Odia News Portal
Yearly Archives

2018

ବିମାନ ବନ୍ଦରରେ ଛୁରାମାଡ

ବିଶାଖାପାଟଣା—ସେଲଫି ନେବା ବାହାନାରେ ଜଣେ ଦୁର୍ବୃର୍ତ ଇଏସଆର କଂଗ୍ରେସର ମୁଖ୍ୟ ଜଗମୋହନ ରେଡିଙ୍କୁ ଛୁରା ଭୁସିଦେବା ଫଳରେ ସେ ଆହତ ହୋଇଛନ୍ତି ତାଙ୍କ ବାମ ହାତରେ ଆଘାତ ଲାଗିଥିଲେ ମଧ୍ୟ ସେ ଅଳ୍ପକେ ବର୍ତୀଯାଇଛନ୍ତି । ବିଶାଖାପାଟଣା ବିମାନ ବନ୍ଦର ପାଖରେ ଶ୍ରୀ ରେଡିଙ୍କ ଉପରେ ଏହି ଆକ୍ରମଣ…

ଧରାପଡିଲେ ୪ ସନ୍ଦିଗ୍ଧ ବ୍ୟକ୍ତି

ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ କେନ୍ଦ୍ର ସରକାର ଛୁଟିରେ ପଠାଇଦେବା ପରେ ତାଙ୍କ ଘର ଆଗରୁ ୪ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସୁରକ୍ଷା କର୍ମୀମାନେ ଧରିନେଇଛନ୍ତି । ସେମାନେ ଶ୍ରୀବର୍ମାଙ୍କ ଘର ଆଗରେ ସନ୍ଦେହ ଜନକ ଭାବେ ବୁଲୁଥିବା ଦେଖାଯାଇଥିଲା । ବର୍ମାଙ୍କର ଦିଲ୍ଲୀସ୍ଥିତ ଘର ଆଗରେ ଏହି…

ଧାର୍ମିକ କାର୍ତ୍ତିକ ମାସ ଆରମ୍ଭ

ଆଜିଠାରୁ ପବିତ୍ର ଓ ଧାର୍ମିକ କାର୍ତ୍ତିକ ମାସ ଆରମ୍ଭ ହୋଇଛି । କାର୍ତ୍ତିକ ମାସ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ପୁରୀରେ ହଜାର ହଜାର ହବିଷ୍ୟାଳିମାନଙ୍କର ସମାଗମ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୫୦୦ ହବିଷ୍ୟାଳି ପୁରୀରେ ଆସି ପହଂଚିଛନ୍ତି । ଆଜିଠାରୁ…

ଆଜିଠୁ ଆୟାରଙ୍କୁ ୪ ଦିନିଆ ରିମାଣ୍ଡରେ ନେବ କୋଣାର୍କ ପୋଲିସ

ଆଜିଠୁ ୪ ଦିନିଆ ରିମାଣ୍ଡରେ ଯିବେ ଅଭିଜିତ୍ ଆୟାର ମିତ୍ର । କୋଣାର୍କ ଥାନା ପୋଲିସ ଅଭିଜିତ୍ଙ୍କୁ ରିମାଣ୍ଡରେ ନେବ । ଏନେଇ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି । ଅଭିଜିତ୍ କୋଣାର୍କର କଳା, ସଂସ୍କୃତି ସଂପର୍କରେ ଅପଶବ୍ଦ ପ୍ରୟୋଗ କରିଥିଲେ । ଏନେଇ କୋଣାର୍କ ଥାନାରେ ମାମଲା…

ଏସିଆନ୍ ଚାମ୍ପିୟନ୍ଶିପ୍ ହକି: ଭାରତ ବିଜୟ

ଏସିଆନ୍ ଚାମ୍ପିୟନଶିପ୍ରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଛି। ମ୍ୟାଲେସିଆ ସହ ମ୍ୟାଚ୍ ଡ୍ର ରଖିଥିବା ଟିମ୍ ଇଣ୍ଡିଆର ପୁରୁଷ ହକି ଦଳ ବୁଧବାର ପୁଣି ଥରେ ବିଜୟ ଟ୍ରାକ୍କୁ ଫେରିଛି। ଗତକାଲି ଟିମ୍ ଇଣ୍ଡିଆ ପ୍ରତିପକ୍ଷ କୋରିଆକୁ ୪-୧ ଗୋଲ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ର ହିରୋ ଥିଲେ…

ସୁନ୍ଦରୀର ସାତକୋଶିଆରେ ଆତଙ୍କ

ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ କାବୁ କରିବା ପାଇଁ ଡେରା ପକାଇଥିବା ବନବିଭାଗ କର୍ମଚାରୀଙ୍କୁ ନିରାଶ ହେବାକୁ ପଡ଼ିଛି । କାରଣ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଯେଉଁ ନିଶ୍ଚେତକ ଗୁଳି ବାଘୁଣୀକୁ ମରାଯାଇଥିଲା, ତାହା ଲକ୍ଷ୍ୟଚ୍ୟୁତ ହୋଇଛି । ଆଉ ଏଭଳି ସ୍ଥିତିରେ କୁମୁରୀ ଅଂଚଳରେ ଘୁରିବୁଲୁଥିବା…

ଝାରପଡା ଜେଲର 11 ନମ୍ବର ସେଲରେ ଗୁମସୁମ

ଭୁବନେଶ୍ୱର () ମଜା ପାଇଁ ସଜ୍ଜା ପାଇଲେ । ଝାରପଡା ଜେଲର ଅନ୍ଧାରୀ କୋଠରୀରେ କାଳ କାଟୁଛନ୍ତି ଅଭିଜିତ ଆୟାର ମିତ୍ର। ଓଡିଆଂକ ସ୍ବାଭିମାନ ତଥା ଧାର୍ମିୟଭାବନାକୁ କୁଠାରଘାତ କରିବା ଅଭିଜିତଂକୁ ପଡିଛି ମହଙ୍ଗା। ଏସଡିଜେଏମ କୋର୍ଟରେ ବେଲ ନାମାଂଜୁର ପରେ ଝାରପଡାର ଜେଲର ୧୧ନମ୍ବର ସେଲର କଟୁଛି…

ବନ୍ଧା ହେଲା ରସିକିଆ ଅଟୋ ଡ୍ରାଇଭର

ଭୁବନେଶ୍ୱର () ସବୁ ସୀମା ଟପିଲା ରସିକିଆ ଅଟୋ ଡ୍ରାଇଭର । ବିଚ ରାସ୍ତାରେ ପ୍ରେମ ନିବେଦନ କରି ବିଫଳ ହେବାରୁ ଛାତ୍ରୀଂକୁ କଲା ଅସଦାଚରଣ। ଏମିତି ଏକ ଘଟଣାରେ ରସିକିଆ ଅଟୋ ଡ୍ରାଇଭରକୁ ଗିରଫ କରିଛି କମିସନରେଟ ପୋଲିସ। ସୂଚନା ମୁତାବକ ଶୈଳଶ୍ରୀ ବିହାରର ଜଣେ ଯୁକ୍ତ ଦୁଇ କଲେଜ ଛାତ୍ରୀଂକୁ ମନେ…

ଭଦ୍ରକ କଂଗ୍ରେସ ସଂଗଠନ ଦାଇତ୍ୱ ନେଲେ ସତ୍ୟ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି ମିଡ଼ିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକଙ୍କୁ ଆଉ ଏକ ଗୁରୁ ଦାୟିତ୍ୱ ମିଳିଛି । ତାଙ୍କୁ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀ ଓ ତାହା ଅନ୍ତର୍ଗତ ୭ ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବ ଦାୟିତ୍ୱ ସହ ତାଙ୍କର…

ଭିକାରୁଣୀର ବଦାନ୍ୟତା

ରାଜକନିକା – ଭିକାରୁଣୀ ହେଲେବି ହୃଦୟ ତାଙ୍କର ବିଶାଳ । ଜୀବନରେ ସବୁଆଡୁ ଧୋକା ଖାଇବାପରେ ସେ ହାରିଯାଇନାହାନ୍ତି ଜୀବନ ସଂଗ୍ରାମ ବୟସ ତାଙ୍କର ଅତିକ୍ରାନ୍ତ ଅସହାୟ ଜୀବନ ଜଂଜାଳ ମଧ୍ୟରେବି ସେ ଭୁଲିନାହାନ୍ତି ତାଙ୍କର ମାନବିକତା । ସାରାଜୀବନ ଭିକ୍ଷାବୃତି କରି ରଖିଥବା ୫୦ ହଜାର ଟଙ୍କାକୁ ସେ…