତକୁ ଝଟକା

ସାଉଥମ୍ପଟନ୍‌: ଷଷ୍ଠଦିନ ଖେଳ ଆରମ୍ଭରୁ ଭାରତକୁ ଲାଗିଛି ଝଟକା । ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଚେତେଶ୍ୱର ପୂଜାରା ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ଭାରତ ଏବେ ୭୯ ରନରେ ୪ଟି ୱିକେଟ ହରାଇଛି । ଆଜିଙ୍କ୍ୟା ରାହାଣେ ଓ ଋଷଭ ପନ୍ଥ ଏବେ ପଡ଼ିଆରେ ବ୍ୟାଟିଂ ଜାରି…

ICCକୁ ଗାଭାସ୍କରଙ୍କ ପରାମର୍ଶ, WTC ଫାଇନାଲ ମ୍ୟାଚ ଡ୍ର ହେଲେ ନିଅନ୍ତୁ ଏହି ନିଷ୍ପତି

ସାଉଥମ୍ପଟନ୍‌: ବିଶ୍ୱ ଶେଷ୍ଟ ଚାମ୍ପିୟନସିପର ଆଜି ହେଉଛି ଅନ୍ତିମ ଦିବସ । ଖେଳ ଆରମ୍ଭ ଦିନରୁ ବର୍ଷା ବାଧକ ସାଜିଛି । ପ୍ରଥମଥର ଲାଗି ଏତେ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି ଆଇସିସି । ତେବେ ଲଗାତାର ବର୍ଷା ପ୍ରଭାବରୁ ଖେଳ ହେଉନାହିଁ । ତେବେ ଫାଇନାଲ ମ୍ୟାଚ ଡ୍ର ହେବା ଏକପ୍ରକାର…

ପଞ୍ଚମ ଦିନ ଖେଳ ଆରମ୍ଭରୁ ଭାରତକୁ ସଫଳତା

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଆଜି ହେଉଛି ଅନ୍ତିମ ଦିନ । ଲଗାତାର ବର୍ଷା ଜାରି ରହିଥିବାରୁ ଖେଳ ବନ୍ଦ ରହିଛି । ତେବେ ଆଜି ଖେଳ ଆରମ୍ଭରୁ ଭାରତକୁ ମିଳିଛି ସଫଳତା । ନ୍ୟୁଜିଲାଣ୍ଡର ଅଭିଜ୍ଞ ଖେଳାଳୀ ରସ ଟେଲର ଆଉଟ ହୋଇ ପାଭଭିଲିୟନ ଫେରିଛନ୍ତି । ସାମିଙ୍କ ବଲରେ କ୍ୟାଚ ଆଉଟ୍…

WTC: ଚତୁର୍ଥ ଦିନରେ ବାଧକ ସାଜିଛି ବର୍ଷା

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ବର୍ଷା ସାଜିଛି ବାଧକ । ଚତୁର୍ଥଦିନ ଖେଳ ଆରମ୍ଭ ହେବା ପୂର୍ବରୁ ବର୍ଷା ହୋଇଛି । ପାଗ ଖରାପ କାରଣରୁ ଆଜି ବିଳମ୍ବରେ ଖେଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ତେବେ ଆସନ୍ତାକାଲି ଶେଷଦିନ ଥିବା ବେଳେ ଏଯାବତ ଗୋଟିଏ ଇନିଂସ ଶେଷ ହୋଇନାହିଁ । ତେବେ…