Odia News Portal
Yearly Archives

2018

ପାଇକ ବିଦ୍ରୋହର ସ୍ମୃତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାତୀୟ କମିଟି

ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ପାଳନ କରିବା ଲାଗି କେନ୍ଦ୍ର ସରକାର ବିଧିବଦ୍ଧଭାବେ ନିଷ୍ପତି ନେଇଛନ୍ତି । ପାଇକ ବିଦ୍ରୋହ ଭଳି ଗୁରୁତ୍ୱ ବହନ କରୁଥିବା ଅନ୍ୟାନ୍ୟଐତିହାସିକ ଘଟଣାବଳୀର ମଧ୍ୟ ସ୍ମୃତି ଉତ୍ସବ ପାଳନ ପାଇଁ ପ୍ରଧାନମବୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ରାଷ୍ଟ୍ରୀୟ…

ନିଦ ହେଉନି କି ? କ୍ଷୀରରେ ମିଶାନ୍ତୁ …

ଗରମ କ୍ଷୀର ସହିତ ଗୁଡ ଖାଇବା ଦ୍ବାରା ବହୁତ ଫାଇଦା ମିଳିଥାଏ । ଆପଣ ଏହି କଥା ଶୁଣିକି ଆଶ୍ଚର୍ୟ୍ୟ ହୋଇପାରନ୍ତି କି, ଏହି କ୍ଷୀର ଏବଂ ଗୁଡକୁ ମିଶାଇକି ପିଇବା ଦ୍ବାରା ଶରୀର ପାଇଁ କୌଣସି ବରଦାନ ଠାରୁ କମ୍ ହୋଇନଥାଏ । ଏହି କଥାକୁ ଆମେ ସଭିଏଁ ଜାଣନ୍ତି କି କ୍ଷୀର ପିଇବା ଶରୀରରେ ପାଇଁ କେତେ…

ଧର୍ମେନ୍ଦ୍ରଙ୍କୁ ସ୍ପଷ୍ଟିକରଣ ମାଗିଲା ବିଜେଡି

ଭୁବନେଶ୍ବର (): ରାଜ୍ୟର ଦାରିଦ୍ର‌୍ୟ ସମୀରେଖା ତଳେ ଥିବା ଗୃହିଣୀମାନଙ୍କୁ ମାଗଣାରେ ରନ୍ଧନ ଗ୍ୟାସ୍‍ ସିଲିଣ୍ଡର ଯୋଗାଇବା ନାମରେ ଯେଉଁ ମହା ଦୁର୍ନୀତି ହୋଇଛି, ତାହା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଏହି ଯୋଜନାର ଉଦ୍ଦେଶ୍ୟ ଯଥାର୍ଥ ଭାବରେ ବିନିଯୋଗ କରିପାରିଲେ ନାହିଁ କେନ୍ଦ୍ର ସରକାର ।…

ବିଜାତଳା ବିଜୟ ଭୋଟରଙ୍କ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିଶ୍ବାସ ଓ ଆର୍ଶିବାଦର ପ୍ରତିଫଳନ

ଭୁବନେଶ୍ବର (): ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ଫଳରେ ବିଜୁ ଜନତା ଦଳର ବିଜୟ ଯାତ୍ରା ଅବ୍ୟାହତ ରହିଛି । ଏହାର ପ୍ରତିଫଳନ ଗତ ୭ ତାରିଖ ଦିନ ଦେଖିବାକୁ…

ପୁଣି ଫେରିବ ‘ସୁଲତାନ୍’ ଯୋଡ଼ି

ପୁଣି ଏକାଠି ନଜର ଆସିବେ ସଲମାନ-ଅନୁଷ୍କାଙ୍କ ଯୋଡ଼ି ।ସଲମାନ- ଅନୁଷ୍କା ପୁଣି ଥରେ ବଡ଼ ପରଦାରେ ଏକା ସାଙ୍ଗରେ ନଜର ଆସିବାକୁ ଯାଉଛନ୍ତି। ଏବେ ଅନୁଷ୍ମା ନିଜର ଆଗାମୀ ଫିଲ୍ମ ଜିରୋର ପ୍ରମୋସନ ଏବଂ ସୁଟିଂରେ ବ୍ୟସ୍ତ ରହିଛନ୍ତି। ଏହାପରେ ସେ ପ୍ରସିଦ୍ଧ ନିର୍ଦ୍ଦେଶକ ସଂଞ୍ଜୟ ଲୀଲା ଭଂସାଲିଙ୍କ…

ଶ୍ରୀକାନ୍ତଙ୍କ ସପକ୍ଷବାଦୀ-ବିପକ୍ଷବାଦୀ ମୁହାଁମୁହିଁ

ଭୁବନେଶ୍ବର () ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଯେକୌଣସି ସମୟରେ ହୋଇପାରେ ଦଳୀୟ କାର୍ଯ୍ୟାନୁଷ୍ଠାନ । ଏହାର ସଙ୍କେତ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଦେଇସାରିଲେଣି । ଦଳ ଓ ଦଳର ମୁଖ୍ୟଙ୍କ ବିରୋଧରେ ବାରମ୍ବାର ଗଣମାଧ୍ୟମରେ ମତ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା ଶ୍ରୀକାନ୍ତଙ୍କ ବିରୋଧରେ…

ଭାଙ୍ଗିଗଲା ନେହା-ହିମାଂଶଙ୍କ ପ୍ରେମ ସମ୍ପର୍କ

ଲୋକପ୍ରିୟ ଗାୟିକା ନେହା କକ୍କର୍ ଓ ଅଭିନେତା ହିମାଂଶ୍ କୋହଲିଙ୍କ ବ୍ରେକଅପ୍ ।କେବଳ ପରଦାରେ ନୁହେଁ, ପରଦା ବାହାରେ ମଧ୍ୟ ଦୁହିଁଙ୍କର ପ୍ରେମକୁ ନେଇ ବେଶ୍ ଚର୍ଚ୍ଚା ହୋଇଥାଏ। ବାହାରକୁ ଦୁହେଁ କେବଳ ସାଙ୍ଗ ବୋଲି କହିଲେ ମଧ୍ୟ ଉଭୟଙ୍କ ପ୍ରେମକାହାଣୀ କାହାକୁ ଅଛପା ନାହିଁ। ଉଭୟଙ୍କ ମଧ୍ୟରେ…

ଆଉ ଲୁଚି ପାରିବେନି ମାଲ୍ୟା

ହଜାର ହଜାର କୋଟି ଟଙ୍କା ଠକି ଲଣ୍ଡନରେ ଆତ୍ମଗୋପନ କରିଥିବା ବିଜୟ ମାଲ୍ୟାକୁ ଫେରାଇ ଆଣିବା ଦିଗରେ ଭାରତ ସରକାର ସଫଳ ହୋଇଛନ୍ତି । ତାଙ୍କୁ ଭାରତ ଫେରାଇଦେବା ପାଇଁ ବି୍ରଟିଶକୋର୍ଟ ରାୟ ଦେଇଛି । ଲଣ୍ଡନର ୱେଷ୍ଟ ମିନିଷ୍ଟର ମାଜିଷ୍ଟେ୍ରଟ ଏହି ରାୟ ଶୁଣାଇଛନ୍ତି । ଏହି ରାୟ ପରେ ବିଜୟ ମାଲ୍ୟା…

ଭୁବନେଶ୍ବର ହେବ ଖୋଲା ମଳମୂକ୍ତ ସହର

ଭୁବନେଶ୍ବର () ଏଣିକି ରାଜଧାନୀ ଭୁବନେଶ୍ବରରେ ଖୋଲାରେ ମଳତ୍ୟାଗ କଲେ ଦେବାକୁ ପଡିବ ଜୋରିମାନା । ଏନେଇ କଟକଣା ଲାଗୁ ହେବା ସହ ବାହାରେ ମଳତ୍ୟାଗ କଲେ 50 ଟଙ୍କା ଜୋରିମାନା ଦେବାକୁ ପଡିବ । ଭବନେଶ୍ବରର ସ୍ବଚ୍ଛତା ଓ ସୁସ୍ଥ ପରିବେଶ ସହ ଉନ୍ନତ ମାନର ଚଳନି ଓ ଚରିତ୍ରକୁ ବିଶ୍ବ ଦରବାରରେ ପରିଚିତ…

ଇସ୍ତଫା ଦେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ତାଙ୍କ ପଦବିରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି । କିନ୍ତୁ ପ୍ରକୃତରେ ଗତ କିଛିଦିନ ହେଲା ତାଙ୍କର କେନ୍ଦ୍ର ସରକାରଙ୍କ ସହିତ ଭଲ ସମ୍ପର୍କ ନଥିଲା ଓ କେନ୍ଦ୍ର ସରକାରଙ୍କର କିଛି ଆର୍ଥିକ ନୀତିକୁ ନେଇ ସେ…