ଭୂପେଶ ବାଘେଲ୍ଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ପଦ
ତିନି ତିନି ଜଣ ଦାବିଦାରଙ୍କୁ ପଛରେ ପକାଇ ଛତିଶଗଡ଼ ପ୍ରଦେଶ କଂଗ୍ରେସ ମୁଖ୍ୟ ଭୂପେଶ ବାଘେଲ୍ଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀ ପଦ। ତାଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁ ହିଁ ବିଜେପି ନିଜ ଗଡ଼ରେ ଶୋଚନୀୟ ପରାଜୟ ବରଣ କରିଥିବାରୁ ସେ ଏଭଳି ପୁରସ୍କାର ପାଇଥିବା ଚର୍ଚ୍ଚା ହେଉଛି। ସେ ତାଙ୍କର ଅନ୍ୟ ଦୁଇ…
