ଆର୍ଟ ଟ୍ରେଲ : କଳା, ସ୍ଥାପତ୍ୟ, କୀର୍ତ୍ତିରାଜିର ଉତ୍କର୍ଷ ପ୍ରତିଫଳନ
ଭୁବନେଶ୍ୱର () : ଭୁବନେଶ୍ୱର ସହରରେ ଦୀର୍ଘ ଏକ ମାସ ଧରି ଚାଲୁଥିବା କଳା ମହୋତ୍ସବ ଭୁବନେଶ୍ୱର ଆର୍ଟ ଟ୍ରେଲ୍ ୨୦୧୮ ଆଜି ଉଦଯାପିତ ହୋଇଅଛି । ଭୁବନେଶ୍ୱର ଆର୍ଟ ଟ୍ରେଲ୍ (ବ୍ୟାଟ୍) ଟିମ୍ ପକ୍ଷରୁ ପୁରୁଣା ଭୁବନେଶ୍ୱର ସ୍ଥିତ ଗୁଆଝର କମ୍ପାଉଣ୍ଡରେ ଏହାର ଉଦଯାପନୀ ସମାରୋହର ଆୟୋଜନ କରାଯାଇଥିଲା ।…
