ଡିସିପିଙ୍କ କୋର୍ଟରେ ହାଜର ହେବେ ଇତିଶ !
ଭୁବନେଶ୍ୱର: ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନଙ୍କ ନାଁରେ ଲାଗିଲା ୧୧୦ ଦଫା । ଅଭ୍ୟାସଗତ ଅପରାଧିକ କାର୍ଯ୍ୟ ପାଇଁ ଲାଗିଲା ୧୧୦ ଦଫା । ଜାଣିଶୁଣି ଅପରାଧିକ କାର୍ଯ୍ୟ ବାରମ୍ବର କରୁଥିବା ବ୍ୟକ୍ତିଙ୍କୁ ଆଇପିସିର ଦଫା ୧୧୦ ଆନୁସାରେ ଦଣ୍ଡିତ କରିବାର ପ୍ରବଧାନ ରହିଛି । ଡିସିପିଙ୍କ…
