Odia News Portal
Yearly Archives

2018

ଡାକ କର୍ମଚାରୀମାନଙ୍କର ଅନିର୍ଦ୍ଧିଷ୍ଟ କାଳପାଇଁ ଧର୍ମଘଟ

କୋରାପୁଟ: ସାରା ଭାରତ ବର୍ଷରେ ଗ୍ରାମୀଣ ଡାକ କର୍ମଚାରୀ ମାନଙ୍କର ଅନିର୍ଦ୍ଧିଷ୍ଟ କାଳନୀ ଧର୍ମଘଟଚାଲିଥିବା ବେଳେ ଜୟପୁରରେ ମଧ୍ୟ କୋରାପୁଟ ଡ଼ିଭିଜନ ବ୍ରାଞ୍ଚ ତରଫରୁ ଧର୍ମଘଟ କରାଯାଇଛି। ଜୟପୁର ମୂଖ୍ୟ ଡାକଘର ନିକଟରେ ଧାରଣା ଦିଆଯାଇ ବିକ୍ଷୋଭ କରାଯାଇଛି। ଚାକିରି କାଳ ୧୨ବର୍ଷ, ୨୪ ବର୍ଷ,…

ଚତୁର୍ଦ୍ଦଶ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା

କେନ୍ଦୁଝର: ହାଟଡିହି ବ୍ଲକ ଅଧିନସ୍ଥ ବିବେକାନନ୍ଦ ପାଠକ ମଞ୍ଚ, ନୂଆରମ୍ପାସର ବାର୍ଷିକ ସ୍ଵନକ୍ଷତ୍ର ଉପଲକ୍ଷେ ଆୟୋଜିତ ଶ୍ରେଷ୍ଠ ପାଠକ ଚୟନ ଓ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ସ୍ଥାନୀୟ ଜପିଦାସ ବିଦ୍ୟାମନ୍ଦିର, ବଡ଼ରମ୍ପାସ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୬୦ଟି ବିଦ୍ୟାଳୟର ୩୫୦ ରୁ…

ଥକାପଣ ସହ ଡିପ୍ରେସନ ଦୂର ହେବ ପିଅନ୍ତୁ ଏହି…

ଶୀତଦିନରେ କ୍ଷୀର ପିଇବା ବହୁତ ଲାଭକାରୀ ହୋଇଥାଏ। କ୍ଷୀରରେ ରହିଥିବା ପ୍ରୋଟିନ୍, କାବ୍ରୋହାଇଡ଼୍ରେଟ୍, ଭିଟାମିନ୍ ଏବଂ ମିନେରାଲ ରହିଥାଏ, ଯାହା ଶରୀର ପାଇଁ ବହୁତ ଭଲ ହୋଇଥାଏ। ତେବେ ଏଥିପାଇଁ ସଠିକ୍ ସମୟ ଏବଂ ପରିମାଣର କ୍ଷୀର ପିଇବା ଆବଶ୍ୟକ। ଆଜି ଆମେ ଆପଣଙ୍କୁ ଗରମ କ୍ଷୀର ପିଇବାର ସମୟ ସହ…

ଓଏଚଆରସି ପଦବୀ ପୂରଣ ପାଇଁ ଉଚ୍ଚ ସ୍ତରୀୟ ବୈଠକର ନିଷ୍ପତି

ଖାଲି ପଡିଥିବା ରାଜ୍ୟ ମାନବାଧିକାର କମିଶନ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ବୈଠକ ବସି ରାଜ୍ୟପାଳ ନିକଟକୁ କେତେକ ସୁପାରିସ ପଠାଯାଇଛି । ଏହି ବୈଠକରେ ବାଚସ୍ପତି ପ୍ରଦୀପ କୁମାର ଅମାତ ବିରୋଧି ଦଳର ନେତା ନରସିଂହ ମିଶ୍ର ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ…

କାହିଁକି ପାକିସ୍ତାନରେ ପଶିଥିଲେ ହମିଦ?ଜାଣନ୍ତୁ…

ପ୍ରେମ ପାଇଁ ପାକିସ୍ତାନରେ ବେଆଇନ ଭାବେ ପଶିଯାଇ ୬ବର୍ଷକାଳ ସଜ୍ଜା ଭୋଗିବା ପରେ ଶେଷରେ ଫେରିଛନ୍ତି ଭାରତୀୟ ବଂଶୋଦ୍ଭବ ହମିଦ ଅନସାରୀ । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ହସ୍ତକ୍ଷେପ ଫଳରେ ଶ୍ରୀ ଅନସାରୀ ଭାରତକୁ ଫେରିବା ସମ୍ଭବ ହୋଇଛି । ୨୦୧୨ରେ ହମିଦ ଗିରଫ ହୋଇ…

ପାକିସ୍ଥାନରେ ଜନ୍ମ ହୋଇଥିଲେ ଭଲ ହୋଇଥାନ୍ତା, କାହିଁକି କହିଲେ ସୋନୁ ନିଗମ ଜାଣନ୍ତୁ…

ଗାୟକ ସୋନୁ ନିଗମ କହିଛନ୍ତି ଯେ ତାଙ୍କର ଜନ୍ମ ଭାରତରେ ନହୋଇ ପାକିସ୍ଥାନରେ ହୋଇଥିଲେ ଭଲ ହୋଇଥାନ୍ତା। ତାଙ୍କର ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ଚାଲୁଛି। ନିକଟରେ ସୋନୁ ନିଗମ ଏକ ମିଡିଆ କାର୍ୟ୍ୟକ୍ରମରେ ପହଁଚିଥିଲେ। ସେଠାରେ ସେ ଗୀତକୁ ନେଇ ନିଜର କଷ୍ଟ ପ୍ରକାଶ…

ଅପରାଜିତାଙ୍କ ତାଗିଦ : ଗୋଷ୍ଠି କଲେ ପାର୍ଟି ଛାଡି ଦିଅ

ଭୁବନେଶ୍ବର () ବାରମ୍ବାର ଆମେ ହାରିଯାଉଛୁ, ଏଟା ଲାଜ ଲାଗୁନି? ଆମେ କେମିତି ଜିତାଇବା ଏଟା ଦେଖିବା ନା ଏଟା ତା ଲୋକ ତା ଲୋକ, କାହିଁକି ତାର ଲୋକ ହେଉଛ ତମେ ? ଆପଣ କହୁନାହାଁନ୍ତି ଆମେ ଭାରତୀୟ ଜନତାପାର୍ଟିର ଲୋକ । ଯିଏ ବି ପ୍ରାର୍ଥୀ ହେବ ତାକୁ ଜିତାଇବାର ଆମର ଧର୍ମ, ଆମର କର୍ତ୍ତବ୍ୟ ।…

ମେସରେ ଛାତ୍ରୀଙ୍କ ଝୁଲନ୍ତା ଶବ

ମାଲକାନଗିରିର ଏକ ମେସରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସ୍ଥାନୀୟ ଝାଟିମାଟି କଲୋନୀର ମେସରେ ୫ଜଣ ଛାତ୍ରୀ ଏକାଠି ରହୁଥିଲେ । ସେମାନଙ୍କ ମଧ୍ୟରୁ ୪ଜଣ ଛାତ୍ରୀ ପରୀକ୍ଷା ଦେବାକୁ ଯାଇଥିବା ବେଳେ ଅନ୍ୟଜଣେ ଛାତ୍ରୀ ମେସରେ ଏକାକୀ ରହୁଥିଲେ । ଅନ୍ୟ ସାଙ୍ଗ ମାନେ ଫେରି ଦେଖିବା ବେଳକୁ…

ଜାତୀୟ ସ୍କୁଲଗେମ୍ ଟେନିସ ବଲ୍ କ୍ରିକେଟ ଚାମ୍ଫିୟନସିପ୍: ବାଳକ ଓ ବାଳିକା ଓଡ଼ିଶା ଦଳର ମଧ୍ୟପ୍ରଦେଶ ଗସ୍ତ

ଭୁବନେଶ୍ବର/ ମଧ୍ୟପ୍ରଦେଶର ର ନିମଚ ଠାରେ ଚଳିତମାସ ୨୩ ତାରିଖରୁ ୨୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୬୪ତମ ଜାତୀୟ ସ୍କୁଲ ଗେମ୍ ଟେନିସ ବଲ କ୍ରିକେଟ ଚାମ୍ପିୟନସିପ୍ ରେ ଯୋଗ ଦେବା ପାଇଁ ଓଡ଼ିଶାର ବାଳକ ବାଳିକା ଦଳ ଆଜି ମଧ୍ଯ ପ୍ରଦେଶ ଅଭିମୁଖେ ଯାତ୍ରା କରିଛନ୍ତି । ଏହି…

ମ୍ବଲପୁରକୁ ମିଳିବ ମାଗଣା ଇଣ୍ଟରନେଟ ସୁବିଧା

ସମ୍ବଲପୁର ସହର ହେବ ୱାଇ-ଫାଇ । ମଣ୍ଡେଲା ଛକଠାରୁ ଆରମ୍ଭ କରି ଗୌରୀ ଶଙ୍କର ପାର୍କ ପର୍ଯ୍ୟନ୍ତ ସମ୍ବଲପୁର ରିଙ୍ଗ ରୋଡରେ ପ୍ରଥମେ ଏହି ୱାଇ-ଫାଇ ବ୍ୟବସ୍ଥା କରାଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପରବର୍ତୀ ଅବସ୍ଥାରେ ଅନ୍ୟାନ୍ୟ ଅଂଚଳକୁ ୱାଇ-ଫାଇ ସଂଯୋଗ କରାଯିବ ।…