Odia News Portal
Yearly Archives

2018

ହାତୀ ମାରିଜାଳିଦେବା ଘଟଣା: ୨ ବନକର୍ମଚାରୀ ନିଲମ୍ବିତ

ସୁନ୍ଦରଗଡ ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ସୁନାଖାନ ସେକ୍ସନ ସୁନାଖଣ୍ଡି ଗାଁର ହାତିକୁ ମାରି ପୋଡିଦେଇଛନ୍ତି ଲୋକେ । ଘଟଣାରେ ଜଣେ ଗିରଫ ହୋଇଥିବାବେଳେ ୩ ଜଣ ଅଟକ ଅଛନ୍ତି । ବନବିଭାଗ ଘଟଣାସ୍ଥଳରେ ପଂହଚି ତନାଘନା ଆରମ୍ଭ କରିଛି । ଖବର ଅନୁସାରେ, ୧୦ ଦିନ ତଳେ ରାଜଗାଙ୍ଗପୁରର ଏହି ଅଂଚଳରେ କିଛି…

ଜାଣିଶୁରି ସାମ୍ବାଦିକଙ୍କୁ ମାରିନୁ

ଛତିଶଗଡ ଦାନ୍ତେୱାଡାରେ ଦୂରଦର୍ଶନ କ୍ୟାମେରାମ୍ୟାନଙ୍କୁ ହତ୍ୟା ପରେ ମାଓବାଦୀମାନେ ସ୍ପଷ୍ଟୀକରଣ ଦେଇଛନ୍ତି । ଏହି ଘଟଣାରେ ଦୁଃଖପ୍ରକା କରିଛି ମାଓ ସଙ୍ଗଠନ । ଏ ନେଇ ଦର୍ଭା ଡିଭିଜିନାଲ କମିଟି ମୁଖପାତ୍ର ସାଇନାଥ ଏକ ପ୍ରେସ ଇସ୍ତାହାର ଜାରି କରିଛନ୍ତି । ଏଥିରେ କୁହାଯାଇଛି, ସାମ୍ବାଦିକକୁ…

ଦୁଷ୍କର୍ମ ଓ ହତ୍ୟାକାରୀ ୨ଆସାମୀ ଗିରଫ

ଫୁଲବାଣୀରେ ଜଣେ ମହିଳାଙ୍କୁ ଲିଫ୍ଟ ଦେବା ନାଁରେ ଉଠାଇନେଇ ଗଣ ବଳାକ୍ରାର କରି ହତ୍ୟା କରିଥିବା ଅଭିଯୋଗରେ ଚକାପାଦ ପୋଲିସ ୨ଜଣ ଆସାମୀଙ୍କୁ ଗିରଫ କରିଛି । ଅନ୍ୟ ୨ଜଣ ଫେରାର ହୋଇଯାଇଛନ୍ତି । ୪ଜଣ ଲୋକ ଜଣେ ମହିଳାଙ୍କୁ ରାସ୍ତାରୁ ଲିଫ୍ଟ ଦେବା ବାହାନାରେ ନେଇଯାଇ ଏକ ଘରେ ରଖିଥିଲେ ଏବଂ ତାଙ୍କ…

ସତ୍ୟପାଠ ଦାଖଲ କରିପାରିଲେନି ଆୟାର

ଭୁବନେଶ୍ବର () : ଓଡିଶା ବିଧାୟକଙ୍କ ପ୍ରତି ଅସୌଜନ୍ୟ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ର ଆଜି ବିଧାନସଭା ଗୃହ କମିଟି ନିକଟରେ ହାଜର ହୋଇଥିଲେ ବି ସତ୍ୟପାଠ ଦାଖଲ କରିପାରିନାହାଁନ୍ତି । ଆସନ୍ତାକାଲି ପୁଣି ଥରେ ଗୃହ କମିଟି ଆଗରେ ଉପସ୍ଥିତ ହୋଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ…

ଆଜି କିଙ୍ଗ୍ ଖାନ୍ଙ୍କ ଜନ୍ମଦିନ

ଆଜି ବଲିଉଡ୍ର କିଙ୍ଗ୍ ଖାନ୍ଙ୍କ ଜନ୍ମଦିନ। ୫୩ ବର୍ଷ ବୟସରେ ଶାହାରୁଖ । ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ କରି ଅନେକ ସମ୍ମାନର ଅଧିକାରୀ ହେବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶାହାରୁଖ୍ ।ନିଜ ପ୍ରିୟ ଅଭିନେତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ପାଇଁ ରାତି ୧୨ଟାରୁ ମନ୍ନତ…

ଜୋର ଧରିଲା ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଲଢେଇ

ବିଜେପିକୁ ଟାର୍ଗେଟ କଲେ ନବୀନ କେନ୍ଦ୍ର ମନ୍ତ୍ରୀ ଥିଲା ବେଳେ କହିଥିଲେ ଭଲ ହୋଇଥାନ୍ତା- ବିଜେପି ନବୀନ ବି ପ୍ରତିଶୃତି ଦେଇ ଓହରିଗଲେ- ନରସିଂହ ଭୁବନେଶ୍ବର () : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଉଠାଇଛନ୍ତି ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି । ଆଜି ବିଜେପିକୁ…

ନିଯୁକ୍ତ ହେଲେ ୪ ସୁପ୍ରିମକୋର୍ଟ ବିଚାରପତି

ଗୁରୁବାର ରାତିରେ ଚାରି ଜଣ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମ୍ କୋର୍ଟକୁ ପଦୋନ୍ନତି ମିଳିଛି। କଲେଜିୟମ୍ ସରକାରଙ୍କୁ ସେମାନଙ୍କ ନାମ ସୁପାରିସ କରିବାର ୪୮ ଘଣ୍ଟା ମଧ୍ୟରେ ଆଇନ ମନ୍ତ୍ରାଳୟ ସେମାନଙ୍କ ନିଯୁକ୍ତି ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିଛି। ଜଷ୍ଟିସ୍ ହେମନ୍ତ ଗୁପ୍ତ,…

ଭାରତ ୩-୧ରେ ବିଜୟ ହାସଲ

୧୦୪ ରନ୍ରେ ଅଲ୍ଆଉଟ୍ କରିଥିଲା। ଏହା ପରେ ଭାରତ ୯ ଓ୍ଵିକେଟ୍ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିବା ସହିତ ୫ ଦିନିକିଆ ଶୃଙ୍ଖଳାକୁ ୩-୧ରେ ବିଜୟ ହାସଲ କରିଛି। ଦ୍ୱିତୀୟ ଇନିଂସରେ ୧୦୫ ରନ୍ ପଛରେ ଗୋଡେଇ ୧୪.୫ ଓଭରରେ ଗୋଟିଏ ଓ୍ଵିକେଟ ହରାଇ ଏହା ହାସଲ କରିଛି। କେରଲର ଥିରୁବନନ୍ତପୁରମ…

ବୈଜୟନ୍ତଙ୍କ ପିଛା ଛାଡୁନି ବିବାଦ

ଭୁବେନଶ୍ବର (): ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଡ଼ୁଆ ବଢ଼ିବ । ଯେଉଁ କ୍ଳିନଚିଟ ସିଏ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କଠାରୁ ପାଇଛନ୍ତି ତାହାର ମଧ୍ୟ ବିଚାର ହୋଇପାରେ । ଏପରିକି ଏହା କେବଳ ବୈଜୟନ୍ତଙ୍କ ମତାମତ ଦ୍ବାରା ହିଁ ପର୍ଯ୍ୟବସିତ ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ…

ପୁଣି ଛୋଟ ପରଦାରେ ସୁନୀଲ

ଅଭିନେତା ସୁନୀଲ ଗ୍ରୋଭରଙ୍କୁ ଛୋଟ ପରଦାରେ ଢ଼େର ଦିନ ହେବ ଦେଖିବାକୁ ପାଇ ନାହାନ୍ତି ଦର୍ଶକ। ଯେଉଁମାନେ ସୁନୀଲ ଗ୍ରୋଭରଙ୍କୁ ଛୋଟ ପରଦାରେ ମିସ୍ କରୁଥିଲେ,ସେମାନଙ୍କ ପାଇଁ ଏବେ ଏକ ଭଲ ଖବର। ମିଳିଥିବା ସୂଚନା ଅନୁଯାୟୀ, ସୁନୀଲ ଷ୍ଟାର୍ ପ୍ଲସ୍ ଚ୍ୟାନେଲର ଏକ ‘ଉଇକେଣ୍ଡ ମିନି ସିରିଜ୍’ ଜରିଆରେ…