ଜାମ୍ମୁ କାଶ୍ମୀର: ୨ ଆତଙ୍କବାଦୀ ନିହତ
ଜାମ୍ମୁ କାଶ୍ମୀରର ବଡ ଗ୍ରାମରେ ଆଜି ସକାଳୁ ପୁଣି ଥରେ ଆତଙ୍କବାଦୀଙ୍କ କାର୍ୟ୍ୟକଳାପ ଦେଖିବାକୁ ମିଳିଛି । ଗତ କିଛିଦିନ ହେବ ଜାମ୍ମୁରେ ଆତଙ୍କବାଦୀଙ୍କ କାର୍ୟ୍ୟକଳାପ ବଢିବାରେ ଲାଗିଛି । ତେବେ ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀମାନେ ସେଠାରେ ଲୁଚିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ…
