୭୧ତମ ରାଜ୍ୟ ପୁଲିସ ଦୌଡ଼କୁଦ ପ୍ରତିଯୋଗୀତା ଆରମ୍ଭ
କଟକ : ୭୧ ତମ ରାଜ୍ୟସ୍ଥରୀୟ ପୋଲିସ କ୍ରୀଡା ପ୍ରତିଯୋଗିତା ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ବକ୍ସିବଜାର ସ୍ଥିତ ରିଜର୍ଭ ପଡିଆ ଠାରେ ରାଜ୍ୟ ଅପରାଧ ଶାଖା ଓ ଅନୁସନ୍ଧାନ ଶାଖାର ଅତିରିକ୍ତ ମହା ନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଙ୍କର ଦ୍ୱାରା ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ ହୋଇଯାଇଛି।…
