Odia News Portal
Browsing Tag

crime news in odia

ଶାଳୀକୁ ଧରି ରସିକିଆ ଭିଣୋଇ ଫେରାର୍

କଳାହାଣ୍ଡି: ବିବାହର ମେହେନ୍ଦୀ ଦାଗ ନଲିଭୁଣୁ ଶାଳୀକୁ ଧରି ଭିଣୋଇ ଫେରାର । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଧିନସ୍ତ ସନ୍ଧିକୁଳିହାରି ଗ୍ରାମର ଜଣେ ନବବିବାହିତା ମହିଳା (ଶାଳୀ) କୁ ଧରି ଧର୍ମଗଡ଼ ଖୁଟୁଲୁ ଗୁଡା ଗ୍ରାମର ଭିଣୋଇ ରୋହିତ ଠାକୁର ଫେରାର ହୋଇଯାଇଛି ।ଦେହରୁ ହଳଦୀ କି ପାଦରୁ…

ଗୁଳିକରି ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ହତ୍ୟା

ଗଞ୍ଜାମ: ଗୁଳି ମାଡ଼ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମୃତ୍ୟୁ | ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସୁମଣ୍ଡଳ ଗାଁରେ ଗୁଳିକାଣ୍ଡ | ବେଗୁନିଆପଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳିକରି ନିର୍ମମ ହତ୍ୟା | ଗୁଳିକାଣ୍ଡ କରି ଘଟଣା ସ୍ଥଳରୁ ଦୁର୍ବୁତ୍ତ ଫେରାର |ତେବେ ସକାଳୁ…

ରାଜଧାନୀରେ ମାରିଲେ, ଗଞ୍ଜାମରେ ଫିଙ୍ଗିଲେ

ଗଞ୍ଜାମ: ବାଲେଶ୍ୱରର ଜଣେ ଯୁବତୀଙ୍କୁ ରାଜଧାନୀ ଭୁବନେଶ୍ୱରରେ ମର୍ଡ଼ର କରାଯାଇଥିଲା । ଆଉ ତା’ପରେ ପ୍ରମାଣ ଲୋଚାଇବାକୁ ଯାଇ ଓଲା କାର୍‌ରେ ମୃତଦେହକୁ ନେଇ ଗଞ୍ଜାମ ଜିଲ୍ଲା ଭୂଷଣ୍ଡପାଳରେ ଫିଙ୍ଗି ଦିଆଯାଇଥିଲା । ଆଜି ଏହି ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ଗଞ୍ଜାମ ପୋଲିସ ହତ୍ୟା…

କହୁ କହୁ କହିଦେଲା କ୍ରାଇମ୍ ଷ୍ଟୋରି ….

ଭୁବନେଶ୍ୱର: ୬ ମାସ ତଳର ମର୍ଡର ମିଷ୍ଟ୍ରିର ପର୍ଦ୍ଦାଫାଶ । କହୁ କହୁ ସାଥି ଅନ୍ତେବାସୀଙ୍କ ନିକଟରେ ସତ କହିଦେଇଥିଲା ଅଭିଯୁକ୍ତ । ଜେଲର ଚାରିକାନ୍ଥ ଭିତରେ ନିଜ କଳା କାରନାମାର ପର୍ଦ୍ଦାଫାସ କରିଛି ନୟାପଲ୍ଲୀ ତୁଳସୀ ଦେଈ ହତ୍ୟାକାଣ୍ଡର ଅଭିଯୁକ୍ତ ।ପ୍ରେମିକାକୁ ଖୁସି କରିବାକୁ ଲୁଟ୍ କରି…