ବଲାଙ୍ଗୀରରେ ବନ୍ଦର ପ୍ରଭାବ
ବଲାଙ୍ଗୀର: ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବଲାଙ୍ଗିର ବନ୍ଦ ରହିଥିବା ବେଳେ ଦୋକାନ ବଜାର ସବୁ ବନ୍ଦ ରହିଛି । ଏଭଳି ଲୋମ ହର୍ଷଣକାରୀ ବର୍ବର ତଥା ଜଘନ୍ୟହତ୍ୟାକାଣ୍ଡକୁ ବିଜେପି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ଓ ଆଜି ବଲାଙ୍ଗିର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ!-->…
