ମାସିକିଆ ‘ମୋହରେ’ ହିମାଂଶୁ !
ଖଣ୍ଡଗିରି ଥାନା ପାଲଟିଛି ଅଘୋଷିତ ବଟି ଆଦାୟ କେନ୍ଦ୍ର
ଭୁବନେଶ୍ୱର (): ଖଣ୍ଡଗିରି ଥାନାରେ ଚାଲିଛି ମାଫିଆରାଜ । ଦିନ ଦ୍ୱିପହରରେ ଖୁଲମ୍ଖୁଲା ଚାଲିଛି ସେଟ୍ଲମେଣ୍ଟ । ଚାନ୍ଦା ଦିଅ, ମାମଲା ରଫାଦଫା କର । ନ ହେଲେ ହାଜତ ଭିତରକୁ ଠୁଙ୍କି ଦେବାକୁ ହିମାଂଶୁ ଦେଖାଉଛନ୍ତି ନାଲିଆଖି । ଖଣ୍ଡଗିରି…
