Odia News Portal

ନିର୍ବୋଧତା ପାଇଁ କ୍ଷମା ମାଗିଲେ ଆୟାର

ପୋଲିସ ହେପାଜତରେ ଆୟାର ବୈଜୟନ୍ତଙ୍କ ସହ ପୁରୀ, କୋଣାର୍କ, ଚିଲିକା ବୁଲିଛି ନଭେମ୍ବର 2ରେ ପୁଣି ଥରେ ହାଜିରା, ଦାଖଲ କରିବେ ସତ୍ୟପାଠ ଭୁବନେଶ୍ବର () : କ୍ଷମା ମାଗିଲେ ଅଭିଜିତ ଆୟାର ମିତ୍ର । ଓଡିଶା ବିଧାନସଭା ଓ କୋଣାର୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା…

ଏ ବର୍ଷ ଶୀତ ଦିନେ ଉଷ୍ମ

ଭୁବନେଶ୍ବର () : ଏବର୍ଷ ସ୍ବାଭାବିକ ଶୀତ ଅନୁଭୂତ ହେବ ନାହିଁ । ଡିସେମ୍ବର ପର୍ଯ୍ୟନ୍ତ ସ୍ବାଭାବିକ ଶୀତ ଅନୁଭୁତ ହେବନି  । ଅକ୍ଟୋବର ଓ ନଭମ୍ବରରେ ଦିନରେ ତାପମାତ୍ରା ଅଧିକ ରହିବ । ଜାନୁଆରୀଠାରୁ ସ୍ବାଭାବିକ ଶୀତ ଅନୁଭୂତ ହେବ । ଏବେ ତାପମାତ୍ରା ଯେପରି ରହିଛି ଡିସେମ୍ବର ମାସ ପର୍ଯ୍ୟନ୍ତ…

କେରଳ ବନ୍ୟା ପ୍ରପିଡିତକୁ ତ୍ରିବେଣୀର ସହାୟତା

ଭୁବନେଶ୍ବର: କେରଳ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା କରିବା ପାଇଁ ତ୍ରିବେଣୀ ଆର୍ଥମୁଭର୍ସ ପକ୍ଷରୁ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ତ୍ରିବେଣୀ ଆର୍ଥମୁଭର୍ସର ଓଡ଼ିଶା, ଝାଡ଼ଖଣ୍ଡ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶରେ ଥିବା ୭ହଜାରରୁ…

ନଦୀରେ ବୁଡ଼ି ଜଣେ ମୃତ, ଜଣେ ନିଖୋଜ

ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏହି ଅଂଚଳ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବୁଡିଯାଇ ଜଣେ ବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ନିଖୋଜ ଅଛି। ମୃତ ବାଳର ନାଁ ହେଲା ରାହୁଲ ବାରିକ। ସେହିପରି ନିଖୋଜ ଥିବା ବାଳକର ନା ହେଲା କାର୍ତ୍ତିକ ବାରିକ। ଏହି ଅଘଟଣଟି ଘଟିଛି…

ପୁଣି ବଳଦ ମାରି ଖାଇଲା ସୁନ୍ଦରୀ

ଦୁଇଦିନରେ ବାଘୁଣୀ ସୁନ୍ଦରୀ କରିଛି ଦୁଇଟି ଶିକାର। ଗତକାଲି ମଣିଷ ମାରିଲା ଓ ଆଜି ବଳଦ ଖାଇଲା। ଏହା ହେଉଛି ଅନୁଗୋଳର ଟାଇଁସି ଅଞ୍ଚଳରେ ଆତଙ୍କ ଖେଳାଇଥିବା ସୁନ୍ଦରୀର କାମ। ବାଘୁଣୀର ଦୁଇଟି ଦୁଇଟି ଶିକାର ପରେ ଅନୁଗୋଳ ଟାଇଁସି ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି…

ଏସିଆନ୍ ଗେମ୍ସ ସେମି ଫାଇନାଲ୍ରେ ଟିମ୍ ଇଣ୍ଡିଆ

ହିରୋ ଏସିଆନ୍ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ପୁରୁଷ ହକି ଦଳର ବିଜୟଧାରା ଅବ୍ୟାହତ ରହିଛି। ପ୍ରଥମେ ଓମାନ ଓ ପାକିସ୍ତାନକୁ ମାତ ଦେଇଥିବା ଟିମ୍ ଇଣ୍ଡିଆ ରବିବାର ଏସିଆନ୍ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଜାପାନ୍କୁ ୯-୦ ଗୋଲ୍ରେ ପରାସ୍ତ କରିଛି। ଭାରତ ତା’ର ୩ଟି ଯାକ ଲିଗ୍ ମ୍ୟାଚ୍କୁ ଜିତି…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

୧୪ ବର୍ଷ ପୁରୁଣାର ଏକ ମାମଲାର ଶୁଣାଣୀ କରି ଏଭଳି ନିଷ୍ପତି ନେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣୀ ହୋଇଥିଲା । କୋର୍ଟ କହିଛି କି, ଯଦି ଦୁଷ୍କର୍ମ ମାମଲାରେ ପୀଡିତା ଅଭିଯୁକ୍ତଙ୍କୁ ବଂଚାଇବା ପାଇଁ ଆପୋଷ ବୁଝାମଣା କରି ପୂର୍ବରୁ ଦେଇଥିବା ନିଜ…

ଗୋଟିଏ ପରିବାରର ୪ମୃତ

ଜାଳିଦେଲା ଜ୍ୱାଇଁ। ନିଶ୍ଚିହ୍ନ ହୋଇଯାଇଛି ପୁରା ପରିବାର। ନିଆଁରେ ଜଳିଜାଇଛନ୍ତି ବାପା, ମାଆ, ଝିଅ ଓ ଜ୍ୱାଇଁ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବାଲିତୁଠ ପଞ୍ଚାତୟ ବନାପାଟ ଗାଁରେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ନବଘନ ସାହୁ ତାଙ୍କ ସ୍ତ୍ରୀ କମଳା ସାହୁ, ଝିଅ ରୁବିନା ଓ ଜ୍ୱାଇଁ…

ଝିଅଙ୍କ ମନ କେମିତି କିଣିବେ ? କିଛି ଟିପ୍ସ

ସତ କଥା ହେଲା, ଝିଅଙ୍କ ମନ କିଣିବା ଏତେ ସହଜ ନୁହେଁ। ଯଦି ଏହି କାମ ଭାବିଚିନ୍ତି ନ କରନ୍ତି ତା ହେଲେ ଆପଣ ପସ୍ତେଇବେ। ଝିଅମାନଙ୍କ ମନ ଜିତିବାକୁ ଭଲ ପରିବେଶ ସୃଷ୍ଟି କରନ୍ତୁ। ପ୍ରେମ କରିବା ଆଗରୁ ତାର ଜଣେ ବିଶ୍ୱସ୍ଥ ଏବଂ ଭଲ ବନ୍ଧୁ ହେବାକୁ ଚେଷ୍ଟା କରନ୍ତୁ। ଝିଅମାନେ ଭାରି ଗପୁଡି।…

ପୁଅ,ଝିଅକୁ ବିଷ ପିଆଇ ମାରିଦେଲା ମା’

ମା’ର ମମତାରେ ଲାଗିଲା କଳଙ୍କ । ମାରିଦେଲା ନିଜେ ଜନ୍ମ କରିଥିବା ପୁଅ ଓ ଝିଅକୁ । ନିଜେ ମରିବାକୁ ଉଦ୍ୟମ କରିଥିଲା ହେଲେ ବଂଚିଗଲା । ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଲକ୍ଷ୍ମୀପ୍ରସାଦ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୁଃଖଦ ଘଟଣା । ନୟାଗଡ ଜିଲ୍ଳା ଲକ୍ଷ୍ମୀପ୍ରସାଦ ଗାଁର ଅହଲ୍ୟା ଖୁଂଟିଆ ନିଜ…