ବରିଷ୍ଠ ନାଗରିକଙ୍କ ସୁରକ୍ଷା ନେଇପରିଚୟପତ୍ର ବଣ୍ଟନ
କୋରାପୁଟ: ଜୟପୁର ପୋଲିସ ତରଫୋରୁ ବରିଷ୍ଠ ନାଗରିକଙ୍କ ସୁରକ୍ଷା ନେଇ ୮୫ ଜଣ ବରିଷ୍ଟ ନାଗରିକଙ୍କୁ ଜିଲ୍ଲା ପୋଲିସ ତରଫୋରୁ ଜୟପୁର ଠାରେ ଆୟୋଜିତ ପ୍ରକୋଷ୍ଟରେ ପରିଚୟପତ୍ର ବଣ୍ଟନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, SP କୋରାପୁଟ ଯୋଗ…