Odia News Portal

ରାଜଧାନୀ ଦିଲ୍ଲୀରେ ସମସ୍ତ ସ୍କୁଲ-କଲେଜ୍ ବନ୍ଦ

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନାର ଦ୍ଵିତୀୟ ଲହର ଆରମ୍ଭ ହୋଇଯାଇଛି | ଦୈନିକ ଲକ୍ଷାଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ବଡ…

ଡବଲ୍ ଏନକାଉଣ୍ଟରରେ ୭ ଆତଙ୍କୀ ସଫା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ତ୍ରାଲ ଓ ଶୋପିଆନରେ ଘଟିଥିବା ପୃଥକ ପୃଥକ ଏନକାଉଣ୍ଟରରେ ୭ ଜଣ ଯାକ ଆତଙ୍କୀ ନିହତ ହୋଇଛନ୍ତି। ତ୍ରାଲର ନୌବୁଗା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ସେମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରି ପୂରା ଅଞ୍ଚଳକୁ…

‘ସମଲେଇ’ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଆକର୍ଷଣୀୟ ପ୍ୟାକେଜ୍ ଘୋଷଣା

*ଥଇଥାନ ଓ ପୁନର୍ବାସ ପ୍ୟାକେଜ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ *ପୂଜାରୀଙ୍କ ପାଇଁ ଜମି ବଦଳରେ ଜମି ଓ ଘର ପାଇଁ ସହାୟତା *ପ୍ରକଳ୍ପ କୁ ଆଗେଇ ନେବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ ।

ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ଭୁବନେଶ୍ୱର: ଆଜି ଅପରାହ୍ଣରେ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ତେବେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆଜି କି ବାର୍ତ୍ତା ଦେବେ ତା ଉପରେ ରହିଛି ସମସ୍ତଙ୍କ ନଜର । ରାଜ୍ୟରେ ଲଗାତାର ବଢାଚାଲିଛି କରୋନା ସଂକ୍ରମଣ । କରୋନା ସଂପର୍କରେ ମୁଖ୍ୟମନ୍ତ୍ରୀ…

ସଂକ୍ରମଣ ବୃଦ୍ଧିକୁ ଦେଖି ଘରମୁହାଁ ପ୍ରବାସୀ ଶ୍ରମିକ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବୃଦ୍ଧି ପାଇ ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୧୨୮୨ରେ ପହଞ୍ଚି ଥିବା ସମୟରେ ରାଜ୍ୟରେ ନାଇଟ କର୍ଫ୍ୟୁ ଓ ସାପ୍ତାହିକ ଲକ୍‌ଡାଉନ୍‌ ପରି କଟକଣା ଆରମ୍ଭ ହୋଇଯାଇଛି। ତେବେ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ପ୍ରବାସୀ…