Odia News Portal
Yearly Archives

2018

ଟ୍ୱିଟ କଲେ ମନର କଥା

ଭୁବନେଶ୍ୱର: ଶିକ୍ଷୟିତ୍ରୀଙ୍କ ପାଇଁ ଡ୍ରେସକୋଡ଼ ହେଉ କି ରାଜଧାନୀ ଭୁବନେଶ୍ବରକୁ ସବୁଜ ସୁନ୍ଦର କରିବା ଉଦ୍ୟମ ହେଉ ସବୁବେଳେ ନୂଆ କିଛି କରି ଚର୍ଚ୍ଚାର ପରିସରକୁ ଆସୁଥିବା ଅଫିସର ହେଉଛନ୍ତି ଆଇଏଏସ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ମହାନଗର ନିଗମର କମିଶନର ଥିବା ସମୟରେ ସେ ନେଇଥିବା ଅନେକ…

ଆଜି ବିଧାନସଭାରେ ଉପସ୍ଥାପିତ ହେବ ଅଭିଜିତଙ୍କ ରିପୋର୍ଟ

ଆଜି ବିଧାନସଭାରେ ଉପସ୍ଥାପିତ ହେବ ବହୁ ଚର୍ଚ୍ଚିତ ଅଭିଜିତ ଆୟାର ଙ୍କ ସଂପର୍କରେ ରିପୋର୍ଟ । ଅଭିଜିତ ଆୟାର ଦେଇଥିବା ସମସ୍ତ ବୟାନକୁ ଗୃହ କମିଟି ତର୍ଜମା କରିସାରିବା ସହ ରିପୋର୍ଟ ପ୍ରସ୍ତୁତ କରିସାରିଛି । ତେଣୁ ବାଚସ୍ପତିଙ୍କ ନିର୍ଦ୍ଦେଶ ଆଧାରରେ ଆଜି ବିଧାନସଭାରେ ଗୃହ କମିଟି ଅଧକ୍ଷ ତଥା…

ଓଡିଶାରେ ନବୀନ

ଭୁବନେଶ୍ୱର: ଓଡିଶାରେ ପୁଣି ବିଜେଡି ସରକାର ଗଢିବ। ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ତେବେ ୨୦୧୪ ତୁଳନାରେ ଭୋଟହାର କମିଯିବ। ୨୦୧୪ରେ ଦଳ ୪୫ ପ୍ରତିଶତ ଭୋଟ ପାଇଥିବା ବେଳେ୨୦୧୯ରେ ଏହି ହାର ୪୪ ପ୍ରତିଶତ ରହିବ ବୋଲି ଇଣ୍ଡିଆ ଟିଭି ଓ ସିଏନଏକ୍ସ ଦ୍ଵାରା ହୋଇଥିବା ପବ୍ଳିକ…

ନକ୍ସଲ୍ ପୋଷ୍ଟର୍ରେ ମୁଣ୍ଡକାଟ ଧମକ

ମାଓବାଦୀଙ୍କ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଜିଲ୍ଲାରୁ ଚାରି ଜଣ ଲୋକ ଗିରଫ ହେବାର ଠିକ୍ ୨୪ ଘଣ୍ଟା ପରେ ଗୁରୁବାର ସକାଳେ ମୁରକତା ବଣରେ କେତେଗୁଡ଼ିଏ ନକ୍ସଲ୍ ପୋଷ୍ଟର୍ ଦେଖା ଯାଇଛି। ଗୁର୍ଗୁରିପାଲ ଥାନା ଅନ୍ତର୍ଗତ ମୁରକତା ଜଙ୍ଗଲ ପାଖ ରାସ୍ତାରେ…

ପୁଣି ଓଲିଉଡ୍ରେ ମି-ଠୁ

ଓଲିଉଡ୍ ଅଭିନେତ୍ରୀ ଏଲ୍ସା ଘୋଷ ଆଣିଲେ ସଙ୍ଗୀନ୍ ଅଭିଯୋଗ। ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ବିରୋଧରେ ମାନସିକ ନିର୍ୟାତନା ଅଭିଯୋଗ ଆଣିବା ସହ ତାଙ୍କୁ ଖୁବ୍ ବର୍ଷିଛନ୍ତି ଏଲ୍ସା ଘୋଷ।ଏହି ଘଟଣା ରାଜଧାନୀର ନାମି ହୋଟେଲରେ ଘଟିଥିବା ଜଣାପଡ଼ିଛି। ଅଭିନେତ୍ରୀ ଏଲ୍ସା ସିଧାସଳଖ ନିର୍ଦ୍ଦେଶକ ଦିଲୀପ…

କୋଣାର୍କ ସୁରକ୍ଷା ନେଇ ବଢୁଛି ଉଦବେଗ

ଭୁବନେଶ୍ୱର () ବିଶ୍ୱ ପ୍ରସିଦ୍ଧି କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ଦାୟିôବ କେବଳ କଣ ଭାରତୀୟ ପ୍ରତ୍ନତôବ ବିଭାଗର? ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏଦିଗରେ ଏତେ ଖାମଖିଅ ।ଲ କାହିଁକି? ସୂର୍ଯ୍ୟ ମନ୍ଦିରରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର ଗାଏବ ହୋଇଯାଉଛି, ଅଥଚ ରାଜ୍ୟ ସଂସ୍କୃତି ବିଭାଗ…

ଲମ୍ବା ସମୟ ଯବାନ୍ ରହିବାକୁ ଚାହୁଁଛନ୍ତି କି ? କ୍ଷୀରରେ ମିଶାନ୍ତୁ …

ସମସ୍ତେ ଚାହିଁଥାନ୍ତି ଅଧିକ ସମୟ ଯାଏ ଯବାନ୍ ଦେଖାଯିବା ପାଇଁ । ଯାହା ପାଇଁ ଲୋକ ମାନେ ଯୋଗ, ବ୍ୟାୟାମ ଓ ଓୗଷଧର ସାହାରା ନେଇଥାନ୍ତି । ଏହା ଛଡା ନଜେ ନିଜର ଖାଇବା ପିଇବା ଉପରେ ଧ୍ୟାନ ରଖିଥାନ୍ତି । କିନ୍ତୁ ସମସ୍ତଙ୍କ ପାଇଁ ବ୍ୟସ୍ତ ଜୀବନରେ ଏ ସବୁ କରିବା ସମ୍ଭବ ହୋଇନଥାଏ । ଯଦି ଆପଣ ଅଧିକ…

ମହିଳାଙ୍କ ସିକ୍ରେଟ୍ , ସ୍ବାମୀ ବି…

ଆପଣ କିଛି ଲୋକଙ୍କ ଠାରୁ ମଜାରେ ମଜାରେ ଶୁଣିଥିବେ, ଝିଅ ମାନଙ୍କୁ ଆଜି ଯାଏ ଭଗବାନ ବି ବୁଝି ନାହାନ୍ତି । ଏହି କଥାଟି ଅସଲ ଜୀବନରେ ମଧ୍ୟ ଘଟିଥାଏ । କ’ଣ ଆପଣ ଜାଣିଛନ୍ତି, ଜୀବନ ସହ ଜଡିତ ଏହି ୪ଟି ଗୁପ୍ତ କଥା ଯାହାକୁ ଯେକୌଣସିବି ସ୍ତ୍ରୀ ନିଜର ସ୍ବାମୀଙ୍କ ପାଖରୁ ଲୁଚାଇଥାନ୍ତି । •…

ରସଗୋଲା ଖାଇଲେ ସୁସ୍ଥ ରହିବେ, ଜାଣନ୍ତୁ …

ସ୍ବାଦିଷ୍ଟ ମିଠା ଅନେକ ପ୍ରକାରର ରହିଥିଲେ ମଧ୍ୟ ରସଗୋଲା ସବୁଠାରୁ ଭିନ୍ନ। ସାଧାରଣତଃ ରସଗୋଲା ସମସ୍ତଙ୍କୁ ବହୁତ ପସନ୍ଦ ରହିଥାଏ। କିନ୍ତୁ ମିଠା ନାଁ ଶୁଣିବା ମାତ୍ରେ ଶରୀର ପ୍ରତି ସଜାଗ ବ୍ୟକ୍ତି ଏହା ଖାଇବାକୁ ପସନ୍ଦ କରିନଥାନ୍ତି। ଆଜି ଆମେ ରସଗୋଲା ପ୍ରେମୀଙ୍କ ପାଇଁ ଆଣିଛୁ ଖୁସି ଖବର।…

ଟ୍ରେନ୍ ନେଲା ଦୁଇଟି ବାଘ ଛୁଆଙ୍କ ଜୀବନ

ଏବେ ଦେଶର ଚାରିଆଡ଼େ ଗୋଟିଏ ପରେ ଗୋଟିଏ ବାଘଙ୍କ ମୃତ୍ୟୁ ଘଟିବାରେ ଲାଗିଛି। ଗତକାଲି ଓଡ଼ିଶାରେ ଏକ ବାଘର ମୃତ୍ୟୁ ଖବର ସାମ୍ନାକୁ ଆସିଥିବା ବେଳେ ଆଜି ମହାରାଷ୍ଟ୍ରରେ ଦୁଇଟି ବାଘ ଛୁଆଙ୍କ ଜୀବନ ଯାଇଛି। ଏହି ଦୁଇ ବାଘ ଛୁଆଙ୍କୁ ଏକ ଦ୍ରୁତଗାମୀ ଟ୍ରେନ୍ ଧକ୍କା ଦେବାରୁ ସେମାନଙ୍କୁ ମୃତ୍ୟୁ…