Odia News Portal
Browsing Tag

arun sahoo

ମନ୍ତ୍ରୀ ରଖିଲେ ଉତ୍ତର, ଜାଣନ୍ତୁ କେଉଁ ବିଶ୍ୱ ବିଦ୍ୟାଳୟରେ କେତେ ଶିକ୍ଷକ ପଦବୀ ଖାଲି ପଡିଛି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ଥିବା ପଦବୀ ନେଇ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି ଯେ, ‘ବିଭିନ୍ନ ବିଶ୍ୱବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ ଓ ୧୬୬୦ଟି ଅଣଶିକ୍ଷକ ପଦବୀ ଖାଲି ଅଛି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ…

ସୁନ୍ଦରଗଡ଼ରେ ‘ଆସ ପଢ଼ିବା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

ସୁନ୍ଦରଗଡ଼: ଆଜି ଦେଶ ପାଳୁଛି ୭୫ତମ ସ୍ୱାଧିନତା ଦିବସ । ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ପତାକା ଉତ୍ତୋଳନ କରିବା ଗସ୍ତ କରିଛନ୍ତି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ ଅରୁଣ ସାହୁ । ଏହି ଅବସରରେ ‘ଆସ ପଢ଼ିବା’ କାର୍ଯ୍ୟକ୍ରମର…

ଅନଲାଇନରେ ହେବ ୟୁଜି ପିଜି ପରୀକ୍ଷା

ଭୁବନେଶ୍ୱର: ୟୁଜି ପିଜି ପରୀକ୍ଷା ନେଇ ଆଜି ସବୁ ଡିଗ୍ରୀ କଲେଜର ଅଧ୍ୟାପକଙ୍କ ସହ ବୈଠକ କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ତେବେ ଚଳିତ ବର୍ଷ ଅନଲାଇନରେ ପରୀକ୍ଷା ଦେବେ ଛାତ୍ର ଛାତ୍ରୀ । ପିଲାଙ୍କ ପରିକ୍ଷା ଦାୟିତ୍ୱ ନେବେ ଶିକ୍ଷକ । ପ୍ରତି ଶିକ୍ଷକଙ୍କ ମନିଟରିଙ୍ଗରେ ରହିବେ କିଛି ଛାତ୍ର…

କେନ୍ଦ୍ର ସରକାରଙ୍କୁ କୃଷିମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ କୃଷିମନ୍ତ୍ରୀ ଅରୁଣ ସାହୁ । ଧାନର ଏମଏସପି ବୃଦ୍ଧିନେଇ ଚିଠି ଲେଖିଛନ୍ତି କୃଷିମନ୍ତ୍ରୀ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ସେ ଦାବି କରିଛନ୍ତି । ୨୯୩୦ ଟଙ୍କାକୁ ବୃଦ୍ଧି ହେଲେ ଚାଷୀ ୨୫ ପ୍ରତିଶତ ଲାଭ…

ଖିଲାପକାରୀଙ୍କ ବିରୁଦ୍ଧରେ କଠୋର ହେଲେ ଅରୁଣ

ଭୁବନେଶ୍ୱର : ଯୋଜନାର ଅର୍ଥ ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ କରି ନପାରିଲେ ଖିଲାପୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୃଷକମାନଙ୍କୁ ଉଦ୍ୟାନ କୃଷି ତରଫରୁ ଯୋଗାଇ ଦିଅ ।ଯାଉଥିବା କୃଷି ସାମଗ୍ରୀ ଯେପରି ଉନ୍ନତ ମାନର ଓ ପର୍ଯ୍ୟାପ୍ତ ପରିମାଣର ହୋଇପାରିବ ସେଥି…

ଗାନ୍ଧୀଙ୍କୁ ଅନୁସରଣ କରନ୍ତୁ ଯୁବ ସ୍ୱେଚ୍ଛାସେବୀ: ଅରୁଣ

ଭୁବନେଶ୍ୱର: ଭାରତବର୍ଷର ବୃହତ ଯୁବଶକ୍ତିକୁ ଦେଶ ଗଠନରେ ନିୟୋଜିତ କରିବାକୁ ହେଲେ ସେମାନଙ୍କ ମଧ୍ୟରେ ଭ୍ରାତୃତ୍ୱବୋଧ, ଜାତୀୟତା ଭାବ ଓ ସମାଜସେବା ଆଦି ଗୁଣର ବିକାଶ କରିବାକୁ ପଡ଼ିବା ସମାଜସେବା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଓ ଉନ୍ନତି ଆଣିପାରିଲେ ଜାତୀୟ ସେବା ଯୋଜନା ଗଠନର ଲକ୍ଷ୍ୟ ସାଧିତ…

ଫଟୋରେ ଦିଶୁଛି ଅରୁଣ ବିଜେପି ପାଇଁ ମଧ୍ୟ ଲୋକପ୍ରିୟ ମନ୍ତ୍ରୀ

ଭୁବନେଶ୍ବର () ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋକୁ ଟିକେ ନିରିଖେଇ ଦେଖନ୍ତୁ । ବୟାନ କରୁଛି ରାଜ୍ୟର ଯୁବଗୋଷ୍ଠୀଙ୍କ ମଧ୍ୟରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତି ଥିବା ଭଲପାଇବା । ଅରୁଣଙ୍କ ବିରୋଧରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ପ୍ରତିବାଦ ସଭାକୁ ଆସିଛନ୍ତି ଏହି ଯୁବତୀ ।…

ସତ୍ୟ ଉନ୍ମୋଚନ ହେଉ, ପରୀ ନ୍ୟାୟ ପାଉ

ଭୁବନେଶ୍ୱର()  ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ କୃଷିମନ୍ତ୍ରୀ ଅରୁଣ ସାହୁ  ବିଧାନସଭାରେ ନିଜର ବିବୃତି ରଖିଛନ୍ତି । ସେ କହିଛନ୍ତି ଯେ, ପରୀ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି । ଏନେଇ ମୁଁ ଗଭୀର ମର୍ମାହତ । ମୁଁ ହିଂସାକୁ ବିରୋଧ କରେ । କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ କରୁଛି । ଯିଏ…