Odia News Portal
Yearly Archives

2018

ଧୋନିଙ୍କୁ ଟି-୨୦ରୁ ବାଦ୍

ଭାରତୀୟ ଟିମରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସ୍ଥାନ ଦିଆଯାଇନାହିଁ । ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଦଳରେ ଧୋନି ସ୍ଥାନ ପାଇଥିଲେ ମଧ୍ୟ ଟି-୨୦ ଟିମରେ ସ୍ଥାନ ଦିଆଯାଇନାହିଁ । ସେହିଭଳି ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ମଧ୍ୟ ମାହିଙ୍କୁ ଚୟନ କରାଯାଇନାହିଁ ।…

ଏଣିକି ଆଉ ୨୪ ଘଣ୍ଟା ଡ୍ୟୁଟିରେ ରହିବେ ନାହିଁ

ଦିଲ୍ଲୀ କମିସନରେଟ୍ ପୁଲିସର ଆଠ ଘଣ୍ଟିଆ ଡ୍ୟୁଟି ବ୍ୟବସ୍ଥା ଆପଣାଇବ ଓଡ଼ିଶା ପୁଲିସ ବିଭାଗ। ପ୍ରାଥମିକ ପର‌୍ୟ୍ୟାୟରେ ଦୈତନଗରୀ କମିସନରେଟ୍ ପୁଲିସରେ ଏ ପ୍ରକାର ଯୋଜନା କାର‌୍ୟ୍ୟକାରୀ କରାଯିବ। ପରବର୍ତ୍ତି ପର‌୍ୟ୍ୟାୟରେ ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ପରି ସହରରେ ଆରମ୍ଭ କରାଯିବାକୁ…

ଅମୃତସର ଦୁର୍ଘଟଣା- କ୍ୟାଣ୍ଡେଲ ରାଲିରେ ସିଦ୍ଧୁଙ୍କ ହସ

ପଞ୍ଜାବ ଅମୃତସରରେ ଦଶହରାରେ ହୋଇଥିବା ହୃଦୟ ବିଦାରକ ଘଟଣା ଆଜି ବି ମନେ ପଡିଲେ ଲୋମ ଟାଙ୍କୁରି ଉଠେ । ରାବଣ ପୋଡିରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଚାଲିଯାଇଛି ୬୦ରୁ ଅଧିକ ଜୀବନ । ଅନେକ ଏବେବି ମଧ୍ୟ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଉ ଅନ୍ୟ ପଟେ ଏହି ଲୋମଟାଙ୍କୁରା ଘଟଣାକୁ…

ପୁଣି ଜାମ୍ମୁ-କଶ୍ମୀରରେ ଆତଙ୍କୀ ହମଲା

ଜମ୍ମୁକଶ୍ମୀରର ନୌଗାମ ସେକ୍ଟରରେ ସିଆଇଏସଏଫ ଯବାନଙ୍କୁ ଉପରେ ଗ୍ରେନେଡ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ସିଆଇଏସଏଫର ଜଣେ ଏଏସଆଇ ରାଜେଶ କୁମାର ଶହୀଦ୍ ହୋଇଛନ୍ତି । ଗତକାଲି ମଧ୍ୟରାତ୍ରରେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ । ନୌଗାମର ୱାଗୁରାରେ ପାୱାର ଗ୍ରୀଡ୍କୁ ସୁରକ୍ଷା ଦେଉଥିବା…

ସ୍ୱାସ୍ଥ୍ୟ ପାଇଁ ମେଥିପତ୍ର ଆବଶ୍ୟକ

ମେଥି ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ଶରୀର ପାଇଁ ସ୍ୱାସ୍ଥ୍ୟକର । ମେଥି ପତ୍ରରେ ଆଇରନ୍, କ୍ୟାଲସିୟମ୍, ଫସ୍ଫରସ୍ ଏବଂ ଭିଟାମିନ୍ କ ପରି ପ୍ରୋଟିନ୍ ପ୍ରଚୁର ମାତ୍ରାରେ ରହିଛି। ତା ହେଲେ ଆସନ୍ତୁ ଜାଣିବା, ମେଥି ପତ୍ରର ସୁଫଳ ବିଷୟରେ। କ’ଣ ପାଇଁ ଭଲ ମେଥି ଆଉ ଏହାର ପତ୍ର ସୁଗାର କମ୍ କରିଦିଏ-…

ସୁନ୍ଦରୀ ଯିବ ନନ୍ଦନକାନନ

ସାତକୋଶିଆ ବାସିନ୍ଦା ଓ ବନ ବିଭାଗର ନିଦ ହଜାଇଦେଇଥିବା ସୁନ୍ଦରୀକୁ ଅଣାଯିବ ନନ୍ଦନକାନନ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ବିଶେଷଜ୍ଞ ଟିମକୁ ଚକମା ଦେଇ ବାରମ୍ବାର ଖସିଯାଉଛି ବାଘୁଣୀ । ବନବିଭାଗ ବି ସୁନ୍ଦରୀକୁ ଧରିବାକୁ ଯାଇ ନାକେଦମ୍ ହୋଇଛି ।…

ଆସନ୍ତାକାଲିଠାରୁ ଉପକୂଳରେ ବର୍ଷା

ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେଇପାରେ। ଏହା ପ୍ରଭାବରେ ଉପକୂଳରେ ଆସନ୍ତାକାଲିଠାରୁ ୩୦ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କହାଯାଇଛି। ଏହା ପ୍ରଭାବରେ…

ଦାୟିତ୍ବହୀନତା ପାଇଁ 7 ହାତୀଙ୍କ ମୃତ୍ୟୁ

ଭୁବନେଶ୍ବର ()  ଢ଼େଙ୍କାନାଳରେ ବିଦ୍ୟୁତ କରେଣ୍ଟ ଲାଗି ୭ଟି ହାତୀ ମୃତ୍ୟୁ ପାଇଁ ସେସୁକୁ ଦାୟୀ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ସେ କହିଛନ୍ତି ଯେ, ‘ହାତୀ ମୃତ୍ୟୁ ପାଇଁ ସେସୁ ହିଁ ଦାୟୀ’  । କାରଣ ୧୧ କେ.ଭି ବିଦ୍ୟୁତ୍ ତାର ଝୁଲିଥିବା କଥା ବାରମ୍ବାର ସେସୁ…

ରାଜ୍ୟ ବାହାରେ ମିଳିବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସୁବିଧା

ଭୁବନେଶ୍ବର () : ଏଣିକି ଓଡିଶା ବାହାରେ ରହୁଥିବା ଓଡିଆ ଲୋକେ ବି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁଫଳ ପାଇବେ । ବାହାର ରାଜ୍ୟର ସରକାରୀ ଚିକିତ୍ସାଳୟରେ ମଧ୍ୟ ଚିକିତ୍ସା ସୁବିଧା ପାଇପାରିବେ । ଚିକିତ୍ସା ଖର୍ଚ୍ଚ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦାଖଲ କରାଯିବ । ସେହିଭଳି ଟାଟା…

ଶିଳ୍ପପତିଙ୍କୁ କୋଇଲା ଓ ଲୁହାପଥର ଚିନ୍ତା

ଭୁବନେଶ୍ବର () : ଶିଳ୍ପପତିମାନଙ୍କ ପାଇଁ ବର୍ତ୍ତମାନ ସ୍ଥିତିରେ କୋଇଲା ଓ ଲୁହାପଥର ଦର ଚିନ୍ତାର କାରଣ ହୋଇଛି । ଶିଳ୍ପ ପାଇଁ ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ସେମାନଙ୍କ ପ୍ରତିଯୋଗିତାମୂଳକ ପ୍ରଦର୍ଶନକୁ ପ୍ରଭାବିତ କରୁଛି । କୋଇଲା ଓ ଲୁହାପଥର ଦେଶରେ ପ୍ରଚୁର ପରିମାଣରେ ଉପଲବ୍ଧ…