Odia News Portal

ଆକ୍ରମଣ ଘଟଣାରେ ଆଉ ୩ ଗିରଫ

କେନ୍ଦୁଝର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଆକ୍ରମଣ ମାମଲାରେ ସାମିଲ ୩ ଅଭିଯୁକ୍ତ ଗିରଫ । ଆଜି ଆକ୍ରମଣ ଘଟଣାରେ ସାମିଲ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କେନ୍ଦୁଝର ପୋଲିସ । ଆକ୍ରମଣରେ ଗିରଫଦାରୀ ସଂଖ୍ୟା ୪କୁ ବୃଦ୍ଧି | ଏଥିସହ ଆକ୍ରମଣ ସମୟରେ ବ୍ୟବହାର ହୋଇଥିବା ବୋଲେରୋ…

ବିନା କୋଭିଡ୍ ବାଧାରେ କାଳିଆ ଦର୍ଶନ

ପୁରୀ: ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ବିନା କୋଭିଡ କଟକଣାରେ ଦର୍ଶନ ବ୍ୟବସ୍ଥା । ବିନା କରୋନା ରିପୋର୍ଟରେ ଭକ୍ତମାନ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ପ୍ରାୟ ୩୦ ହଜାର ଭକ୍ତ କାଳିଆ ଦର୍ଶନ କରିବେ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀ…

ପାହାଳରେ ନକଲି ସସ୍-ଆଚାର‌ କାରଖାନା ଠାବ

ଭୁବନେଶ୍ୱର: ସିଲଭର ସିଟି ପରେ ଏବେ ରାଜଧାନୀ ଭୁବନେଶ୍ୱରରେ ନକଲି ଆଚାର ଓ ସସ୍‌ କାରଖାନା ଠାବ । ଭୁବନେଶ୍ୱରର ନିକଟସ୍ଥ ପାହାଳରେ ଠାବ ହୋଇଛି ଏହି ନକଲି ସସ୍‌ କାରଖାନା । ପାହାଳ ନିକଟରେ ଚାଲିଥିବା ଏହି ବେଆଇନ ନକଲି କାରଖାନାରେ ରେଡ୍ ସମୟରେ ପୋକ ସାଲୁବାଲୁ ଆଚାର ସହ ବିଭିନ୍ନ ପ୍ରକାର ସସ୍…

ସେନାରେ ସାମିଲ ପାଇଁ ଆହ୍ୱାନ

ଭୁବନେଶ୍ୱର: ସୈନିକ ସ୍କୁଲର ସାମ୍ବାଦିକ ସମ୍ମିଳନୀରେ ନୂଆ ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତିଙ୍କ ବଡ ବୟାନ । ଭାରତ-ଚୀନ ବିବାଦକୁ ନେଇ ପ୍ରତିକ୍ରିୟାରେ ସେ କହିଛନ୍ତି, ଚୀନ ଭାରତ ଉପରେ ଆକ୍ରମଣ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବ । ଭାରତ ସଶକ୍ତ ଏବଂ ପରମାଣୁ ସମ୍ପନ୍ନ ରାଷ୍ଟ୍ର…

୭ଟି ସ୍ଲାବରେ ସ୍କୁଲ୍ ଫି କୋହଳ

ଭୁବନେଶ୍ବର: କୋହଳ ହେବ ସ୍କୁଲ୍ ଫି। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସ୍କୁଲ ଫି କୋହଳ ହେବ। ଅନୁଦାନ ପ୍ରାପ୍ତ, ଅଣଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲ ଫି ଛାଡ଼ କରିବେ। ୭ଟି ପର୍ଯ୍ୟାୟରେ ସ୍କୁଲ ଫି କୋହଳ କରାଯିବ…

ଗୁଳିକରି ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ହତ୍ୟା

ଗଞ୍ଜାମ: ଗୁଳି ମାଡ଼ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମୃତ୍ୟୁ | ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସୁମଣ୍ଡଳ ଗାଁରେ ଗୁଳିକାଣ୍ଡ | ବେଗୁନିଆପଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳିକରି ନିର୍ମମ ହତ୍ୟା | ଗୁଳିକାଣ୍ଡ କରି ଘଟଣା ସ୍ଥଳରୁ ଦୁର୍ବୁତ୍ତ ଫେରାର |ତେବେ ସକାଳୁ…

ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ଓଡିଆ ସିନେ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର । ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର । ବୁଧବାର ଦିନ ଅଭିନେତା ରବି ମିଶ୍ରଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ଶ୍ରୀ ମିଶ୍ରଙ୍କୁ ୬୪ବର୍ଷ ହୋଇଥିଲା…

ମନ୍ଦିର ପ୍ରବେଶ ପଥରେ କାହିଁକି ଥାଏ ଘଣ୍ଟି ?

ଭୁବନେଶ୍ବର: ହିନ୍ଦୁ ଧର୍ମରେ ପୂଜାପାଠ,ରୀତିନୀତି ଓ ପରମ୍ପରାର ଖୁବ ମାନ୍ୟତା ରହିଛି । ଦେବୀ ଦେବତାକୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ରୀତିନୀତିରେ ପୂଜାପାଠ କରାଯାଏ । ଧାର୍ମିକ ଶାସ୍ତ୍ରରେ ପୂଜାପାଠକୁ ନେଇ କେତେକ ଖାସ ନିୟମ ରହିଛି ।ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ମନ୍ଦିର ମଧ୍ୟରେ…

ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ବିରୁଷ୍କା

ମୁମ୍ବାଇ: ବ୍ରିସବେନର ଚତୁର୍ଥ ଓ ଅନ୍ତିମ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ୩ଟି ୱିକେଟରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ୪ଟି ମ୍ୟାଚରେ ଏହି ସିରିଜ୍ ଜିତି ଟ୍ରଫି ନିଜ ନାଁ'ରେ କରିଛି । ଭାରତୀୟ ଦଳ ୨-୧ରେ ମ୍ୟାଚ ଜିତିଛି। ଗାବାରେ ଭାରତର ଏହା ପ୍ରଥମ ଟେଷ୍ଟ ବିଜୟ । ଏହି ଐତିହାସିକ ବିଜୟ ପରେ…

ତେଜୁଛି ଅରୁଆ-ଉଷୁନା ରାଜନୀତି

ଭୁବନେଶ୍ୱର: ରାଜ୍ୟରେ ଅରୁଆ, ଉଷୁନା ଚାଉଳ ରାଜନୀତି ତେଜିବାରେ ଲାଗିଛି | ବିଜେଡି ଉଷୁନା ଚାଉଳ କଥା ଉଠାଇଥିବା ବେଳେ ବିଜେପି ଅରୁଆ ଚାଉଳ ପ୍ରସଙ୍ଗ ଉଠାଇଛି । ଆଜି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି-“ରାଜ୍ୟ ସରକାର ଚାଷୀଙ୍କୁ ଭ୍ରମିତ କରିବା ପାଇଁ ଉଷୁନା…