Odia News Portal
Browsing Tag

Makar Sankranti

ପବିତ୍ର ମକର ସଂକ୍ରାନ୍ତିରେ ସାରା ଓଡିଶା ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା

ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖ ଓ ସମୃଦ୍ଧ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ

ଆଜି ଶ୍ରୀମନ୍ଦୀରରେ ପାଳିତ ହୋଇଛି ମକର ସଂକ୍ରନ୍ତି

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କ ମକର ନୀତି । ଆଜି ସକାଳୁ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କ ଆଳତି ଓ ଅବକାଶ ନୀତି ବଢିବ ପରେ ଶ୍ରୀଜିଉମାନଙ୍କ ପଟା ପହରଣ ଲାଗି କରାଯିବା ସହ ତ୍ରିମୁଣ୍ଡିରେ ମକରଚୂଳ ଲାଗି କରିବାର ପରମ୍ପରା…

ମକର ସଂକ୍ରନ୍ତିରେ ବନ୍ଦ ରହିବ ମା ତାରିଣି ପୀଠ

ଘଟଗାଁ: ମକର ସଂକ୍ରାନ୍ତିରେ ଭକ୍ତଙ୍କ ପାଇଁ ବନ୍ଦ ରହିବ ତାରିଣୀ ପୀଠ । କରୋନା ସ୍ଥିତି ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମନ୍ଦିର ପ୍ରଶାସନ ଜାରି କରିଛି ନିଷେଧାଦେଶ । ନିର୍ଦ୍ଦେଶ ଅନୁଯାୟୀ ପୀଠରେ ସାଧାରଣ ଦର୍ଶନ ବନ୍ଦ ରହିବ । ମକର ସଂକ୍ରାନ୍ତି ଅବସରରେ ତାରିଣୀଙ୍କ ଦର୍ଶନ ପାଇଁ…

ମା’ ଧାମରାଇଙ୍କ ପୀଠରେ ମକର ପର୍ବ

ଧାମରା: ଭଦ୍ରକ ଜିଲ୍ଲାର ବେଶ ଜଣାଶୁଣା ମାଆ ଧାମରାଇଙ୍କ ମନ୍ଦିର | ପାଖାପାଖି ୩୦୦ ବର୍ଷର ଏହି ପୁରାତନ ମନ୍ଦିରର କାରୁକାର୍ଯ୍ୟ ବେଶ ମନମୁଗ୍ଧକର । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରଥମେ ମାଙ୍କୁ ଛଣ ଛପର ଘରେ ପୂଜା କରା ଯାଉଥିଲା,ପରେ ମାଙ୍କ ପାଇଁ ମନ୍ଦିର ନିର୍ମାଣ କରାଗଲା,ମାଙ୍କ…

ମା’ ଧନକର ପୀଠରେ ମକର ଉତ୍ସବ

ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳ ସ୍ଥିତ କଲେଜ ଛକରେ ଠାରେ ମା' ଧନକର ବିଜେ ପୀଠରେ ବାର୍ଷିକ ମକର ଉତ୍ସବ ପାଳନ । ସର୍ବ ପୁରାତନର ଏହି ଉତ୍ସବକୁ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ଏବଂ ଡା. ଅରୁଣ କୁମାର ବିଶ୍ୱାଳଙ୍କ ତତ୍ୱାବଧାନରେ ସରକାରଙ୍କ କୋଭିଡ କଟକଣା ନିୟମକୁ ମାନି…

ଧବଳେଶ୍ଵର ପୀଠରେ ୧୪୪ ଧାରା

କଟକ: ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି । ଆଜି ପବିତ୍ର ମକର ସଂକ୍ରାନ୍ତିରେ ଭିଡ଼କୁ ନଜରରେ ରଖି କଟକ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି କରାଯାଇଛି । ମକର ସଂକ୍ରାନ୍ତିକୁ କଟକ ଜିଲ୍ଲା ଆଠଗଡର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ବେଶ ଧୁମ୍ ଧାମରେ ପାଳନ କରାଯାଏ । ବିଶ୍ବାସ…

ପବିତ୍ର ମକର ସଂକ୍ରାନ୍ତିର,କ’ଣ ରହିଛି ମାନ୍ୟତା…..

ଆଜି ପବିତ୍ର ମକର ସଂକ୍ରାନ୍ତି ପର୍ବ । ଯାହାକୁ ପ୍ରତିବର୍ଷ ଜାନୁୟାରୀ ମାସରେ ଖୁବ୍ ଧୂମଧାମରେ ପାଳନ କରାଯାଏ । ଇଂଲିସ କ୍ୟାଲେଣ୍ଡର ହିସାବରେ ପ୍ରତିବର୍ଷ ଜାନୁଆରୀ ୧୪ କିମ୍ବା ୧୫ରେ ଆସିଥାଏ ମକର ।ଆଜିର ଦିନରେ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ…

ଚାଇନିଜ୍ ମାଞ୍ଜା ଓ କାଚ ଲଗା ସୂତା ବ୍ୟାନ୍

କଟକ: ଆସନ୍ତାକାଲି ମକର ସଂକ୍ରାନ୍ତି । ତେବେ ମକର ସଂକ୍ରାନ୍ତି ପୂର୍ବରୁ ଆକ୍ସନ ମୁଡ଼କୁ ଆସିଛି କଟକ ମ୍ୟୁନିସିପାଲ୍ କର୍ପୋରେସନ୍ | ମକର ସଂକ୍ରାନ୍ତିକୁ ଆଖିରେ ରଖି ସିଏମସି ବଡ଼ ନିଷ୍ପତ୍ତି ନେଇଛି। ଗୁଡ଼ି ଉଡ଼ାରେ ବ୍ୟବହୃତ ଚାଇନିଜ୍ ମାଞ୍ଜା ଉପରେ ବ୍ୟାନ୍ ଲଗାଇଛି ସିଏମସି । ଏହାଛଡ଼ା କାଚ…