Odia News Portal
Monthly Archives

May 2020

ସମର୍ପିତ ଓଡିଶା ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା

କେନ୍ଦ୍ରାପଡା : ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି କେନ୍ଦ୍ରାପଡା ଜିଲ୍ଲା ବରୁଣା ଡ଼ିହା ଠାରେ ୫ ଟି ପରିବାରର ଅନେକ କ୍ଷତି ଘଟିଛି, ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଉକ୍ତ ୫ ପରିବାର ର ଧାନ, ଚାଉଳ, ଓ ନିତ୍ୟବ୍ୟବହାର୍ୟ୍ଯ ସାମଗ୍ରୀ ସମ୍ପୂର୍ଣ ପୋଡିଯିବା ସହ ଗୋରୁଗାଈ ମଧ୍ୟ…

ଏହି ଅଭିନେତ୍ରୀଙ୍କ ପାଇଁ ସହଜ ନଥିଲା ବଲିଉଡ୍‌ ଯାତ୍ରା

ନୂଆଦିଲ୍ଲୀ : ବଲିଉଡ୍‌ରେ ନିଜର କ୍ୟୁଟ୍‌ନେସ୍‌ ଓ  ସଚ୍ଚୋଟପଣ ପାଇଁ ପ୍ରସିଦ୍ଧ ଅଭିନେତ୍ରୀ  ସାରା ଅଲ୍ଲୀ ଖାନ୍ । ବଲିଉଡ୍‌ରେ ନିଜର ପାଦ ରଖିବା କ୍ଷଣି ସମସ୍ତଙ୍କୁ ଦିୱାନା କରିଦେଇଛନ୍ତି ।  ଫିଲ୍ମ ‘କେଦାରନାଥ’ରୁ ଡେବ୍ୟୁ କରିଥିବା  ଏହି କଳାକାର  ପ୍ରତି ଭୂମିକାରେ ନିଜର ପ୍ରତିଭାର ପ୍ରମାଣ…

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଋଲିଫ୍ ପାଣ୍ଠି କୁ ଦାନ

ପୁରୀ : ପୁରୀ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସମସ୍ତ ସ୍ବାସ୍ଥ୍ୟକର୍ମୀ ମାନଙ୍କ ସ୍ୱେଚ୍ଛାକୃତ ସହଯୋଗ ରେ କରୋନା ମୁକାବିଲା ଉଦେଶ୍ୟରେ ୫୨,୦୦୦ ଟଙ୍କାର ଡ୍ରାଫ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କର ଜରିଆରେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡା ଜାମିନୀ…

ବରେଲିର ବହୁ ଚର୍ଚ୍ଚିତ ଦମ୍ପତି ପୁଣି ଥରେ ଚର୍ଚ୍ଚାରେ

ବରେଲି : ବରେଲିର ବହୁ ଚର୍ଚ୍ଚିତ ଦମ୍ପତି ପୁଣି ଥରେ ଚର୍ଚ୍ଚାରେ । ବିବାଦ ଓ କୋଳାହଳ ଭିତରେ  ବିଜେପି ବିଧାୟକ ରାଜେଶ  ମିଶ୍ରାଙ୍କର ଝିଅଙ୍କୁ  ଲଭ୍ ମ୍ୟାରେଜ୍‌ କରିଥିବା ଅଜିତେଶ ପୁଣି ମୁସ୍କିଲ୍‌ରେ ଫସିଯାଇଛନ୍ତି । ଜଣେ ବ୍ୟକ୍ତିଙ୍କୁ ବାଡ଼େଇବା  ଅଭିଯୋଗରେ  କେସ୍‌ ରୁଜୁ ହୋଇଛି ।…

କାଲିଠୁ ଆରମ୍ଭ ହେବ ୱନ ନେସନ୍ ୱନ୍ କାର୍ଡ

ନୂଆଦିଲ୍ଲୀ : ସୋମବାର ସାରା ଦେଶରେ ୱନ୍ ନେସନ୍-ୱନ୍ କାର୍ଡ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ୨୦ ରାଜ୍ୟରେ ଆରମ୍ଭ ହେବାକୁ ଯାଉଥିବା ଏହି ଯୋଜନାରେ ମୁଖ୍ୟତଃ ୬୭ କୋଟି ଗରିବ ଲୋକଙ୍କୁ ଫାଇଦା ମିଳିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ପ୍ୟାକେଜ୍ ଘୋଷଣା କରିବା ସମୟରେ ଏନେଇ ସଙ୍କେତ…

କରୋନା ଭ୍ୟାକସିନ୍ ତିଆରି ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଏହି ଭାରତୀୟ ଝିଅ

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଭାଇରସର ଆତଙ୍କ ଜାରି ରହିଛି। ଆଜି ପର୍ଯ୍ୟନ୍ତ ଏହି ଭାଇରସରେ ଲକ୍ଷାଧିକ ଲୋକଙ୍କ ଜୀବନ ଯାଇ ସାରିଛି। ଏଭଳି ସ୍ଥିତିରେ ମହାମାରୀର ଚିକିତ୍ସା ଓ ଭ୍ୟାକସିନ୍ ସନ୍ଧାନରେ ୧୦୦ ରୁ ଅଧିକ ଦେଶ ଲାଗି ରହିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କେହି ସଫଳ ହୋଇନାହାନ୍ତି।…

ପୁଣି ରାଜ୍ୟରେ ସୁସ୍ଥ ହେଲେ ୭୬ ଆକ୍ରାନ୍ତ

ଭୁବନେଶ୍ବର : ପୁଣି ରାଜ୍ୟରେ ସୁସ୍ଥ ହେଲେ ୭୬ ଆକ୍ରାନ୍ତ, ଟ୍ବିଟ  କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ । ସୁସ୍ଥଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରାପଡାର ୧୭, ଗଞ୍ଜାମ ୧୬,ନୟାଗଡର ୧୧, କଳାହାଣ୍ଡିର ୧୧, ଯାଜପୁରର ୫ ବାଲେଶ୍ବର ୩ ମୟୂରଭଞ୍ଜର ୩, ଅନୁଗୁଳ ୨, ଜଗତସିଂହପୁର ୨ , କଟକ, ଢେଙ୍କାନାଳ,…

ଭିଏସ୍‍ଏସ୍‍ ନଗରରେ ନିଆରା ଉଦ୍ୟମ : ‘ବନ୍ଦେ ଉତ୍କଳ ଜନନୀ’ଗାଇଲେ, କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ

ଭୁବନେଶ୍ୱର : ମାତୃଶକ୍ତି ଜଗତର ଶ୍ରେଷ୍ଠ ଶକ୍ତି । ମାତୃଶକ୍ତି ନିକଟରେ ସମସ୍ତ ଅଶୁଭ ଓ ରାକ୍ଷାସ ହାରମାନିଥାଏ । ତେଣୁ ମା’ କୋଳ ସବୁଠୁ ସୁରକ୍ଷିତ ସ୍ଥାନ ବୋଲି ବିବେଚନା କରାଯାଏ । ଆଜି ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀରେ ଆକ୍ରାନ୍ତ, ଏହି କରୋନା ରୂପି ରାକ୍ଷସ କବଳରେ ଆମଦେଶ ଓ…

ପୁଣି ଆସୁଛି ଆଉ ଏକ ବାତ୍ୟା

ଭୁବନେଶ୍ୱର() କରୋନା ସଙ୍କଟ ବେଳେ ଲୋକଙ୍କ ଉପରେ ଦାଉ ସାଜୁଛି ବାତ୍ୟା । ଅମ୍ଫାନ ଯିବା ପରେ ଆରବସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଛି ଏହି ଲଘୁଚାପ । ଆସନ୍ତାକାଲି ଏହି ଲଘୁଚାପ ଅବପାତରେ ପରିଣତ ହେବ ବୋଲି ଆଇଏମଡି ସୂଚନା…

କେନ୍ଦ୍ରାପଡାର ୬ ନର୍ସ, ଆଶା ଦିଦି ଓ ଅଙ୍ଗନବାଡି କର୍ମୀଙ୍କୁ କରୋନା

କେନ୍ଦ୍ରାପଡା() କରୋନା ଯୋଦ୍ଧାଙ୍କୁ ବି ଛାଡୁନି ମହାମାରୀ । ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୧୨୯ ଙ୍କ ମଧ୍ୟରୁ କେନ୍ଦ୍ରାପଡାରୁ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ କରୋନା ଯୋଦ୍ଧା, ଯେଉଁଥିରେ ନର୍ସ, ଆଶାଦିଦି ଓ ଅଙ୍ଗନବାଡି କର୍ମୀ ସାମିଲ ଅଛନ୍ତି । ୬ ଜଣ…